PM Modi Expresses Condolences on the Passing of Shri Narayan
November 01st, 03:04 pm
Prime Minister Shri Narendra Modi has condoled the passing of Shri Narayan, a distinguished figure in Indian politics and social service.ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ- ମାଳଦ୍ୱୀପ ମଧ୍ୟରେ ଜାରି ମିଳିତ ବିବୃତି
August 02nd, 10:18 pm
ମାଳଦ୍ୱୀପ ପ୍ରଜାତନ୍ତ୍ରର ରାଷ୍ଟ୍ରମତି ମହାମହିମ ଶ୍ରୀ ଇବ୍ରାହିମ୍ ମହମ୍ମଦ ସୋଲିହ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ ।Prahladji Patel's work will contribute to inspire future generations: PM Modi
April 04th, 08:13 pm
PM Modi addressed the 115th Janmjayanti of Shri Prahladji Patel at Becharaji, Gujarat via a video message. He paid homage to the glorious land of Becharaji and bowed to the memory of the freedom fighter, social worker Shri Prahladji Patel. The PM noted Shri Prahladji Patel’s generosity in social service and his sacrifice.ଗୁଜୁରାଟର ବେଚାର୍ଜି ଠାରେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ୧୧୫ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ତାଙ୍କ ଜୀବନୀ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
April 04th, 08:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ବେଚାର୍ଜି ଠାରେ ସ୍ୱାଧୀନନତା ସଂଗ୍ରାମୀ ପ୍ରହଲାଦଜୀ ପଟେଲଙ୍କ ୧୧୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଜୀବନୀ ଉନ୍ମୋଚନ କରିବା ସହିତ ସମ୍ବୋଧିତ କରିଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ସର୍ବାଧିକ ଆବଶ୍ୟକତା ରହିଥିବା ଲୋକଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ : ପ୍ରଧାନମନ୍ତ୍ରୀ ଭାରତ ନିଜର ଟୀକାକରଣ ଅଭିଯାନରେ ମାନବ-କୈନ୍ଦ୍ରିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଉଛି : ପ୍ରଧାନମନ୍ତ୍ରୀ
January 16th, 02:25 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର କୋଭିଡ-19 ଟୀକାକରଣ ଅଭିଯାନ ଅତ୍ୟନ୍ତ ମାନବୀୟ ଏବଂ ମହତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଉପରେ ଆଧାରିତ । ସେ କହିଥିଲେ ଯେ ସର୍ବାଧିକ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ଲୋକମାନଙ୍କ ପ୍ରତି ଅଧିକ ସଂକ୍ରମଣର ଆଶଙ୍କା ରହିଥିବ, ସେମାନଙ୍କୁ ପ୍ରଥମେ ଟୀକା ଦିଆଯିବ। ସେ କହିଥିଲେ ଯେ ଆମର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଖାନାର ସଫେଇ କର୍ମଚାରୀଙ୍କର ଟୀକା ଉପରେ ପ୍ରଥମ ଅଧିକାର ରହିବ। ଏହି ପ୍ରାଥମିକତା ବ୍ୟବସ୍ଥା ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରର ଡାକ୍ତରଖାନାରେ କାର୍ଯ୍ୟକାରୀ ହେବ। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ-19 ଟୀକାକରଣର ସର୍ବଭାରତୀୟ ଅଭିଯାନକୁ ଶୁଭାରମ୍ଭ କରିବା ପରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ବିଚାର ବ୍ୟକ୍ତ କରିଥିଲେ।ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 16th, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 3006ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
January 16th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-19 ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର 3006ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।PM condoles the passing away of Acharya Shree Purushottampriyadasji Swamishree Maharaj
July 16th, 10:56 am
The Prime Minister, Shri Narendra Modi has condoled the passing away of Acharya Shree Purushottampriyadasji Swamishree Maharaj.ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସ୍ମାରକୀର ଇ-ନିଲାମୀ ସମ୍ପନ୍ନ
