୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 06th, 11:30 am

ନମସ୍କାର, ଦେଶର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, କାର୍ଯ୍ୟକ୍ରମରେ ଦେଶର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟଗଣ, ବିଭିନ୍ନ ରାଜ୍ୟମାନଙ୍କର ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରୀଗଣ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଅନ୍ୟ ସମସ୍ତ ମହାନୁଭବ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ସମଗ୍ର ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

August 06th, 11:05 am

ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨୪,୪୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପୁନଃ ବିକାଶ ହେବାକୁ ଥିବା ଏହି ୫୦୮ ଷ୍ଟେସନ ୨୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି, ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ୫୫ଟି କରି, ବିହାରରେ ୪୯, ମହାରାଷ୍ଟ୍ରରେ ୪୪, ପଶ୍ଚିମବଙ୍ଗରେ ୩୭, ମଧ୍ୟପ୍ରଦେଶରେ ୩୪, ଅ।ସାମରେ ୩୨, ଓଡିଶାରେ ୨୫, ପଞ୍ଜାବରେ ୨୨, ଗୁଜୁରାଟ ଏବଂ ତେଲେଙ୍ଗାନାରେ ୨୧ଟି କରି, ଝାଡଡଖଣ୍ଡରେ ୨୦, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ୧୮ଟି କରି, ହରିୟାଣାରେ ୧୫, କର୍ଣ୍ଣାଟକରେ ୧୩ ଟି ରହିଛି ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ ଅବସରରେ ୟୁନ ସୁକ-ୟୋଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

May 10th, 12:52 pm

ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମହାମହିମ ୟୁନ ସୁକ-ୟୋଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି ।

କୋରିଆର ନିର୍ବାଚିତ ରାଷ୍ଟ୍ରପତି ମାନ୍ୟବର ୟୋନ୍ ସୁକ୍-ୟୋଲଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନରେ କଥା ହୋଇଛନ୍ତି ।

March 17th, 02:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆର ନିର୍ବାଚିତ ରାଷ୍ଟ୍ରପତି ମାନ୍ୟବର ୟୋନ୍ ସୁକ୍-ୟୋଲଙ୍କ ସହ ଫୋନରେ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ ଫେବୃୟାରୀ ୧୧ ତାରିଖରେ ୱାନ ଓସିଏନ ସମ୍ମିଳନୀର ଉଚ୍ଚ ସ୍ତରୀୟ ବିଭାଗରେ ଅଂଶଗ୍ରହଣ କରିବେ

February 10th, 07:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଫେବୃଆରୀ ୧୧ ତାରିଖ ଦିନ ଅପରାହ୍ନ ୨ଟା ୩୦ରେ ୱାନ ଓସିଏନ ସମ୍ମିଳନୀର ଉଚ୍ଚ ସ୍ତରୀୟ ବିଭାଗକୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀର ଉଚ୍ଚ ସ୍ତରୀୟ ବିଭାଗରେ ଜର୍ମାନୀ, ଇଂଲଣ୍ଡ, ଦକ୍ଷିଣ କୋରିଆ, ଜାପାନ, କାନାଡା ସମେତ ଅନେକ ରାଷ୍ଟ ମୁଖ୍ୟ ଏବଂ ସରକାର ମଧ୍ୟ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମହାମାନ୍ୟ ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

October 21st, 03:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମୁନ ଜେ-ଇନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।

PM Greets President & People of Republic of Korea on the 70th Anniversary of the Outbreak of the Korean War

June 25th, 07:04 pm

On the occasion of the 70th Anniversary of the outbreak of the Korean War in 1950, Prime Minister of India Shri Narendra Modi paid rich tribute to the bravehearts who sacrificed their lives in the pursuit of peace on the Korean Peninsula.

ପ୍ରଧାନମନ୍ତ୍ରୀଙ୍କୁ ବିଶ୍ଵ ନେତୃବୃନ୍ଦଙ୍କ ଶୁଭେଛା ବାର୍ତ୍ତା

June 04th, 06:52 pm

ଭାରତରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତିମାନେ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଜ୍ଞାପନ କରିଥିବା ରାଷ୍ଟ୍ରମାନେ ହେଲେ କୋରିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ମୁନ ଜେ ଇନ, ଜିମ୍ବାୱେ ରାଷ୍ଟ୍ରପତି ମହାମହିମ ମିଃ. ଇ.ଡି ମନନଗାଗୱା ଏବଂ ମୋଜାମ୍ବିକ ରାଷ୍ଟ୍ରପତି ମହାମହିମ ମିଃ. ଫିଲିପ ଜାସିଂଟୋ ନ୍ୟୁସି ।

