Maharashtra needs a Mahayuti government with clear intentions and a spirit of service: PM Modi in Solapur

November 12th, 05:22 pm

PM Modi addressed a public gathering in Solapur, Maharashtra, highlighting BJP’s commitment to Maharashtra's heritage, middle-class empowerment, and development through initiatives that respect the state's legacy.

PM Modi addresses public meetings in Chimur, Solapur & Pune in Maharashtra

November 12th, 01:00 pm

Campaigning in Maharashtra has gained momentum, with PM Modi addressing multiple public meetings in Chimur, Solapur & Pune. Congratulating Maharashtra BJP on releasing an excellent Sankalp Patra, PM Modi said, “This manifesto includes a series of commitments for the welfare of our sisters, for farmers, for the youth, and for the development of Maharashtra. This Sankalp Patra will serve as a guarantee for Maharashtra's development over the next 5 years.

India should be modernized but it should be based on our fundamental values: PM Modi

September 29th, 12:45 pm

Prime Minister Narendra Modi laid the foundation stone, inaugurated and dedicated to the nation various projects in Maharashtra worth over Rs 11,200 crore. Addressing the occasion, PM Modi said, Today, Maharashtra needs big goals with new resolutions ”, emphasizing the need to make cities like Pune a center of progress and urban development. Talking about Pune’s progress and the pressure of the growing population, the Prime Minister said steps need to be taken now to augment development and capacity.

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 29th, 12:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ୨୯ ସେପ୍ଟେମ୍ବରରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିବେ ଏବଂ ରାଷ୍ଟ୍ରକୁ ସମର୍ପିତ କରିବେ

September 28th, 07:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ସେପ୍ଟେମ୍ବର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଆଭାସୀ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ରକୁ ସମର୍ପିତ କରିବେ ।

INDI-Agadhi plans to have five PMs in 5 years if elected: PM Modi in Solapur

April 29th, 08:57 pm

Prime Minister Narendra Modi today addressed a vibrant public meeting in Maharashtra’s Solapur. Speaking to a large audience, PM Modi said, “In this election, you will choose the guarantee of development for the next 5 years. On the other hand, there are those who plunged the country into the abyss of corruption, terrorism, and misrule before 2014. Despite their tainted history, the Congress is once again dreaming of seizing power in the country.”

PM Modi's electrifying campaign trails reach Maharashtra's Solapur, Satara and Pune

April 29th, 02:05 pm

Prime Minister Narendra Modi today addressed vibrant public meetings in Maharashtra’s Solapur, Satara and Pune. Speaking to a large audience, PM Modi said, “In this election, you will choose the guarantee of development for the next 5 years. On the other hand, there are those who plunged the country into the abyss of corruption, terrorism, and misrule before 2014. Despite their tainted history, the Congress is once again dreaming of seizing power in the country.”

ମହାରାଷ୍ଟ୍ରର ସୋଲାପୁରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 19th, 12:00 pm

ମୁଁ ପନ୍ଧରପୁରର ବିଠଲ ଏବଂ ସିଦ୍ଧେଶ୍ୱର ମହାରାଜଙ୍କୁ ପ୍ରଣାମ କରୁଛି । ଏହି ସମୟ ଆମ ସମସ୍ତଙ୍କ ପାଇଁ ଭକ୍ତିରେ ପରିପୂର୍ଣ୍ଣ । ଜାନୁଆରୀ ୨୨ ରେ ସେହି ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି ଯେତେବେଳେ ଆମ ଭଗବାନ ରାମ ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ ହେବାକୁ ଯାଉଛନ୍ତି । ଆମ ସମସ୍ତଙ୍କ ଆରାଧ୍ୟ ପ୍ରଭୁଙ୍କୁ ତମ୍ବୁରେ ଦେଖିବାର ଦଶନ୍ଧି ର ଯନ୍ତ୍ରଣା ଏବେ ଦୂର ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଗସ୍ତ ଅବସରରେ ବିଭନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