October 24th, 04:40 pm
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସ୍ମାରକୀର ପ୍ରଦର୍ଶନୀ ତଥା ଇ-ନିଲାମୀ ଆଜି ଅର୍ଥାତ ଅକ୍ଟୋବର 24 ତାରିଖରେ ସମ୍ପନ୍ନ ହୋଇଛି । ଏହି ନିଲାମୀକୁ ଅଭୂତପୂର୍ଣ୍ଣ ଜନସମର୍ଥନ ମିଳିଥିଲା ଏବଂ ଦଶ ହଜାରରୁ ଊର୍ଦ୍ଦ୍ଵ ବିଡ ଦାଖଲ କରାଯାଇଥିଲା । ଏହି ଇ-ନିଲାମୀରୁ ମିଳିଥିବା ଅର୍ଥ ନମାମି ଗଙ୍ଗେ ଅଭିଯାନ ପାଇଁ ଖର୍ଚ୍ଚ କରାଯିବ ।ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 11th, 10:43 am
ରାଷ୍ଟ୍ରସେବକ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ କହିଛନ୍ତି, “ମହାନ ସମାଜସେବୀ ଓ ଦେଶଭକ୍ତ ନାନାଜୀ ଦେଶମୁଖଙ୍କୁ ଆଜି ଜୟନ୍ତୀ ଅବସରରେ ପ୍ରଣାମ ଜଣାଉଛି । ଗ୍ରାମାଞ୍ଚଳ ଓ କୃଷକମାନଙ୍କ ବିକାଶ ପାଇଁ ସେ ଅହରହ ସଂଗ୍ରାମ କରିବା ସହିତ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ରାଷ୍ଟ୍ରନିର୍ମାଣରେ ତାଙ୍କ ଯୋଗଦାନ ଚିରସ୍ଥାୟୀ ଏବଂ ସର୍ବଦା ସ୍ମରଣୀୟ ରହିବ ।”For us, 125 crore Indians are our family, for us it is always nation first: PM Narendra Modi
September 25th, 03:20 pm
PM Shri Narendra Modi today addressed the ‘Karyakarta Mahakumbh’ in Bhopal, Madhya Pradesh. While addressing the gathering of more than 5 lakh party workers, the Prime Minister began his speech by remembering Pandit Shri Deen Dayal Upadhyaya on his birth anniversary and the late PM Shri Atal Bihari Vajapyee. He added, “We are proud to be born to serve as workers of the Bhartiya Janata Party.”ଦେଶ ହେଉଛି ଆମ ପାଇଁ ସର୍ବଦା ପ୍ରଥମ :ଭୋପାଳରେ ପ୍ରଧାନମନ୍ତ୍ରୀ ମୋଦୀ
September 25th, 03:15 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ 'କାର୍ଯ୍ୟକର୍ତ୍ତା ମହାକୁମ୍ଭ' କୁ ସମ୍ବୋଧିତ କରିଛନ୍ତି । 5 ଲକ୍ଷରୁ ଅଧିକ ଦଳୀୟ କର୍ମକର୍ତ୍ତାଙ୍କ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପଣ୍ଡିତ ଶ୍ରୀ ଦିନ ଦୟାଲ ଉପାଧ୍ୟାୟଜୀଙ୍କୁ ତାଙ୍କ ଜୟନ୍ତୀରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ନିଜ ଭାଷଣ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ,''ଆମକୁ ଭାରତୀୟ ଜନତା ଦଳର କାର୍ଯ୍ୟକର୍ତ୍ତା ଭାବେ ସେବା କରିବାର ସୁଯୋଗ ମିଳିଛି ,ଏହି ଗର୍ବର ବିଷୟ ।''ସନ୍ଥ କବୀର ନଗରରେ ମହାନ କବି ଓ ସନ୍ଥ କବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧା ସୁମନ ଅର୍ପଣ
June 28th, 12:35 pm
ମହାନ ସାଧୁ ଏବଂ କବି ସନ୍ଥ କବୀରଙ୍କ 500ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସେ ସନ୍ଥ କବୀର ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେ ମଧ୍ୟ ସନ୍ଥ କବୀର ମଜରରେ ଚାଦର ଅର୍ପଣ କରିଛନ୍ତି । ସେ ସନ୍ଥ କବୀର ଗୁମ୍ଫା ପରିଦର୍ଶନ କରିଥିଲେ ଏବଂ ଫଳକ ଉନ୍ମୋଚନ ପୂର୍ବକ ସନ୍ଥ କବୀର ଏକାଡେମୀର ଆଧାରଶିଳା ରଖିଥିଲେ । ଏହି ଏକାଡେମୀ ମହାନ ସନ୍ଥଙ୍କର ଶିକ୍ଷା ଓ ଚିନ୍ତାଧାରାକୁ ଗୁରୁତ୍ୱ ପ୍ରଦାନ କରିବ ।Sant Kabir represents the essence of India's soul: PM Modi in Maghar
June 28th, 12:35 pm
The Prime Minister, Shri Narendra Modi, visited Maghar in SantKabir Nagar district of Uttar Pradesh today. He offered floral tributes at SantKabir Samadhi, on the occasion of the 500th death anniversary of the great saint and poet, Kabir. He also offered Chadar at SantKabirMazaar. He visited the SantKabir Cave, and unveiled a plaque to mark the laying of Foundation Stone of SantKabir Academy, which will highlight the great saint’s teachings and thought.PM condoles the demise of Indian social activist and writer Mahashweta Devi
July 28th, 05:55 pm
PM expresses sadness, on the demise of social worker Poornimaben Pakvasa
April 25th, 09:14 pm