ସ୍ପେନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-ସ୍ପେନ୍ ମିଳିତ ବିବୃତି (ଅକ୍ଟୋବର ୨୮-୨୯, ୨୦୨୪)
October 28th, 06:32 pm
ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ରୂପ ଦେଇଛି ଏବଂ ଏହାକୁ ନୂତନ ଗତି ପ୍ରଦାନ କରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ପାଇଁ ମଞ୍ଚ ସ୍ଥାପନ କରିଛି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ପେନ ଗସ୍ତ ପର ଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦ୍ୱିପାକ୍ଷିକ ଏଜେଣ୍ଡାକୁ ଆହୁରି ଉନ୍ନତ କରିବା ସହ ରାଜନୈତିକ, ଅର୍ଥନୈତିକ, ନିରାପତ୍ତା, ପ୍ରତିରକ୍ଷା, ଜନସାଧାରଣଙ୍କ ମଧ୍ୟରେ ଏବଂ ସାଂସ୍କୃତିକ ସହଯୋଗର ସମସ୍ତ ଦିଗରେ ସହଯୋଗ ସ୍ଥାପନ କରିବାକୁ ଉଭୟ ନେତା ସେମାନଙ୍କ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି।ନିସ୍କର୍ଷ ସୂଚୀ : ସ୍ପେନ୍ର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ଙ୍କ ଭାରତ ଗସ୍ତ (୨୮-୨୯ ଅକ୍ଟୋବର ୨୦୨୪)
October 28th, 06:30 pm
ଭଦୋଦରାରେ ସି୨୯୫ ବିମାନର ଫାଇନାଲ୍ ଆସେମ୍ବଲି ଲାଇନ୍ ପ୍ଲାଣ୍ଟର ମିଳିତ ଉଦ୍ଘାଟନ, ଯାହା ଏୟାରବସ୍ ସ୍ପେନ୍ ସହଯୋଗରେ ଟାଟା ଆଡ୍ଭାନ୍ସ ସିଷ୍ଟମ୍ ଦ୍ୱାରା ନିର୍ମିତ।The BJP government in Gujarat has prioritised water from the very beginning: PM Modi in Amreli
October 28th, 04:00 pm
PM Modi laid the foundation stone and inaugurated various development projects worth over Rs 4,900 crores in Amreli, Gujarat. The Prime Minister highlighted Gujarat's remarkable progress over the past two decades in ensuring water reaches every household and farm, setting an example for the entire nation. He said that the state's continuous efforts to provide water to every corner are ongoing and today's projects will further benefit millions of people in the region.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଗୁଜରାଟର ଅମରେଲିଠାରେ ୪,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ
October 28th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅମରେଲିଠାରେ ୪ ହଜାର ୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳବାଇ, ସଡ଼କ, ଜଳ ବିକାଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଆଦି ଜିଲ୍ଳାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ।ସ୍ପେନର ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ ହୋଇଥିବା ପେଡ୍ରୋ ସାନଚେଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 17th, 06:57 pm
ସ୍ପେନର ପ୍ରଧାନମନ୍ତ୍ରୀ ଭାବେ ପୁନଃନିର୍ବାଚିତ ହୋଇଥିବା ପେଡ୍ରୋ ସାନଚେଜଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ସ୍ପେନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ
February 15th, 08:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ସ୍ପେନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।ପ୍ରଧାନମନ୍ତ୍ରୀ ରୋମରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅବସରରେ ସ୍ପେନର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି
