୧୫୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ପଶ୍ଚିମବଙ୍ଗର ବାଗଡୋଗ୍ରା ବିମାନବନ୍ଦରରେ ନୂତନ ସିଭିଲ ଏନକ୍ଲେଭର ବିକାଶ କୁ କ୍ୟାବିନେଟ ମଞ୍ଜୁରୀ
August 16th, 09:22 pm
16.08.2024 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପଶ୍ଚିମବଙ୍ଗର ସିଲିଗୁଡିସ୍ଥିତ ବାଗଡୋଗ୍ରାମ ବିମାନବନ୍ଦରରେ ୧୫୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ନ୍ୟୁ ସିଭିଲ ଏନକ୍ଲେଭ୍ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି ।First the Left did not listen to you & then the TMC also ignored you: PM Modi in Siliguri
March 09th, 06:10 pm
Observing a massive gathering at West Bengal’s Siliguri, Prime Minister Narendra Modi today extended his greetings to all the family members of those working in the tea gardens. He said, “I have seen India's mothers struggle for basic facilities & empowering them is our priority. The TMC-Left has neglected the mothers of West Bengal. The TMC in West Bengal only intends to loot its people and promote crime against women.”PM Modi delivers a powerful speech at a public meeting in Siliguri, West Bengal
March 09th, 05:08 pm
Observing a massive gathering at West Bengal’s Siliguri, Prime Minister Narendra Modi today extended his greetings to all the family members of those working in the tea gardens. He said, “I have seen India's mothers struggle for basic facilities & empowering them is our priority. The TMC-Left has neglected the mothers of West Bengal. The TMC in West Bengal only intends to loot its people and promote crime against women.”Today’s projects are one more step towards Viksit West Bengal: PM Modi
March 09th, 04:10 pm
Prime Minister Narendra Modi addressed ‘Viksit Bharat Viksit West Bengal’ program in Siliguri, West Bengal. He inaugurated and dedicated to the nation multiple projects of rail and road sector worth more than Rs 4500 crores in West Bengal. Speaking on the occasion, the Prime Minister expressed happiness to be present in the beautiful land of tea. He called today’s projects another step towards Viksit West Bengal.ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ସିଲିଗୁଡି ଠାରେ 'ବିକଶିତ ଭାରତ ବିକଶିତ ପଶ୍ଚିମବଙ୍ଗ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି
March 09th, 03:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ସିଲିଗୁଡି ଠାରେ ' ବିକଶିତ ଭାରତ ବିକଶିତ ପଶ୍ଚିମବଙ୍ଗ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ ପଶ୍ଚିମବଙ୍ଗରେ ୪୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ସଡ଼କ କ୍ଷେତ୍ର ସହିତ ଜଡିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ମାର୍ଚ୍ଚ ୮ ରୁ ୧୦ ପର୍ଯ୍ୟନ୍ତ ଆସାମ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 08th, 04:12 pm
ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରିବେ । ମାର୍ଚ୍ଚ ୯ ତାରିଖ ସକାଳ ପ୍ରାୟ ୫ଟା ୪୫ରେ ପ୍ରଧାନମନ୍ତ୍ରୀ କାଜିରଙ୍ଗା ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଇଟାନଗରରେ ସେ 'ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ' କାର୍ଯ୍ୟକ୍ରମରେ ଯୋଗ ଦେବେ, ଯେଉଁଠାରେ ସେ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଉନ୍ନତି ଯୋଜନାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ସେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ପାଖାପାଖି ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଜୋରହାଟରେ ପହଂଚି ପ୍ରସିଦ୍ଧ ଆହୋମ ଜେନେରାଲ ଲଚିତ୍ ବୋରଫୁକାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ସେ ଜୋରହାଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଆସାମରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।PM Modi addresses public meetings at Siliguri and Krishnanagar, West Bengal
April 10th, 12:30 pm
PM Modi addressed two mega rallies ahead of fifth phase of election in West Bengal’s Siliguri and Krishnanagar. “The entire North Bengal has announced that TMC government is going and BJP government is coming. Today, the entire nation is proud to see the willpower of the people of Bengal. This willpower is of the ‘Ashol Poriborton’. This willpower is the strength of ‘Sonar Bangla’,” he said in Siliguri rally.'Speed-breaker' Didi is hindrance to West Bengal's development: PM Modi
April 03rd, 03:56 pm
Prime Minister Narendra Modi addressed two major rallies in West Bengal after addressing a similar rally in the neighboring Arunachal Pradesh earlier today.Bengal will soon be free from misrule of ‘speed-breaker didi’: PM Modi in Bengal
April 03rd, 03:55 pm
Prime Minister Narendra Modi addressed two major rallies in West Bengal after addressing a similar rally in the neighboring Arunachal Pradesh earlier today.Solutions to all the problems is in development: PM Modi in West Bengal
April 07th, 08:07 pm
BJP is dedicated to fulfil all aspirations of people in West Bengal: PM Modi
April 07th, 08:06 pm