Prime Minister condoles loss of lives in a bus accident in Sikar, Rajasthan
October 29th, 07:33 pm
Prime Minister Shri Narendra Modi today condoled the loss of lives in a bus accident in Sikar, Rajasthan. Prime Minister Modi also announced an ex-gratia of Rs. 2 lakh from PMNRF for the next of kin of each deceased and Rs. 50,000 to the injured.Congress Government has established 'Loot ki Dukaan and Jhoot ka Bazaar': PM Modi in Sikar, Rajasthan
July 27th, 01:00 pm
PM Modi addressed a massive rally amidst the popular support of the people in Sikar, Rajasthan. He recalled the important spiritual personalities of Rajasthan and acknowledged the presence of the people of Sikar. PM Modi said, “The excitement of the people showcases the fact that the mandate is with the BJP”. He added, “The people have decided that our Party’s Lotus symbol will emerge victorious and that the Lotus will bloom again.”PM Modi addresses a public rally in Sikar, Rajasthan
July 27th, 12:36 pm
PM Modi addressed a massive rally amidst the popular support of the people in Sikar, Rajasthan. He recalled the important spiritual personalities of Rajasthan and acknowledged the presence of the people of Sikar. PM Modi said, “The excitement of the people showcases the fact that the mandate is with the BJP”. He added, “The people have decided that our Party’s Lotus symbol will emerge victorious and that the Lotus will bloom again.”ରାଜସ୍ଥାନର ଶିକରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
July 27th, 12:00 pm
ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କାଲରାଜ ମିଶ୍ର ଜୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସାଥିଗଣ, ବିଧାୟଗଗଣ ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆଜି ଏହି କାର୍ଯ୍ୟକ୍ରମରେ ଦେଶର ଲକ୍ଷ ଲକ୍ଷ ସ୍ଥାନରୁ ଆମ ସହ କୋଟି କୋଟି କୃଷକ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ରାଜସ୍ଥାନର ଭୂମିରୁ ଦେଶର ସେହି କୋଟି କୋଟି କୃଷକମାନଙ୍କୁ ପ୍ରଣାମ କରୁଛି । ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ-ଭଉଣମାନେ ମଧ୍ୟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରୁଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
July 27th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଶିକରରେ ବିଭନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦେଶ ପାଇଁ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେସ), ଗନ୍ଧକ ପ୍ରଲେପ ଯୁକ୍ତ ଏକ ନୂଆ କିସମର ୟୁରିଆ ‘ୟୁରିଆ ଗୋଲ୍ଡ’, ୧୬୦୦ କୃଷକ ଉତ୍ପାଦନ ସଂଗଠନକୁ ଡିଜିଟାଲ ବାଣିଜ୍ୟ ଓପନ ନେଟୱର୍କ (ଓଏନଡିସି) ସହ ମିଶ୍ରଣ, ୮.୫ କୋଟି ହିତାଧିକାରୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମକେଆଇଏସଏଏନ) ପାଇଁ ୧୭,୦୦୦ କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି, ପାଞ୍ଚଟି ମେଡିକାଲ କଲେଜ ଉଦଘାଟନ ସହ ସାତଟି ମେଡିକାଲ କଲେଜର ଶିଳାନ୍ୟାସ । ୫ଟି ମେଡିକାଲ କଲେଜ ଚିତ୍ତୋରଗଡ଼, ଧୋଲପୁର, ସିରୋହୀ, ଶିକର ଓ ଶ୍ରୀଗଙ୍ଗାନଗର ଠାରେ ଉଦଘାଟିତ ହୋଇଥିବା ବେଳେ ସାତଟି ମେଡିକାଲ କଲେଜ ବରନ, ବୁନ୍ଦି, କାରାଉଲି, ଝୁନଝୁନ, ସୱାଇ ମାଧୋପୁର, ଜୈସଲମେର ଓ ଟୋଙ୍କ ଠାରେ ଶିଳାନ୍ୟାସ ହୋଇଛି । ଏହାଛଡ଼ା ଉଦୟପୁର, ବାଂଶୱାରା, ପ୍ରତାପଗଡ଼ ଓ ଡୁଙ୍ଗରପୁର ଠାରେ ଜିଲ୍ଲାରେ ଛଅଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟନ ହୋଇଥିବା ବେଳେ ଯୋଧପୁରର ଟିଭ୍ରୀ ଠାରେ ମଧ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ପ୍ରଧାନମନ୍ତ୍ରୀ କରିଛନ୍ତି ।ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ପିଏମଓର ଟୁଇଟ୍
July 27th, 10:46 am
ରାଜସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକର ଗସ୍ତରେ ଆସିଛନ୍ତି ।Prime Minister interacts with BJP Karyakartas from five Lok Sabha seats
November 03rd, 06:53 pm
The Prime Minister Narendra Modi, today interacted with BJP booth workers from Bulandshahr, Kota, Korba, Sikar and Tikamgarh Lok Sabha constituencies, through video conferencing. The interaction was sixth in the series of ‘Mera Booth Sabse Mazboot’ program.