ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କଲେ ପ୍ରଧାନମନ୍ତ୍ରୀ
April 01st, 09:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ନମନ କରିଛନ୍ତି ।ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିଭକୁମାର ସ୍ୱାମୀଗାଲୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
April 01st, 11:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିଭକୁମାର ସ୍ୱାମୀଗାଲୁଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।PM pays tributes to Dr. Sree Sree Sree Sivakumara Swamigalu on his Jayanti
April 01st, 11:09 am
The Prime Minister, Shri Narendra Modi has paid tributes to His Holiness Dr. Sree Sree Sree Sivakumara Swamigalu on his Jayanti.ଶ୍ରୀ ସିଦ୍ଧଗଙ୍ଗା ମଠରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 02nd, 02:31 pm
ପୂଜନୀୟ ଶ୍ରୀ ସିଦ୍ଧଲିଙ୍ଗେଶ୍ୱରା ସ୍ୱାମୀ ମହାଶୟ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି. ଏସ୍. ୟେଦ୍ୟୁରପ୍ପା ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ମହାଶୟ, ଶ୍ରୀ ପ୍ରହଲ୍ଲାଦ ଯୋଶୀ ମହାଶୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ଆଦରଣୀୟ ସନ୍ଥ ସମାଜ, ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ନମସ୍କାର । ତୁମକୁରରେ ଡକ୍ଟର ଶିବ କୁମାର ସ୍ୱାମୀ ମହାଶୟଙ୍କ ଧରଣୀ, ସିଦ୍ଧଗଙ୍ଗା ମଠକୁ ଆସି ମୋତେ ବହୁତ ଆନନ୍ଦ ଅନୁଭବ ହେଉଛି । ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ନବବର୍ଷର ଶୁଭକାମନା।ଶ୍ରୀ ସିଦ୍ଧଗଙ୍ଗା ମଠ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
January 02nd, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାକଟର ତୁମକୁରସ୍ଥିତ ଶ୍ରୀ ସିଦ୍ଧଗଙ୍ଗା ମଠ ପରିଦର୍ଶନ କରିବା ସହିତ ସେଠାରେ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ସ୍ମାରକୀ ସଂଗ୍ରହାଳୟ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି ।Prime Minister expresses sadness on demise of Dr. Sree Sree Sree Sivakumara Swamigalu
January 21st, 06:20 pm
PM Narendra Modi expressed sadness on demise of His Holiness Dr. Sree Sree Sree Sivakumara Swamigalu. The Prime Minister said, “His Holiness Dr. Sree Sree Sree Sivakumara Swamigalu lived for the people, especially the poor and vulnerable. He devoted himself towards alleviating ills like poverty, hunger and social injustice. Prayers and solidarity with his countless devotees spread all across the world.”