ଶିବଗିରି ତୀର୍ଥର ୯ଠତମ ଜୟନ୍ତୀ ଏବଂ ବ୍ରହ୍ମା ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 26th, 10:31 am
ଶ୍ରୀ ନାରାୟଣ ଧର୍ମ ସଂଘମ୍ ଟ୍ରଷ୍ଟର ସଭାପତି ସ୍ୱାମୀ ସଚ୍ଚିଦାନନ୍ଦ ଜୀ, ସାଧାରଣ ସମ୍ପାଦକ ସ୍ୱାମୀ ରୁତମଭରାନନ୍ଦ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସାଥୀ କେରଳ ମାଟିର ସନ୍ତାନ ଶ୍ରୀ ବି. ମୁରଲୀଧରଣ ଜୀ, ରାଜୀବ ଚନ୍ଦ୍ରଶେଖର ଜୀ, ଶ୍ରୀ ନାରାୟଣ ଗୁରୁ ଧର୍ମ ସଂଘମ୍ ଟ୍ରଷ୍ଟର ଅନ୍ୟ ସମସ୍ତ ପଦାଧିକାରୀ ଗଣ, ଦେଶ ବିଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ଗଣ, ମହିଳା ଏବଂ ଭଦ୍ର ଲୋକମାନେ,ପ୍ରଧାନମନ୍ତ୍ରୀଙ୍କ ବର୍ଷବ୍ୟାପୀ ମିଳିତ ମହୋତ୍ସବ ତଥା ଶିବଗିରି ତୀର୍ଥଯାତ୍ରାର ୯୦ତମ ବାର୍ଷିକୀ ଓ ବ୍ରହ୍ମ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀରେ ଯୋଗଦାନ
April 26th, 10:30 am
ପ୍ରଧାନମନ୍ତୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବର୍ଷବ୍ୟାପୀ ୯୦ତମ ଶିବଗିରି ତୀର୍ଥଯାତ୍ରା ଓ ବ୍ରହ୍ମ ବିଦ୍ୟାଳୟର ମିଳିତ ସମାରୋହରେ ଅଂଶ ଗ୍ରହଣ କରିଛନ୍ତି । ଆଜି ୭-ଲୋକ କଲ୍ୟାଣ ମାର୍ଗରୁ ଅଂଶ ଗ୍ରହଣ କରିବା ସହ ସେ ଏହି ବର୍ଷବ୍ୟାପୀ ମିଳିତ ସମାରୋହ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ଉଭୟ ଶିବଗିରି ତୀର୍ଥଯାତ୍ରା ଓ ବ୍ରହ୍ମବିଦ୍ୟାଳୟ ମହାନ ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗ ଦର୍ଶନରେ ଆରମ୍ଭ ହୋଇଥିଲା ।ଶିବଗିରି ତୀର୍ଥଯାତ୍ରାର 90ତମ ବାର୍ଷିକୀରେ ଅଂଶଗ୍ରହଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆପଣଙ୍କର ଅନ୍ତଦୃଷ୍ଟି ଅଂଶୀଦାର କରନ୍ତୁ
April 25th, 01:13 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବଗିରି ତୀର୍ଥଯାତ୍ରାର 90ତମ ବାର୍ଷିକୀ ଏବଂ ବ୍ରହ୍ମା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଉଦଘାଟନୀ ଅଭିଭାଷଣ ଦେବେ । ଶିବଗିରି ମଠ ଏପ୍ରିଲ, 2022 ରୁ ମିଳିତ ଭାବେ ଶିବଗିରି ତୀର୍ଥଯାତ୍ରାର 'ନବତି' ଏବଂ ବ୍ରହ୍ମ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ଏକ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ପାଳନ କରିବ ।