କର୍ଣ୍ଣାଟକର ହୁବଲୀ ଠାରେ ୨୬ତମ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
January 12th, 04:30 pm
କର୍ଣ୍ଣାଟକର ଏହି କ୍ଷେତ୍ର ନିଜର ପରମ୍ପରା; ସଂସ୍କୃତି ଏବଂ ଜ୍ଞାନ ପାଇଁ ପ୍ରସିଦ୍ଧ ଅଟେ । ଏଠିକାର ଅନେକ ବ୍ୟକ୍ତିତ୍ୱମାନଙ୍କୁ ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏହି କ୍ଷେତ୍ର ଦେଶକୁ ସବୁଠାରୁ ବଡ଼ ବଡ଼ ମହାନ ସଂଗୀତକାରମାନଙ୍କୁ ଦେଇଛି । ପଣ୍ଡିତ ଗନ୍ଧର୍ବ, ପଣ୍ଡିତ ବସବରାଜ ରାଜଗୁରୁ, ପଣ୍ଡିତ ମଲ୍ଲିକାର୍ଜୁନ ମାନସୁର, ଭାରତ ରତ୍ନ ପଣ୍ଡିତ ଭୀମସେନ ଜୋଶୀ ଏବଂ ପଣ୍ଡିତା ଗଙ୍ଗୁବାଈ ହଙ୍ଗଲ ଜୀଙ୍କୁ ମୁଁ ଆଜି ହୁବଲୀର ଧରିତ୍ରରେ ପ୍ରଣାମ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି ।କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 12th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ଆଦର୍ଶ, ଶିକ୍ଷା ଓ ଯୋଗଦାନକୁ ସମ୍ମାନ ଜଣାଇବା କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ। ଚଳିତ ବର୍ଷ ଜାତୀୟ ଯୁବ ମହୋତ୍ସବର ବିଷୟବସ୍ତୁ ରହିଛି – ‘ବିକଶିତ ଯୁବା-ବିକଶିତ ଭାରତ’। ମହୋତ୍ସବରେ ଦେଶର ସବୁ ପ୍ରାନ୍ତରୁ ବିବିଧ ସଂସ୍କୃତିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଲାଗି ପ୍ରୟାସ କରାଯାଇଛି। ଏଥିରେ ଯୋଗ ଦେଇଥିବା ଯୁବ ପ୍ରତିଯୋଗୀମାନେ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ନେଇ ଏକତ୍ରିତ ହୋଇଛନ୍ତି ।ଛୋଟ ପ୍ରୟାସ ବଡ଼ ପରିବର୍ତ୍ତନ ଆଣିଥାଏ: ପ୍ରଧାନମନ୍ତ୍ରୀ ମୋଦୀ
September 26th, 11:30 am
ଆପଣମାନେ ଜାଣନ୍ତି ଯେ, ମାଘ ମାସ ଆସିଲେ ଆମ ଦେଶରେ ବହୁତ ଲୋକ ଗଙ୍ଗାମାତା କିମ୍ବା କୌଣସି ଅନ୍ୟ ନଦୀତଟରେ କଳ୍ପବାସ କରିଥାନ୍ତି । ଏବେ ତ ଆଉ ଏହି ପରମ୍ପରା ନାହିଁ, କିନ୍ତୁ ପୂର୍ବ ସମୟରେ ତ ଏଭଳି ପରମ୍ପରା ରହିଥିଲା ଯେ, ଘରେ ସ୍ନାନ କରିବା ସମୟରେ ମଧ୍ୟ ନଦୀମାନଙ୍କୁ ସ୍ମରଣ କରାଯାଉଥିଲା । ଆଜି ହୁଏତ ଏହା ବିଲୁପ୍ତ ହୋଇଯାଇଥାଇ ପାରେ କିମ୍ବା ନାମମାତ୍ର ଜୀବିତ ଥାଇପାରେ । କିନ୍ତୁ ଏହା ଏକ ବହୁତ ବଡ଼ ପରମ୍ପରା ଥିଲା ଯାହା ପ୍ରାତଃକାଳରେ ସ୍ନାନ ସମୟରେ ହିଁ ବିଶାଳ ଭାରତର ଯାତ୍ରା କରାଇ ଦେଉଥିଲା । ମାନସିକ ଯାତ୍ରା! ଦେଶର କୋଣ ଅନୁକୋଣରୁ ଯୋଡ଼ି ହେବାପାଇଁ ପ୍ରେରଣା ପ୍ରଦାନ କରୁଥିଲା । ଭାରତରେ ସ୍ନାନ କରିବା ସମୟରେ ଗୋଟିଏ ଶ୍ଳୋକ ଆବୃତ୍ତି କରିବାର ପରମ୍ପରା ରହିଆସିଛି ।Time for expansionism is over, this is the era of development: PM Modi
July 03rd, 02:37 pm
PM Narendra Modi visited Nimu, where he interacted with the valorous Jawans. PM Modi paid rich tributes to the martyred soldiers in the Galwan valley. The PM applauded the soldiers and said, Through display of your bravery, a clear message has gone to the world about India’s strength...Your courage is higher than the heights where you are posted today.PM visits Nimu in Ladakh to interact with Indian troops
July 03rd, 02:35 pm
PM Narendra Modi visited Nimu, where he interacted with the valorous Jawans. PM Modi paid rich tributes to the martyred soldiers in the Galwan valley. The PM applauded the soldiers and said, Through display of your bravery, a clear message has gone to the world about India’s strength...Your courage is higher than the heights where you are posted today.PM condoles the passing away of Lance Naik Hanumanthappa
February 11th, 01:40 pm
PM visits Lance Naik Hanumanthappa in hospital
February 09th, 04:20 pm
PM condoles the demise of soldiers in Siachen
February 04th, 08:58 pm