ଛତିଶଗଡର ରାୟପୁରରେ ବିଶେଷ ଗୁଣସମ୍ପନ୍ନ ୩୫ କିସମ ଫସଲର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 28th, 11:01 am
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ମହୋଦୟ, ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ଅନ୍ୟ ସହକର୍ମୀ ଶ୍ରୀ ପୁରୁଷୋତମ ରୁପାଲା ମହୋଦୟ, ଶ୍ରୀ କୈଳାଶ ଚୌଧୁରୀ ମହୋଦୟ, ଭଉଣୀ ଶୋଭା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହୋଦୟ, ବିରୋଧୀ ଦଳ ନେତା ଶ୍ରୀ ଧର୍ମ ଲାଲ କୌଶିକ ମହୋଦୟ, କୃଷି ଶିକ୍ଷା ସହ ଜଡିତ ସମସ୍ତ କୂଳପତି, ନିର୍ଦ୍ଦେଶକ, ବୈଜ୍ଞାନିକ ସାଥୀ ଏବଂ ମୋର ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ପ୍ରଜାତିର ଶସ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
September 28th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମାରୋହରେ ଶ୍ରୀ ମୋଦୀ ନବନିର୍ମିତ ରାୟପୁର ସ୍ଥିତ ଜାତୀୟ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟ ଗୁଡିକୁ ଗ୍ରୀନ୍ କ୍ୟାମ୍ପସ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । ନୂଆ ନୂଆ ପଦ୍ଧତି ଅନୁସରଣ କରୁଥିବା ଚାଷୀମାନଙ୍କ ସହ ମତ ବିନିମୟ କରିବା ଲାଗି ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେଇଥିଲେ ।ଷ୍ଟାର୍ଟ ଅପ୍ ଇଣ୍ଡିଆ ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ:ପ୍ରାରମ୍ଭ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 16th, 05:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ ମତବିନିମୟ କରିବା ସହ ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଶନିବାର ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏଥିରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡିକର ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାୱେଡକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ସୋମପ୍ରକାଶ ଉପସ୍ଥିତ ଥିଲେ । ତାଙ୍କ ଉଦ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍ଗୁଡିକ ଆଜିକାର ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ବଦଳାଉଛି ।ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ: ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଉଦବୋଧନ ଧନ
January 16th, 05:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ ମତବିନିମୟ କରିବା ସହ ଷ୍ଟାର୍ଟଅପ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଟ ‘ପ୍ରାରମ୍ଭ’ରେ ଶନିବାର ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏଥିରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡିକର ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାୱେଡକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ସୋମପ୍ରକାଶ ଉପସ୍ଥିତ ଥିଲେ । ତାଙ୍କ ଉଦ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍ଗୁଡିକ ଆଜିକାର ବ୍ୟବସାୟର ଜନସାଂଖ୍ୟିକ ଚରିତ୍ରକୁ ବଦଳାଉଛି ।