ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ 2023 ପଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 04th, 04:35 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ରମେଶ ମହୋଦୟ, ମୁଖ୍ୟମନ୍ତ୍ରୀ ଏକନାଥ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ରାଜନାଥ ସିଂହ ମହାଶୟ, ନାରାୟଣ ରାଣେ ମହାଶୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଣବୀସ ମହାଶୟ, ଅଜିତ ପୱାର ମହାଶୟ, ସିଡିଏସ ଜେନରାଲ ଅନୀଲ ଚୌହାନ ମହାଶୟ, ନୌସେନା ପ୍ରମୁଖ ଆଡମିରାଲ ଆର. ହରିକୁମାର, ନୌସେନାର ସମସ୍ତ ସାଥୀ, ଏବଂ ମୋର ସମସ୍ତ ପରିବାରଜନ!ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଠାରେ ପ୍ରଧାନମନ୍ତ୍ରୀଙ୍କ ନୌସେନା ଦିବସ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦାନ
December 04th, 04:30 pm
ସିନ୍ଧୁଦୁର୍ଗରେ ନୌସେନା ଦିବସ ୨୦୨୩ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେ ମଧ୍ୟ ଭାରତୀୟ ନୌସେନାର ଜାହାଜ, ବୁଡ଼ାଜାହାଜ ଓ ସଶସ୍ତ୍ର ବଳର ପରୀକ୍ଷାମୂଳ ଯୁଦ୍ଧ କୌଶଳ ସିନ୍ଧୁଦୁର୍ଗର ତାରକାର୍ଲିର୍ ବେଳାଭୂମିରୁ ଅବଲୋକନ କରିବା ସହ ଗାର୍ଡ ଅଫ୍ ଅନରର ନିରୀକ୍ଷଣ କରିଥିଲେ ।ବାରାଣସୀଠାରେ କାଶୀ ତାମିଲ ସଙ୍ଗମମ୍ ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 19th, 07:00 pm
କାର୍ଯ୍ୟକ୍ରମରେ ଉପସ୍ଥିତ ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଶ୍ରୀ ଏଲ ମୁରୁଗନ ମହାଶୟ, ପୂବତର୍ନ କେନ୍ଦ୍ରୀୟ ମନ୍ତ୍ରୀ ପାଁନ ରାଧାକୃଷ୍ଣ ମହାଶୟ, ବିଶ୍ୱ ପ୍ରସିଦ୍ଧ ସଙ୍ଗୀତକାର ଏବଂ ରାଜ୍ୟସଭାର ସଦସ୍ୟ ଇଲୈଈରାଜା ମହାଶୟ, ବିଏଚୟୁର କୁଳପତି ସୁଧୀର ଜୈନ, ଆଇଆଇଟି ମଦ୍ରାସର ନିଦେ୍ର୍ଦଶକ ପ୍ରଫେସର କାମାକୋଟ୍ଟୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ ଏବଂ ତାମିଲନାଡ଼ୁରୁ କାଶୀକୁ ଆସିଥିବା ମୋର ସମସ୍ତ ସମ୍ମାନିତ ଅତିଥିଗଣ, ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳାଗଣ,ଉତ୍ତରପ୍ରଦେଶର ବାରଣାସୀ ଠାରେ ‘କାଶୀ ତାମିଲ ସଙ୍ଗମମ୍’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 19th, 02:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ୍’କୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶର ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଶିକ୍ଷା କେନ୍ଦ୍ର, ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ବହୁଦିନର ପୁରୁଣା ସମ୍ପର୍କକୁ ପାଳନ କରିବା, ପୁନଃ ନିଶ୍ଚିତ କରିବା ଏବଂ ପୁନଃ ଆବିଷ୍କୃତ କରିବା । ତାମିଲନାଡୁର ୨୫୦୦ରୁ ଅଧିକ ପ୍ରତିନିଧି କାଶୀ ଗସ୍ତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ୧୩ ଟି ଭାଷାରେ ଅନୁବାଦ ସହିତ ଏକ ପୁସ୍ତକ ‘ତିରୁକ୍କୁରୁଲ୍’ର ମଧ୍ୟ ଉନ୍ମୋଚନ କରିଥିଲେ । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରତୀ ମଧ୍ୟ ଦେଖିଥିଲେ ।Lothal a symbol of India's maritime power and prosperity: PM Modi
October 18th, 07:57 pm
PM Modi reviewed the work in progress at the site of National Maritime Heritage Complex at Lothal, Gujarat. Highlighting the rich and perse maritime heritage of India that has been around for thousands of years, the PM talked about the Chola Empire, Chera Dynasty and Pandya Dynasty from South India who understood the power of marine resources and took it to unprecedented heights.ଗୁଜରାଟର ଲୋଥାଲଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର କାର୍ଯ୍ୟ ଅଗ୍ରଗତି ନେଇ ଆଭାସୀ ଜରିଆରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
October 18th, 04:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଲୋଥାଲଠାରେ ଆଜି ଭାରତୀୟ ସାମୁଦ୍ରିକ ଐତିହ୍ୟ ପରିସରର କାର୍ଯ୍ୟର ସମୀକ୍ଷା ଆଭାସୀ ମାଧ୍ୟମରେ ଏକ ଡ୍ରୋନ ସାହାଯ୍ୟରେ କରିଛନ୍ତି ।Mere lip service of condemnation to the anti-Sikh statements of Congress leaders by the ‘Namdar’ does not heal the victims’ wounds: PM Modi
May 13th, 05:21 pm
Prime Minister Narendra Modi addressed another large rally in Bathinda in Punjab this evening in which he slammed the Congress party for the anti-Sikh riots in 1984 as well as for failing to provide justice to the victims despite being in power for decades.PM Modi addresses huge rally in Bathinda, Punjab
May 13th, 05:20 pm
Prime Minister Narendra Modi addressed another large rally in Bathinda in Punjab this evening in which he slammed the Congress party for the anti-Sikh riots in 1984 as well as for failing to provide justice to the victims despite being in power for decades.PM congratulates P V Sindhu on winning Silver at Rio Olympics
August 19th, 09:13 pm
PM Modi congratulated P. V. Sindhu on winning Silver medal in Badminton at Rio Olympics. “Congrats for the Silver, P V Sindhu. Very well fought. : accomplishment at Rio 2016 is historic and will be remembered for years, said PM Modi in a tweet.