October 31st, 06:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ପେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାନେଜଙ୍କୁ ରୋମରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀ ଅବସରରେ ଅକ୍ଟୋବର ୩୧, ୨୦୨୧ ରେ ସାକ୍ଷାତ କରିଛନ୍ତି ।"ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବୈଠକ "
December 01st, 07:56 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ସମ୍ମିଳନୀ ଅବସରରେ ଅନେକ ବିଶ୍ୱ ନେତାମାନଙ୍କ ସହିତ ଫଳପ୍ରଦ ଆଲୋଚନା କରିଛନ୍ତି ।Prime Minister Modi meets King Felipe VI of Spain
May 31st, 03:29 pm
PM Narendra Modi today met King Felipe VI of Spain at Palacio de la Zarzuela.Press statement by PM during his visit to Spain
May 31st, 12:24 pm
Prime Minister Narendra Modi said that India was committed to enhance bilateral ties with Spain. He said that both countries could collaborate in host of sectors and contribute to each other's economic growth and development. The PM also called for stepping up cooperation to tackle the menace of terrorism.ମାଦ୍ରିଦରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାରିଆନୋ ରାଜୟଙ୍କ ମଧ୍ୟରେ ଆଲୋଚନା ଭାରତ-ସ୍ପେନ ମଧ୍ୟରେ 7 ରାଜିନାମା
May 31st, 12:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀ ମାଦ୍ରିଦଠାରେ ସ୍ପେନର ରାଷ୍ଟ୍ରପତି ମାରିଆନୋ ରାଜୟଙ୍କ ସହ ଦ୍ଵିପାଖିକ ଆଲୋଚନା କରିଛନ୍ତି । ଆଲୋଚନା କାଳରେ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ଆଗକୁ ବଢାଇବା କ୍ଷେତ୍ରରେ ଆଜିର ଆଲୋଚନା ବେଶ ଲାଭଦାୟକ ହେବ । ବର୍ତ୍ତମାନର ଆନ୍ତଃସଂଯୋଗ ଓ ପରସ୍ପର ନିର୍ଭରଶୀଳ ବିଶ୍ଵରେ ଭାରତ ଓ ସ୍ପେନ ଦୁହେଁ ଦୁହିଁଙ୍କ ସ୍ଵାର୍ଥ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ।Prime Minister Modi arrives in Madrid, Spain
May 30th, 11:07 pm
PM Narendra Modi arrived in Madrid, Spain for the second leg of his four-nation tour. Prime Minister Modi was received by Foreign Minister of Spain, Mr. Alfonso Dastis at the airport.ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
May 28th, 04:46 pm
ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୂର୍ଣ୍ଣ ବିବୃତି ନିମ୍ନରେ ଦିଆଗଲା “ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାର ଆଲୋଚନା (ଆଇଜିସି) କାର୍ଯ୍ୟକ୍ରମ ଲାଗି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ନିମନ୍ତ୍ରଣ କ୍ରମେ ମେ’ 29ରୁ 30 ତାରିଖ ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଯିବି । ଭାରତ ଓ ଜର୍ମାନୀ ବୃହତ ଗଣତନ୍ତ୍ର, ପ୍ରମୁଖ ଅର୍ଥବ୍ୟବସ୍ଥା ଏବଂ ଆଂଚଳିକ ତଥା ଜାଗତିକ ବ୍ୟାପାରରେ ମହତ୍ୱପୂର୍ଣ୍ଣ ରାଷ୍ଟ୍ର । ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ଉନ୍ମୁକ୍ତ, ସମାବେଶୀ ତଥା ନିୟମ ଆଧାରିତ ପ୍ରତିବଦ୍ଧତା ଉପରେ ଆମର ରଣନୈତିକ ଭାଗିଦାରୀ ଆଧାରିତ । ଆମର ବିକାଶ କାର୍ଯ୍ୟକ୍ରମରେ ଜର୍ମାନୀ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏବଂ ଭାରତର ରୂପାନ୍ତରଣ ଲାଗି ମୋର ଲକ୍ଷ୍ୟ ସହିତ ଜର୍ମାନୀର ଦକ୍ଷତା ମେଳ ଖାଉଛି ।PM's bilateral engagements on the sidelines of G20 Summit - November 16th, 2015
November 16th, 06:41 pm
Foreign Minister of Spain calls on PM
April 27th, 06:45 pm
Foreign Minister of Spain calls on PM