ଜି-୨ଠ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀମାନଙ୍କ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
July 21st, 09:06 am
ଆପଣଙ୍କ ସମ୍ମୁଖରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ଏବଂ ସାମାଜିକ କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ରୋଜଗାର ଉପରେ ଆଲୋଚନା କରୁଛି । ଆମେ ରୋଜଗାର କ୍ଷେତ୍ରରେ କିଛି ସବୁଠାରୁ ବଡ଼ ପରିବର୍ତ୍ତନର ସୀମାରେଖା ଉପରେ ଅଛୁ ଏବଂ ଆମକୁ ଏହି ନୂତନ ପରବର୍ତ୍ତନ ସହିତ ପହଞ୍ଚାଇବା ପାଇଁ ଉତ୍ତରଦାୟୀ ଏବଂ ପ୍ରଭାବୀ ରଣନୀତିଗୁଡ଼ିକ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତିର ଏହି ଯୁଗରେ ମୁଁ ପ୍ରଦୌଗିକ ରୋଜଗାରର ମୁଖ୍ୟ ସୂତ୍ରଧର ହୋଇଯାଇଛି ଏବଂ ଆଗକୁ ମଧ୍ୟ ରହିବି । ଏହା ସୌଭାଗ୍ୟର କଥା ଯେ ଏହି ବୈଠକ ଭାରତ ଭଳି ଦେଶରେ ଅନୁଷ୍ଠିତ ହେଉଛି, ଯାହା ନିକଟରେ ପୂର୍ବରୁ ହୋଇଥିବା ଏମିତି ପ୍ରଦୌଗିକ-ଆଧାରିତ ପରିବର୍ତ୍ତନ ହେଉଥିବା ସମୟରେ ବହୁ ସଂଖ୍ୟାରେ ପ୍ରଦୌଗିକ ସହିତ ଜଡ଼ିତ ରୋଜଗାର ସୃଜନର ଅନୁଭବ ରହିଛି ଏବଂ ଆପଣଙ୍କର ଆତିଥ୍ୟର ସହର ଇନ୍ଦୋର ଏମିତି ପରିବର୍ତ୍ତନର ନୂତନ ଲହରର ନେତୃତ୍ୱ ନେଇଥିବା ଅନେକ ଷ୍ଟାର୍ଟଅପର କେନ୍ଦ୍ର ଅଛି।ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଶ୍ରମ ନିଯୁକ୍ତି ମନ୍ତ୍ରୀ ବୈଠକରେ ଉଦ୍ବୋଧନ
July 21st, 09:05 am
ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି । ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି ଓ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।‘ବ୍ରିଜିଟାଲ ନେସନ’ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 20th, 07:45 pm
ରତନ ଟାଟା ମହୋଦୟ, ଚନ୍ଦ୍ରଶେଖରନ୍ ମହାଶୟଙ୍କ ସହିତ ସାକ୍ଷାତ ହେବା, ସେମାନଙ୍କ ସହିତ ଆଲୋଚନା କରିବା ସବୁବେଳେ ଏକ ନୂତନ ଅନୁଭବ ଦେଇଥାଏ । ତାଙ୍କ ଉପରେ ଦେଶର ସର୍ବବୃହତ ସଂସ୍ଥାଗୁଡିକୁ ଜଣଙ୍କୁ ନେତୃତ୍ୱ ଦେବାର ଦାୟିତ୍ୱ ଅଛି ।ବ୍ରିଜିଟାଲ ପୁସ୍ତକର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
October 20th, 07:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ବ୍ରିଜିଟାଲ ନେସନ” ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରତନ ଟାଟାଙ୍କୁ ଏହାର ପ୍ରଥମ କପି ପ୍ରଦାନ କରାଯାଇଛି । ଏହି ପୁସ୍ତକକୁ ଲେଖିଛନ୍ତି ଶ୍ରୀ ଏନ ଚନ୍ଦ୍ରଶେଖରନ ଓ ସୁଶ୍ରୀ ରୂପା ପୁରୁଷୋତ୍ତମ ।Mr. Bimalendra Nidhi, Deputy Prime Minister and Minister of Home Affairs of Nepal calls on PM
March 17th, 07:58 pm
Mr. Bimalendra Nidhi, Deputy Prime Minister and Minister of Home Affairs of Nepal called on Prime Minister Narendra Modi. The PM said that India is fully committed to strengthening the age-old ties of friendship and kinship between the people of both countries.