ବିଶ୍ବ ଆର୍ଥିକ ମଞ୍ଚର ଡାଭୋସ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 05:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ବିଶ୍ୱ ଆର୍ଥିକ ଫୋରମର ଡାଭୋସ ଆଲୋଚନାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ “ଚତୁର୍ଥ ଶିଳ୍ପ ବିପ୍ଳବ- ମାନବ ସମାଜର କଲ୍ୟାଣ ସାଧନ ନିମନ୍ତେ ପ୍ରଯୁକ୍ତିର ଉପଯୋଗ” ଶୀର୍ଷକ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ସଂସ୍ଥାର ସିଇଓମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି ।ବିଶ୍ୱ ଆର୍ଥିକ ଫୋରମର ଡାଭୋସ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 05:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ବିଶ୍ୱ ଆର୍ଥିକ ଫୋରମର ଡାଭୋସ ଆଲୋଚନାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ “ଚତୁର୍ଥ ଶିଳ୍ପ ବିପ୍ଳବ- ମାନବ ସମାଜର କଲ୍ୟାଣ ସାଧନ ନିମନ୍ତେ ପ୍ରଯୁକ୍ତିର ଉପଯୋଗ” ଶୀର୍ଷକ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ସଂସ୍ଥାର ସିଇଓମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି ।ଅହମ୍ମଦାବାଦ ମେଟ୍ରୋ ଦ୍ୱିତୀୟ ଫ୍ରେଜ୍ ଏବଂ ସୁରତ୍ ମେଟ୍ରୋ ପ୍ରକଳ୍ପର ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
January 18th, 10:30 am
ଉତ୍ତରାୟଣ ଆରମ୍ଭରୁ ଆଜି ମୁଁ ଅହମ୍ମଦାବାଦ ଏବଂ ସୁରତକୁ ଅତ୍ୟନ୍ତ ମୂଲ୍ୟବାନ ଉପହାର ଦେଇଛି । ଦେଶର ଦୁଇଟି ବ୍ୟବସାୟିକ କେନ୍ଦ୍ର ଅହମ୍ମଦାବାଦ ଏବଂ ସୁରତ୍ରେ ଯୋଗଯୋଗ କ୍ଷେତ୍ରକୁ ମେଟ୍ରୋ ସେବା ସୁଦୃଢ କରିପାରିବ । ଗତକାଲି କେଓଡିଆକୁ ସଂଯୋଗ କରୁଥିବା ନୂତନ ରେଳପଥ ଏବଂ ନୂଆ ଟ୍ରେନ ଚଳାଚଳର ଆରମ୍ଭ ହୋଇଛି । ଅହମ୍ମଦାବାଦରୁ ମଧ୍ୟ ଆଧୁନିକ ଜନଶତାବ୍ଦୀ ଏକ୍ସପ୍ରେସ ବର୍ତ୍ତମାନ କେଓଡିଆ ପର୍ଯ୍ୟନ୍ତ ଯିବ । ଏହିସବୁର ଶୁଭାରମ୍ଭ ପାଇଁ ମୁଁ ଗୁଜରାତର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜଣାଉଛି ।ଅହମ୍ମଦାବାଦ ମେଟ୍ରୋ ରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରତ୍ ମେଟ୍ରୋ ରେଳ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜ
January 18th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ମେଟ୍ରୋରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆବାସ ଓ ସହରୀକରଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।Global investment sentiment has shifted from ‘Why India’ to 'Why not India': PM Modi
December 19th, 10:27 am
PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.PM Modi's keynote address at ASSOCHAM Foundation Week
December 19th, 10:26 am
PM Modi delivered the keynote address at ASSOCHAM Foundation Week 2020, today via video conferencing. Addressing the gathering the PM commended the business community for their contribution to nation-building. He said now the industry has complete freedom to touch the sky and urged them to take full advantage of it.କଣ୍ଢେଇ ଓ ଖେଳନା ପାଇଁ ସ୍ଥାନୀୟଭାବେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ନିମନ୍ତେ ତୁଣ୍ଡ ଖୋଲିବାର ସମୟ ଆସିଛି : 'ମନ କି ବାତ' ରେ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ
August 30th, 11:00 am
ବନ୍ଧୁଗଣ, ଏହି ସମୟରେ ଓଣମ୍ ପର୍ବ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ଚିଙ୍ଗମ୍ ମାସରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି, ପୁକ୍କଲମ୍ ତିଆରି କରନ୍ତି । ଓଣମ୍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନ ପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ । ଓଣମର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟ ବ୍ୟାପିସାରିଲାଣି । ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟ ଦେଶଗୁଡ଼ିକ ହେଉ – ଓଣମର ଆନନ୍ଦ ଆପଣ ସବୁଠି ଦେଖିବାକୁ ପାଇବେ । ଓଣମ୍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି ।Solar energy is pure, sure and secure: PM Modi
July 10th, 11:01 am
The Prime Minister Shri Narendra Modi dedicated to the Nation the Rewa Ultra Mega Solar Power project to the Nation via video conference today. It is Asia's largest power project.PM Shri Narendra Modi dedicates Rewa Ultra Mega Solar Power project to the Nation
July 10th, 11:00 am
PM Modi dedicated to the Nation the Rewa Ultra Mega Solar Power project via video conference. Speaking on the occasion the Prime Minister said the Rewa project will make the entire region a major hub for pure and clean energy in this decade.This year’s Budget has given utmost thrust to manufacturing and Ease of Doing Business: PM
February 16th, 02:46 pm
PM Modi participated in 'Kashi Ek Roop Anek' organized at the Deendayal Upadhyaya Trade Facilitation Centre in Varanasi. Addressing the event, PM Modi said that government will keep taking decisions to achieve the goal of 5 trillion dollar economy.ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘କାଶୀ ଏକ, ରୂପ ଅନେକ’ କାର୍ଯ୍ୟକ୍ରମରେ ଯୋଗଦାନ
February 16th, 02:45 pm
ଆଗାମୀ ଦିନରେ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାରରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ବାରାଣସୀରେ ଏକ ଉତ୍ସବରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ ପାଇଁ ପାରମ୍ପରିକ ହସ୍ତକଳା, କାରିଗରୀ ଓ ଏମଏସଏମଇକୁ ସୁଦୃଢ କରିବାକୁ ପଡ଼ିବ ।ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣ 2018- ମୁଖ୍ୟାଂଶ
August 15th, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15 ରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ 72ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ।72 ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।72ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।