ସିଓଲ ଶାନ୍ତି ପୁରସ୍କାର ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

February 22nd, 10:55 am

ସିଓଲ ଶାନ୍ତି ପୁରସ୍କାର ପାଇ ମୁଁ ନିଜକୁ ଗଭୀର ଭାବେ ଗୌରବାନ୍ୱିତ ମନେ କରୁଛି । ମୋର ବିଶ୍ୱାସ ଯେ ଏହି ପୁରସ୍କାର ବ୍ୟକ୍ତିଗତ ଭାବେ କେବଳ ମୋର ନୁହେଁ, ବରଂ ଭାରତର ଜନସାଧାରଣଙ୍କର । ଏହି ପୁରସ୍କାରର ଶ୍ରେୟ 130 କୋଟି ଭାରତୀୟଙ୍କ ଶକ୍ତି ଏବଂ ଦକ୍ଷତା ଦ୍ୱାରା ଶକ୍ତିଶାଳୀ ହୋଇ ଗତ ପାଞ୍ଚବର୍ଷରୁ କମ ସମୟ ମଧ୍ୟରେ ଭାରତ ହାସଲ କରିଥିବା ଉପଲବ୍ଧିକୁ ଯାଉଛି ଏବଂ ତେଣୁ, ସେମାନଙ୍କ ପକ୍ଷରୁ, ମୁଁ ଉଦାରତାର ସହ ଏହି ପୁରସ୍କାର ଗ୍ରହଣ କରୁଛି ଏବଂ ମୋର କୃତଜ୍ଞତା ବ୍ୟକ୍ତ କରୁଛି ।

କୋରିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

February 22nd, 08:42 am

କୋରିଆ ଆସିବା ପାଇଁ ନିମନ୍ତ୍ରଣ କରିଥିବାରୁ ଏବଂ ବହୁ ଆଡମ୍ବର ସହ ସ୍ୱାଗତ କରିଥିବାରୁ ମୁଁ ରାଷ୍ଟ୍ରପତି ମୁନଙ୍କୁ ହୃଦୟରୁ ଜ୍ଞୃତଜ୍ଞତା ଜଣାଉଛି । ମୁଁ ପୂର୍ବରୁ ମଧ୍ୟ ଅନେକ ବାର କହିଛି ଏବଂ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇନଥିଲି, ସେତେବେଳେ ମୁଁ ଭାବୁଥିଲି ଯେ ଭାରତର ବିକାଶ ପାଇଁ, କୋରିଆର ମଡେଲ ବୋଧହୁଏ ସବୁଠାରୁ ଅଧିକ ଅନୁକରଣୀୟ । କୋରିଆର ପ୍ରଗତି ଭାରତ ପାଇଁ ପ୍ରେରଣାର ଉତ୍ସ ଏବଂ ଏଥିପାଇଁ, କୋରିଆ ଯାତ୍ରା କରିବା ମୋ ପାଇଁ ସର୍ବଦା ଖୁସିର ବିଷୟ ।

ଦକ୍ଷିଣ କୋରିଆରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 21st, 06:01 pm

କୋରିଆରେ ବସବାସ କରୁଥିବା ଭାରତୀୟ ଭାଇ ଓ ଭଉଣୀମାନେ, ପୁଣିଥରେ ଆପଣମାନଙ୍କୁ ନମସ୍କାର । ବହୁ ଆଡମ୍ବର ସହିତ ମୋତେ ସ୍ୱାଗତ କରୁଥିବାରୁ ମୁଁ ଆପଣମାନଙ୍କ ପ୍ରତି କୃତଜ୍ଞତା ଜଣାଉଛି ।

କୋରିଆରେ ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

February 21st, 06:00 pm

ସେ କହିଲେ ଯେ ଭାରତ ଏବଂ କୋରିଆ ମଧ୍ୟରେ ସମ୍ପର୍କ କେବଳ ବ୍ୟବସାୟିକ ସମ୍ପର୍କ ଆଧାରରେ ପ୍ରତିଷ୍ଠିତ ନୁହେଁ । ସେ କହିଲେ ଯେ ଉଭୟ ଦେଶ ମଧ୍ୟରେ ସମ୍ପର୍କର ମୁଖ୍ୟ ଆଧାର ହେଉଛି ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ । ପ୍ରଧାନମନ୍ତ୍ରୀ ଭାରତ ଏବଂ କୋରିଆ ମଧ୍ୟରେ ବର୍ଷ ବର୍ଷ ଧରି ରହିଥିବା ସମ୍ପର୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଏବଂ ରାଣୀ ସୂର୍ଯ୍ୟରତ୍ନାଙ୍କ ସମ୍ବନ୍ଧରେ ସ୍ମରଣ କରିଥିଲେ ଯିଏକି ଅଯୋଧ୍ୟାରୁ ହଜାର ହଜାର କିଲୋମିଟର ଦୂର ଯାତ୍ରା କରି କୋରିଆ ରାଜାଙ୍କୁ ବିବାହ କରିଥିଲେ ।