January 19th, 11:20 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରାର ସୋଲାପୁରରେ ଆଜି (୧୯.୦୧.୨୦୨୪) ପ୍ରାୟ ୨ହଜାର କୋଟି ଟଙ୍କା ବ୍ୟୟରେ ଆଠଟି ଅମୃତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମହାରାଷ୍ଟ୍ରରେ ପିଏମ୍‌ଏୱାଇ-ଅର୍ବାନ ଯୋଜନା ଅଧୀନରେ ନିର୍ମିତ ୯୦ହଜାରରୁ ଅଧିକ ଗୃହ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାଛଡା ସୋଲାପୁରଠାରେ ରାୟନଗର ଗୃହନିର୍ମାଣ ସମିତିର୧୫ହଜାର ଘର ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ହିତାଧିକାରୀମାନଙ୍କ ମଧ୍ୟରେ ଅଧିକାଂଶ ହସ୍ତତନ୍ତ କାରିଗର, ଜରି ଗୋଟାଳି, ବିଡି ଶ୍ରମିକ ଓ ଡ୍ରାଇଭର ଅଛନ୍ତି । କାର୍ଯ୍ୟକ୍ରମ କାଳରେ ସେ ମଧ୍ୟ ମହାରାଷ୍ଟ୍ରର ଦଶହଜାର ସ୍ୱନିଧି ଯୋଜନା ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ୱିତୀୟ କିସ୍ତି ବଣ୍ଟନ କରିଛନ୍ତି । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁୟାରୀ ୨୨ତାରିଖ ଦିନ ଅଯୋଧ୍ୟ।। ଧାମ ରାମମନ୍ଦିରେ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ସମଗ୍ର ଦେଶ ଏବେ ଭକ୍ତିଭାବରେ ମଜ୍ଜି ରହିଛି । ଯୁଗ ଯୁଗ ଧରି ଭଗବାନ ରାମଙ୍କ ଏକ ତମ୍ବୁରେ ଦର୍ଶନ ଅବକାଶ ଏବେ ଦୂର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସେ ଏଗାର ଦିନ ବ୍ୟାପୀ ବ୍ରତ ସମସ୍ତ ନୀତି ନିୟମ ଓ ମୁନି ଋଷିଙ୍କ ମାର୍ଗଦର୍ଶନ ଅନୁସାରେ କଡାକଡିଭାବେ ପାଳନ କରୁଛନ୍ତି । ସମସ୍ତ ନାଗରିକମାନଙ୍କ ଆଶୀର୍ବାଦ ସହ ପ୍ରାଣ ପ୍ରତିଷ୍ଠା ସମାପନ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାରାଷ୍ଟ୍ରସ୍ଥିତ ନାସିକର ପଞ୍ଚବଟୀରୁ ସେ ତାଙ୍କ ଏଗାର ଦିନ ବ୍ୟାପୀ ବ୍ରତ ପାଳନା ଆରମ୍ଭ କରିଥିଲେ । ଭକ୍ତିର ଏହି କ୍ଷଣରେ ମହାରାଷ୍ଟ୍ରର ଏକ ଲକ୍ଷରୁ ଅଧିକ ପରିବାର ସେମାନଙ୍କ ଗୃହ ପ୍ରବେଶ ସୁଯୋଗ ପାଇବେ । “ଏହା ଖୁବ୍ ଆନନ୍ଦର ବିଷୟ ଯେ ଏହି ଏକ ଲକ୍ଷ ପରିବାର ସେମାନଙ୍କ ପକ୍‌କା ଘରେ ୨୨ଜାନୁୟାରୀ ସନ୍ଧ୍ୟାରେ ରାମ ଜ୍ୟୋତି ପ୍ରଜ୍ଜଳନ କରିବେ ।” ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜନସାଧାରଣ ସେମାନଙ୍କ ମୋବାଇଲ ଆଲୋକ ଜଳାଇ ସେମାନଙ୍କ ରାମଜ୍ୟୋତି ସଂକଳ୍ପ ପ୍ରଦର୍ଶନ କରିଥିଲେ । ଆଜି ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ନିମନ୍ତେ ପ୍ରଧାନମନ୍ତ୍ରୀ ସେ ଅଂଚଳ ଓ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ମହାରାଷ୍ଟ୍ରର ଗୌରବ ବୃଦ୍ଧି ନିମନ୍ତେ ତାହା ଶ୍ରେୟ ସେ ମହାରାଷ୍ଟ୍ରବାସୀଙ୍କ କଠିନ ପରିଶ୍ରମ ଓ ପ୍ରଗତିଶୀଳ ରାଜ୍ୟ ସରକାରଙ୍କୁ ଦେଇଥିଲେ ।

