ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
June 26th, 02:38 pm
ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
June 26th, 02:35 pm
ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ନୂତନ ଭାବେ ନିର୍ବାଚିତ ବାଚସ୍ପତିଙ୍କ ଅନ୍ତର୍ଦୃଷ୍ଟି ଓ ଅଭିଜ୍ଞତା ଯୋଗୁ ଗୃହକୁ ବୃହତ ଫାଇଦା ମିଳିପାରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।Parliament is not just walls but is the center of aspiration of 140 crore citizens: PM Modi in Lok Sabha
June 26th, 11:30 am
PM Modi addressed the Lok Sabha after the House elected Shri Om Birla as the Speaker of the House. Noting the significance of Shri Birla taking over second time during the Amrit Kaal, the Prime Minister expressed the hope that his experience of five years and the members’ experience with him will enable the re-elected Speaker to guide the house in these important times.ବାଚସ୍ପତି ନିର୍ବାଚିତ ହେବା ପରେ ଲୋକସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 26th, 11:26 am
ଗୃହର ବାଚସ୍ପତି ଭାବେ ଶ୍ରୀ ଓମ୍ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକସଭାକୁ ସମ୍ବୋଧିତ କରିଛନ୍ତି ।ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
December 04th, 11:56 am
ଥଣ୍ଡା ଆସିବାରେ ବିଳମ୍ବ ହେଉଛି ଏବଂ ବହୁତ ଧୀରେ ଧୀରେ ଆସୁଛି, କିନ୍ତୁ ରାଜନୈତିକ ଉତ୍ତାପ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତକାଲି ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଛି, ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ।ଅକ୍ଟୋବର ୧୩ ତାରିଖରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
October 12th, 11:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩, ୨୦୨୩ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଯଶୋଭୂମିଠାରେ ନବମ ଜି-୨୦ ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି୨୦)କୁ ଉଦଘାଟନ କରିବେ । ଭାରତର ଜି-୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚା ରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି ।The strength of our Constitution helps us in the time of difficulties: PM Modi
November 26th, 12:52 pm
PM Narendra Modi addressed the concluding session of 80th All India Presiding Officers Conference at Kevadia, Gujarat. The Prime Minister said that the strength of our Constitution helps us in the time of difficulties. The resilience of Indian electoral system and reaction to the Corona pandemic has proved this.80ତମ ଅଖିଳ ଭାରତୀୟ ଅଧିଷ୍ଠାତା (ପ୍ରିଜାଇଡିଂ ଅଫିସର) ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 26th, 12:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ 80ତମ ଅଖିଳ ଭାରତୀୟ ଅଧିଷ୍ଠାତା (ପ୍ରିଜାଇଡିଂ ଅଫିସର) ସମ୍ମିଳନୀର ଅନ୍ତିମ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉଦ୍ବୋଧନ ହେଇଥିଲେ ।ନାଗାଲାଣ୍ଡ ବିଧାନସଭା ବାଚସ୍ପତି ଇଂ ବିଖୋ-ଓ-ୟହୋଶୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
December 31st, 03:06 pm
ନାଗାଲାଣ୍ଡ ବିଧାନସଭା ବାଚସ୍ପତି ଇଂ ବିଖୋ-ଓ-ୟହୋଶୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଭାଷଣ
June 19th, 11:49 am
ଆଦରଣୀୟ ଅଧ୍ୟକ୍ଷ ମହୋଦୟ ଜୀ, ଏହି ସଦନର ସମସ୍ତ ସଦସ୍ୟମାନଙ୍କ ପାଇଁ ଏହା ଅତ୍ୟନ୍ତ ଆନନ୍ଦ ଓ ଗର୍ବର ସମୟ । ଆପଣଙ୍କୁ ଏହି ପଦରେ ଆସୀନ ହେବାର ଦେଖି । ଏହି ସଦନରେ ସମସ୍ତ ପୁରୁଣା ସଦସ୍ୟ ଆପଣଙ୍କ ସହିତ ଭଲ ଭାବେ ପରିଚିତ । ବିଧାୟକ ଭାବରେ ମଧ୍ୟ ରାଜସ୍ଥାନରେ ଆପଣ ସକ୍ରିୟ ଭୂମିକା ନିର୍ବାହ କରିଛନ୍ତି, ଏଥିରେ ମଧ୍ୟ ରାଜନୈତିକ ଜୀବନ ସହିତ ଜଡିତ ଲୋକ ପରିଚିତ ।ଲୋକସଭା ବାଚସ୍ପତି ଭାବେ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
June 19th, 11:48 am
ସଦନର ଉଚ୍ଚତମ ପରମ୍ପରା ଅନୁଯାୟୀ ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାକୁ ବାଚସ୍ପତି ଭାବେ ଶ୍ରୀ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।"ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ଉଠାଯାଇଥିବା ପ୍ରସଙ୍ଗ ବହୁତ ପ୍ରାସଙ୍ଗିକ :ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ "
May 26th, 05:17 pm
ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦୁଇଟି ପୁସ୍ତକ ଉନ୍ମୋଚନ କରିବା ପରେ କହିଲେ ଯେ,ମନ କି ବାତ ଦୁଇପକ୍ଷ କଥାବାର୍ତ୍ତାର ମାଧ୍ୟମ ହୋଇଯାଇଛି ଏବଂ ବହୁତ ଲୋକପ୍ରିୟ ହାସଲ କରିଛି । ପୁସ୍ତକର ପ୍ରମୁଖ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରି ବାଚସ୍ପତି କହିଲେ ,''ମନ କି ବାତରେ ଉଠାଯାଇଥିବା ପ୍ରସଙ୍ଗ ବହୁତ ପ୍ରାସଙ୍ଗିକ ଯାହା ବ୍ୟାପକ ଭାବେ ସଂଯୋଗ କରିପାରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଡିଜିଟାଲ ନିର୍ମାଣ ପ୍ରତି ପ୍ରୋତ୍ସାହନ ଅତି ପ୍ରଶଂସନୀୟ ।President receives first copies of two books on PM Narendra Modi
May 26th, 12:04 pm
Lok Sabha Speaker, Smt. Sumitra Mahajan released two books on PM Narendra Modi and handed over the first copies to President, Shri Pranab Mukherjee. The first book, ‘Mann Ki Baat: A Social Revolution on Radio’, highlights PM Modi’s effective use of radio as a medium to connect with common citizens. The second book, ‘Marching With A Billion Dreams’ focuses on PM Narendra Modi’s way of governance.The Speaker, Gujarat Legislative Assembly, Shri Ganpatsinh Vasava call on PM
January 01st, 07:56 pm
The Speaker, Gujarat Legislative Assembly, Shri Ganpatsinh Vasava call on PMPM’s welcome speech on election of Sumitra Mahajan as Speaker of Lok Sabha
June 06th, 03:51 pm
PM’s welcome speech on election of Sumitra Mahajan as Speaker of Lok SabhaPM congratulates Smt. Sumitra Mahajan on being elected as Lok Sabha Speaker
June 06th, 02:07 pm
PM congratulates Smt. Sumitra Mahajan on being elected as Lok Sabha Speaker