ସିଓଲ ୟୋନସେଇ ବିଶ୍ୱବିଦ୍ୟାଳୟଠାରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

February 21st, 01:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଓଲର ୟୋନସେଇ ବିଶ୍ୱବିଦ୍ୟାଳୟଠାରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି ।

କୋରିଆ ଗଣରାଜ୍ୟରେ ‘ଭାରତ- ଆରଓକେ ବାଣିଜ୍ୟ ସମ୍ମିଳନୀ’ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 21st, 10:55 am

ସମସ୍ତଙ୍କୁ ଶୁଭ ଅପରାହ୍ନ, ସିଓଲଠାରେ ଆପଣମାନଙ୍କ ସହ ସାକ୍ଷାତ କରି ମୁଁ ଅତ୍ୟନ୍ତ ଖୁସି । 12 ମାସ ମଧ୍ୟରେ କୋରିଆର ଉଦ୍ୟୋଗ ନେତୃତ୍ୱଙ୍କ ସହ ଏହା ମୋର ତୃତୀୟ ସାକ୍ଷାତକାର । ଏହା କିଛି ଲକ୍ଷ୍ୟ ନେଇ କରାଯାଇଛି । ମୁଁ ଅଧିକରୁ ଅଧିକ କୋରିଆର ବ୍ୟବସାୟକୁ ଭାରତକୁ ଆକର୍ଷିତ ହେବାର ଦେଖିବାକୁ ଚାହୁଁଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମଧ୍ୟ ମୁଁ କୋରିଆ ଗସ୍ତ କରିଥିଲି । କୋରିଆ ସେତେବେଳେ ଏବଂ ଏବେ ମଧ୍ୟ ମୋ ପାଇଁ ଆର୍ଥିକ ବିକାଶର ଏକ ଆଦର୍ଶ ।

Prime Minister Modi arrives in Seoul, Republic of Korea

February 21st, 08:26 am

PM Narendra Modi landed in Seoul, marking the start of his visit to the Republic of Korea. He will be participating in various programmes during the visit, aimed at boosting trade and cultural ties with the Republic of Korea.

କୋରିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି

February 20th, 02:30 pm

ରାଷ୍ଟ୍ରପତି ମୁନ ଜେ ଇନଙ୍କ ନିମନ୍ତ୍ରଣରେ ମୁଁ କୋରିଆ ସାଧାରଣତନ୍ତ୍ର ଗସ୍ତ କରୁଛି । କୋରିଆକୁ ଏହା ମୋର ଦ୍ୱିତୀୟ ଗସ୍ତ ଏବଂ ରାଷ୍ଟ୍ରପତି ମୁନଙ୍କ ସହିତ ଏହା ମୋର ଦ୍ୱିତୀୟ ଶିଖର ସମ୍ମିଳନୀ ।

କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 05th, 05:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳା ମହାମହିମ ଶ୍ରୀମତୀ କିମ ଜଙ୍ଗ-ସୁକଙ୍କୁ ସାକ୍ଷାତ କରିଛନ୍ତି ।

କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-କୋରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣା / ଦସ୍ତାବିଜର ତାଲିକା

July 10th, 02:46 pm

କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-କୋରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣା / ଦସ୍ତାବିଜର ତାଲିକା

ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମିଳିତ ପ୍ରେସ ବିବୃତି

July 10th, 02:30 pm

ପ୍ରାୟ ଏକ ବର୍ଷ ପୂର୍ବେ ମୋର ପ୍ରଥମ ଥର ପାଇଁ ରାଷ୍ଟ୍ରପତି ମୁନଙ୍କ ସହିତ ହମବର୍ଗରେ ଜି-20 ଶିଖର ସମ୍ମିଳନୀରେ ସାକ୍ଷାତ ହୋଇଥିଲା । ସେତେବେଳେ ମୁଁ ତାଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲି । ଆଜି ସଂପୂର୍ଣ୍ଣ ବିଶ୍ୱ କୋରିଆ ଉପଦ୍ୱୀପରେ ହେଉଥିବା ବିଭିନ୍ନ ଘଟଣାକ୍ରମକୁ ଅତି ଆଗ୍ରହର ସହ ଦେଖୁଛି । ଏଭଳି ସ୍ଥିତିରେ ସେ ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ଭାରତ ଯାତ୍ରା ପାଇଁ ସମୟ ବାହାର କରିଛନ୍ତି । ଏବଂ ସେଥିପାଇଁ ମୁଁ ତାଙ୍କୁ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

July 09th, 09:40 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମିଷ୍ଟର ମୁନ୍ ଜେ-ଇନ୍ ଆଜି ନୂଆଦିଲ୍ଲୀଠାରେ ଗାନ୍ଧୀ ସ୍ମୃତି ଭବନରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।