ପ୍ରଧାନମନ୍ତ୍ରୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
August 31st, 09:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଶିବଗିରି ତୀର୍ଥର ୯ଠତମ ଜୟନ୍ତୀ ଏବଂ ବ୍ରହ୍ମା ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 26th, 10:31 am
ଶ୍ରୀ ନାରାୟଣ ଧର୍ମ ସଂଘମ୍ ଟ୍ରଷ୍ଟର ସଭାପତି ସ୍ୱାମୀ ସଚ୍ଚିଦାନନ୍ଦ ଜୀ, ସାଧାରଣ ସମ୍ପାଦକ ସ୍ୱାମୀ ରୁତମଭରାନନ୍ଦ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସାଥୀ କେରଳ ମାଟିର ସନ୍ତାନ ଶ୍ରୀ ବି. ମୁରଲୀଧରଣ ଜୀ, ରାଜୀବ ଚନ୍ଦ୍ରଶେଖର ଜୀ, ଶ୍ରୀ ନାରାୟଣ ଗୁରୁ ଧର୍ମ ସଂଘମ୍ ଟ୍ରଷ୍ଟର ଅନ୍ୟ ସମସ୍ତ ପଦାଧିକାରୀ ଗଣ, ଦେଶ ବିଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ଗଣ, ମହିଳା ଏବଂ ଭଦ୍ର ଲୋକମାନେ,ପ୍ରଧାନମନ୍ତ୍ରୀଙ୍କ ବର୍ଷବ୍ୟାପୀ ମିଳିତ ମହୋତ୍ସବ ତଥା ଶିବଗିରି ତୀର୍ଥଯାତ୍ରାର ୯୦ତମ ବାର୍ଷିକୀ ଓ ବ୍ରହ୍ମ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀରେ ଯୋଗଦାନ
April 26th, 10:30 am
ପ୍ରଧାନମନ୍ତୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବର୍ଷବ୍ୟାପୀ ୯୦ତମ ଶିବଗିରି ତୀର୍ଥଯାତ୍ରା ଓ ବ୍ରହ୍ମ ବିଦ୍ୟାଳୟର ମିଳିତ ସମାରୋହରେ ଅଂଶ ଗ୍ରହଣ କରିଛନ୍ତି । ଆଜି ୭-ଲୋକ କଲ୍ୟାଣ ମାର୍ଗରୁ ଅଂଶ ଗ୍ରହଣ କରିବା ସହ ସେ ଏହି ବର୍ଷବ୍ୟାପୀ ମିଳିତ ସମାରୋହ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ଉଭୟ ଶିବଗିରି ତୀର୍ଥଯାତ୍ରା ଓ ବ୍ରହ୍ମବିଦ୍ୟାଳୟ ମହାନ ସମାଜ ସଂସ୍କାରକ ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦ ଓ ମାର୍ଗ ଦର୍ଶନରେ ଆରମ୍ଭ ହୋଇଥିଲା ।କେରଳର ୱାର୍କଲା ଶିବଗିରି ମଠରେ 85ତମ ଶିବଗିରି ତୀର୍ଥଯାତ୍ରା ମହୋତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ (ଭିଡିଓ କନଫରେନ୍ସିଂ ଜରିଆରେ)
December 31st, 10:30 am
ଆଜି ହେଉଛି 2017ର ଅନ୍ତିମ ଦିନ । ଆଉ ମୋର ସୌଭାଗ୍ୟ ଯେ ମୋତେ ଆଜିର ଦିନରେ ଶ୍ରୀ ନାରାୟଣ ଗୁରୁ ଏବଂ ମଂଚରେ ବସିଥିବା ସନ୍ଥମାନଙ୍କଠୁଁ ଆଶୀର୍ବାଦ ନେବାର ସୁଯୋଗ ମିଳିଛି ।ପ୍ରଧାନମନ୍ତ୍ରୀ ଡିସେମ୍ବର 31, ଏବଂ ଜାନୁୟାରୀ ପହିଲାରେ ଦୁଇଟି ଭିଡିଓ କନଫେରେନ୍ସରେ ଦେବେ ଉଦ୍ବୋଧନ
December 30th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 31 ଏବଂ ଜାନୁୟାରୀ ପହିଲାରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଭିଡିଓ କନଫେରେନ୍ସରେ ଉଦ୍ବୋଧନ ଦେବେ ।Swami Prakashananda, Head of Sivagiri Mutt, Kerala, calls on PM
June 17th, 05:30 pm