ଜାତୀୟ ମାନଚିତ୍ରରେ ଶ୍ରାବସ୍ତିକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ପ୍ରୟାସ ଚାଲିଛି: ୟୁପିର ଶ୍ରାବସ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ
May 22nd, 12:45 pm
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁପିର ଶ୍ରାବସ୍ତିରେ ନିଜର ସ୍ୱତନ୍ତ୍ର ଉପସ୍ଥିତି ଜାହିର କରିଥିଲେ ଏବଂ ବିରୋଧୀଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ 'ବିକଶିତ ଉତ୍ତରପ୍ରଦେଶ' ପାଇଁ ତାଙ୍କର ଅତୁଟ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରର ଉନ୍ନତି ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ।ଆଜି ବିଶ୍ୱ ସ୍ତରରେ ଭାରତର ମର୍ଯ୍ୟାଦା ଓ ସମ୍ମାନ ଯଥେଷ୍ଟ ବୃଦ୍ଧି ପାଇଛି: ବସ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ
May 22nd, 12:35 pm
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁପିର ବସ୍ତିରେ ନିଜର ସ୍ୱତନ୍ତ୍ର ଉପସ୍ଥିତି ଜାହିର କରିବା ସହ ବିରୋଧୀଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ 'ବିକଶିତ ଉତ୍ତରପ୍ରଦେଶ' ପାଇଁ ତାଙ୍କର ଅତୁଟ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରର ଉନ୍ନତି ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ।ୟୁପିର ବସ୍ତି ଏବଂ ଶ୍ରାବସ୍ତୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରବଳ ଜନସମାଗମ
May 22nd, 12:30 pm
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୟୁପିର ବସ୍ତି ଓ ଶ୍ରାବସ୍ତିରେ ନିଜର ସ୍ୱତନ୍ତ୍ର ଉପସ୍ଥିତି ଜାହିର କରିବା ସହ ବିରୋଧୀଙ୍କ ବିରୋଧରେ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ 'ବିକଶିତ ଉତ୍ତରପ୍ରଦେଶ' ପାଇଁ ତାଙ୍କର ଅତୁଟ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରର ଉନ୍ନତି ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଅନୁରୋଧ କରିଥିଲେ ।Those who have a history of taking commissions in defence deals cannot strengthen the country: PM Modi in Basti
February 27th, 12:44 pm
Prime Minister Narendra Modi today addressed public meetings in Basti & Deoria, Uttar Pradesh. PM Modi started his address by highlighting the martyrdom day of Chandrashekhar Azad, he further said, “Yesterday, on the completion of three years of Balakot airstrike, the country also remembered the valour of its Air Force.”PM Modi addresses public meetings in Basti & Deoria, Uttar Pradesh
February 27th, 12:05 pm
Prime Minister Narendra Modi today addressed public meetings in Basti & Deoria, Uttar Pradesh. PM Modi started his address by highlighting the martyrdom day of Chandrashekhar Azad, he further said, “Yesterday, on the completion of three years of Balakot airstrike, the country also remembered the valour of its Air Force.”ଉତ୍ତରପ୍ରଦେଶରେ ନଅଟି ମେଡିକାଲ କଲେଜର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 25th, 10:31 am
ଉତ୍ତର ପ୍ରଦେଶର ରାଜ୍ୟାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, ୟୁପିର ଯଶସ୍ୱୀ ଏବଂ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, ମଞ୍ଚ ଉପରେ ବିରାଜମାନ ୟୁପି ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଅନ୍ୟ ଯେଉଁ ସ୍ଥାନମାନଙ୍କରେ ମେଡିକାଲ କଲେଜ ସ୍ଥାପିତ ହୋଇଛି, ସେଠାରେ ଉପସ୍ଥିତ ୟୁପି ସରକାରଙ୍କ ମନ୍ତ୍ରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଂସଦଗଣ, ବିଧାୟକ, ଅନ୍ୟ ଜନପ୍ରତିନିଧି, ଆଉ ମୋର ପ୍ରିୟ ଭାଇ ଓ ଭଉଣୀମାନେ,ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରରେ ୯ ଟି ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି
October 25th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗରରେ ୯ ଟି ମେଡିକାଲ କଲେଜ ଉଦଘାଟନ କରିଛନ୍ତି । ଏହି ନଅଟି ମେଡିକାଲ କଲେଜ ସିଦ୍ଧାର୍ଥନଗର, ଏଟା, ହାରଦୋଇ, ପ୍ରତାପଗଡ, ଫତେପୁର, ଦେଓରିଆ, ଘାଜିପୁର, ମିର୍ଜାପୁର ଏବଂ ଜଉନପୁର ଜିଲ୍ଲାରେ ଅଛି । ଏହି ଅବସରରେ ଉତ୍ତରପ୍ରଦେଶର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୫ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବା ସହିତ ପ୍ରଧାନ ମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା (ପିଏମ୍ଏଏସ୍ବିୱାଇ)ର ଶୁଭାରମ୍ଭ କରିବେ
October 24th, 02:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅକ୍ଟୋବର, ୨୦୨୧ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ସିଦ୍ଧାର୍ଥନଗରରେ ପ୍ରାୟ ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ନଅଟି ମେଡିକାଲ କଲେଜକୁ ଉଦ୍ଘାଟନ କରିବେ । ଏହା ପରେ, ବାରଣାସୀରେ ପ୍ରାୟ ଅପରାହ୍ନ ୧.୧୫ ରେ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନାର ଶୁଭାରମ୍ଭ କରିବେ । ସେ ବାରାଣାସୀ ପାଇଁ ୫୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।