ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଘୋଷଣାନାମା/ଚୁକ୍ତି ତାଲିକା
October 29th, 06:46 pm
ଘୋଷଣାନାମା : 29 ଅକ୍ଟୋବର 2018ରେ ଅନୁମୋଦନର ସାଧନ ଦାଖଲ କରି ଜାପାନ ଅନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ହେବା ଲାଗି ଘୋଷଣା କରିଛି । ବର୍ତ୍ତମାନ ସୁଦ୍ଧା 70ଟି ଦେଶ ଅନ୍ତର୍ଜାତୀୟ ସୌର ମେଣ୍ଟ ବ୍ୟବସ୍ଥା ଚୁକ୍ତି (ଆଇଏସଏଏଫଏ)ରେ ସ୍ୱାକ୍ଷର କରିଛନ୍ତି ଏବଂ 47ଟି ଦେଶ ଏହାକୁ ଅନୁମୋଦନ କରିଛନ୍ତି । ଆଇଏସଏଏଫଏ ସ୍ୱାକ୍ଷର କରିବାରେ 71ତମ ଏବଂ ଏହାକୁ ଅନୁମୋଦନ କରିବାରେ 48ତମ ରାଷ୍ଟ୍ର ହୋଇଛି ଜାପାନ ।ଜାପାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 29th, 03:45 pm
ଏଠାରେ ଟୋକିଓରେ ଏବଂ ଏଥିପୂର୍ବରୁ ୟାମାନାଶୀରେ ଏବଂ ନିଜ ଘରେ ଯେଉଁ ଆତ୍ମୀୟତାର ସହିତ ପ୍ରଧାନମନ୍ତ୍ରୀ ଆବେ ମୋର ସ୍ୱାଗତ କଲେ, ତାହା ମୋର ଏହି ଜାପାନ ଗସ୍ତର ସଫଳତାକୁ ଆହୁରି ଅବିସ୍ମରଣୀୟ କରିଦେଇଛି ।Solar Alliance to ensure that the world gets more energy and there is also a focus on innovation: PM Modi
January 25th, 08:05 pm
PM, French President travel to Gurgaon by metro, for the foundation stone laying ceremony of International Solar Alliance Headquarters
January 25th, 04:50 pm