Cabinet approves the establishment of “Third Launch Pad”

Cabinet approves the establishment of “Third Launch Pad”

January 16th, 03:00 pm

The Union Cabinet chaired by the Prime Minister Shri Narendra Modi today approved the establishment of the Third Launch Pad (TLP) at Satish Dhawan Space Centre of ISRO at Sriharikota, Andhra Pradesh.

ପିଏସଏଲଭି-ସି-47ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପିଏସଏଲଭି-ସି-47ର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 27th, 12:33 pm

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କାର୍ଟୋସାଟ-3 ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ଵ କ୍ଷୁଦ୍ର ଉପଗ୍ରହକୁ ପିଏସଏଲଭି-ଭି-ସି-47 ମହାକାଶଯାନ ଜରିଆରେ ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହକାଶ ଗବେଷଣା ସଂଗଠନ (ଇସ୍ରୋ)ର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ

ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ

May 05th, 06:38 pm

ଦକ୍ଷିଣ ଏସୀୟ ଉପଗ୍ରହ ଆମକୁ ଏହି ବାର୍ତ୍ତା ଦେଉଛି ଯେ ସମଭାବାପନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ସହଯୋଗ ଆକାଶ ଭଳି ଅସିମୀତ ହେବା ଉଚିତ । ସବକା ସାଥ ସବକା ବିକାଶ, ଦକ୍ଷିଣ ଏସିଆରେ କାର୍ଯ୍ୟ ଏବଂ ସହଯୋଗ ବୃଦ୍ଧି କରିବାରେ ମାର୍ଗଦର୍ଶନ କରିବ । ଏବଂ ଆମ ଲୋକମାନଙ୍କ ଅର୍ଥନୈତିକ ସମୃଦ୍ଧି ହାସଲ କରିବା ଲାଗି ଆମର ପ୍ରମୁଖ ଲକ୍ଷ୍ୟ ସାଧିତ ହୋଇପାରିବ । ଏବଂ ଏହା ଭିତରେ ଆପଣମାନେ ଏକ ସୁଦୃଢ ତଥା ସମର୍ପିତ୍ତ ସହଯୋଗୀ ଭାବେ ଭାରତକୁ ପାଇପାରିବେ ଯାହା ବାସ୍ତବରେ ସେହି ସଂକଳ୍ପ ଓ ସିଦ୍ଧାନ୍ତରେ ବିଶ୍ଵାସ କରିଥାଏ ।

ଦକ୍ଷିଣ ଏସିଆ ସାଟେଲାଇଟ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟଙ୍କ ସହ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ମନ୍ତବ୍ୟ

May 05th, 04:02 pm

ଆଜି ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆରେ ଆମର ଭାଇ ଓ ଭଉଣୀମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । ଏହି ପ୍ରକ୍ଷେପଣ ସହ ସବୁଠୁ ଉନ୍ନତ ମାନର ଭାଗିଦାରୀତାର ଯାତ୍ରା ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ଉପଗ୍ରହ SCSAT-1 ର ସଫଳ ପ୍ରକ୍ଷେପଣ ପାଇଁ ଇସ୍ରୋକୁ ଜଣାଇଲେ ଅଭିନନ୍ଦନ

September 26th, 11:15 am

PM Narendra Modi congratulated ISRO and its scientists on successful launch of PSLV-35 and advanced weather satellite SCSAT-1 and 7 other co-passenger satellites. The PM tweeted, “Our space scientists keep scripting history. Their innovative zeal has touched the lives of 125 crore Indians & made India proud worldwide.”