ଜାନୁଆରୀ ୧୯ରେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 17th, 09:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୯ ରେ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ସୋଲାପୁରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଅପରାହ୍ନ ପ୍ରାୟ ୨ଟା ୪୫ ରେ ପ୍ରଧାନମନ୍ତ୍ରୀ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟରକୁ ଉଦଘାଟନ କରିବା ସହ କର୍ଣ୍ଣାଟକର ବେଙ୍ଗାଲୁରୁରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ ଟାରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ଚେନ୍ନାଇଠାରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୩ର ଉଦଘାଟନୀ ସମାରୋହରେ ଯୋଗଦେବେ ।

ସୋଲାପୁରଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କର ଉଦ୍ବୋଧନ

January 09th, 11:35 am

ମଞ୍ଚ ଉପରେ ବିରାଜମାନ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ଏଠାକାର ଉର୍ଜ୍ଜାବାନ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନୀତିନ ଗଡ଼କରୀ ମହାଶୟ, ସଂସଦରେ ମୋର ସମସ୍ତ ସାଥୀ, ମହାରାଷ୍ଟ୍ରର ମନ୍ତ୍ରୀ ଏବଂ ବିଧାୟକଗଣ ଆଉ ଏଠାକୁ ବିଶାଳ ସଂଖ୍ୟାରେ ଆସିଥିବା ଆପଣମାନେ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ସାଧାରଣ ବର୍ଗର ଗରିବଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ବିଲ ଐତିହାସିକ ପଦକ୍ଷେପ, ଗରିବଙ୍କ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ

January 09th, 11:31 am

ନାଗରିକତ୍ୱ ସଂଶୋଧନ ବିଲ ବିଷୟରେ ପ୍ରଧାନମନ୍ତ୍ରୀ ଆସାମ ଏବଂ ଉତ୍ତର ପୂର୍ବର ଲୋକମାନଙ୍କୁ ଆଶ୍ୱସ୍ତ ଦେଇଥିଲେ ଯେ ସେମାନଙ୍କ ଅଧିକାର ଏବଂ ସୁଯୋଗକୁ ସୁରକ୍ଷିତ ରଖାଯିବ । ସେ କହିଥିଲେ ଯେ ଏହି ବିଲ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ଭାରତ ମାତାର ପୁତ୍ର ଏବଂ କନ୍ୟାମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ମାର୍ଗକୁ ପ୍ରଶସ୍ତ କରୁଛି । ଇତିହାସର ଉତ୍ଥାନ ଏବଂ ପତନକୁ ଦେଖିବା ଆମର ଏହି ଭାଇ ଓ ଭଉଣୀମାନେ ଭାରତର ଏକ ଅଙ୍ଗ ହେବା ଲାଗି ଚାହୁଁଛନ୍ତି ।

ଲାପୁର, ମହାରାଷ୍ଟ୍ରରେ ସଡ଼କ ଯୋଗାଯୋଗ, ଗରିବଙ୍କୁ ବାସଗୃହ, ଜଳଯୋଗାଣ ଓ ସ୍ୱେରେଜ ବ୍ୟବସ୍ଥାର ହେବ ଉନ୍ନତି

January 08th, 05:21 pm

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସୋଲାପୁର ଗସ୍ତ କରିବେ । ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖିବେ ।