ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 04th, 09:28 am
ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ୯୫ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନେ ପକାଇଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
October 04th, 04:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଶ୍ରୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ପୂଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
March 30th, 09:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ପୂଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
October 04th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଅଭିଭାଷଣ ସେୟାର କରିଛନ୍ତି ଯେଉଁଥିରେ ସେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ମହାନତା ବିଷୟରେ କହିଛନ୍ତି ।ଗୁଜରାଟର ଭୁଜଠାରେ ଦେଶକୁ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳ ଲେଖା
August 28th, 11:54 am
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଜୀ, ସଂସଦରେ ମୋର ସାଥୀ ଏବଂ ଗୁଜରାଟ ଭାଜପାର ଅଧ୍ୟକ୍ଷ ଶ୍ରୀମାନ ସି ଆର ପାଟିଲ ଜୀ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ ଏବଂ ବିଧାୟକଗଣ ତଥା ଏଠାରେ ଭାରୀ ସଂଖ୍ୟାରେ ଆସିଥିବା କଚ୍ଛର ମୋର ଆଦରର ଭଉଣୀ ଓ ଭାଇମାନେ!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭୁଜରେ ୪୪ଠଠ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
August 28th, 11:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୦୮-୨୦୨୨) ୪୪ଠଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଭୁଜରେ କରିଛନ୍ତି । ପୂର୍ବରୁ ସେ ମଧ୍ୟ ସ୍ମୃତି ବନ ସ୍ମାରକୀ ଭୁଜ୍ ଜିଲ୍ଲାରେ ଉଦଘାଟନ କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମୃତି ବନ ସ୍ମାରକୀ, ଭୁଜ ଓ ଅଞ୍ଜାରର ବନର ବାଲ ସ୍ମାରକୀ କଚ୍ଛ ଗୁଜରାଟ ଓ ସମଗ୍ର ଦେଶର ଯନ୍ତ୍ରଣାକୁ ବହନ କରିଥାଏ । ଯେତେବେଳେ ଅଞ୍ଜାର ସ୍ମାରକୀ କଥା ଉଠିଲା ଓ ସେବା ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ କରାଇବାକୁ ସଂକଳ୍ପ ନିଆଗଲା ସେ ତା’ର ସ୍ମୃତି ଚାରଣ କରିଥିଲେ । ପ୍ରଳୟଙ୍କରୀ ଭୂମିକମ୍ପରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ସ୍ମୃତିରେ ଏକ ଦୁଃଖଦ ହୃଦୟର ସହ ଏହି ସ୍ମାରକୀ ନିର୍ମିତ ହୋଇଥିଲା । ସେ ମଧ୍ୟ ଜନସାଧାରଣଙ୍କୁ ଆଜିର ହାର୍ଦ୍ଦିକ ସ୍ୱାଗତ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ତାଙ୍କ ହୃଦୟରେ ଅନେକ ଆବେଗକୁ ଆଜି ମନେ ପକାଇ ସେ କହିଥିଲେ ଯେ ଆମମାନଙ୍କ ଠାରୁ ବିଦାୟ ନେଇ ଯାଇଥିବା ମହାନ ଆତ୍ମାଙ୍କ ଉଦେଶ୍ୟରେ ସମର୍ପିତ ସ୍ମୃତି ବନ ସ୍ମାରକୀ ମଧ୍ୟ ୯/୧୧ ହିରୋସୀମା ସ୍ମାରକୀର ସମତୁଲ । ସେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ଏହି ସ୍ମାରକୀ ପରିଦର୍ଶନ କରିବାକୁ କହିଥିଲେ ।ଶ୍ୟାମଜୀ କ୍ରିଷ୍ଣା ବର୍ମାଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 30th, 09:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ୟାମଜୀ କ୍ରିଷ୍ଣା ବର୍ମାଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 04th, 10:39 am
ଜୟନ୍ତୀ ଅବସରରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ୨୦୦୩ରେ ତାଙ୍କ ଚିତାଭସ୍ମ ସ୍ୱିଜରଲ୍ୟାଣ୍ଡରୁ ଭାରତ ଅଣାଯିବା ଓ ୨୦୧୫ରେ ଇଂଲଣ୍ଡ ନିକଟରୁ ମରଣୋତ୍ତର ପୁନଃସ୍ଥାପନ ପ୍ରମାଣପତ୍ର ମିଳିବା କଥା ସେ ମନେ ପକାଇଥିଲେ ।ଭାରତୀୟ ସ୍ୱାଧୀନତା ସଂଗ୍ରାମ (1857-1947) ଶହୀଦଙ୍କ ଶବ୍ଦାବଳି ଉନ୍ମୋଚିତ
March 07th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଶହୀଦଙ୍କ ଶବ୍ଦାବଳୀ ଲୋକ କଲ୍ୟାଣ ମାର୍ଗ, ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚନ କରିଛନ୍ତି ।ଜୟନ୍ତୀ ଅବସରରେ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 04th, 10:46 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।PM Modi remembers Shyamji Krishna Varma on his Punyatithi
March 30th, 09:00 am
PM Narendra Modi remembered Shyamji Krishna Varma on his Punyatithi and paid tribute to him. The PM tweeted, Remembering the great Shyamji Krishna Varma on his Punya Tithi. India will never forget his rich contribution towards freeing our nation.Social Media Corner 4th October
October 04th, 07:30 pm
Your daily does of governance updates from Social Media. Your tweets on governance get featured here daily. Keep reading and sharing!A tribute to Shyamji Krishna Varma
October 03rd, 08:24 pm
Shri Narendra Modi has always considered Shyamji Krishna Varma as one of his ideals and has sought to preserve his legacy in the hearts and minds of a billion Indians. In 2015, Shri Modi, during his visit to the UK, was handed over with the certificate of Shyamji Krishna Varma's reinstation at Inner Temple. In December 2015, Shri Modi handed over certificate of Shyamji Krishna Varma’s posthumous reinstatement to the bar, to then Gujarat CM, Smt. Anandiben Patel.PM hands over certificate of Shyamji Krishna Varma’s posthumous reinstatement to the bar, to Gujarat CM
December 18th, 03:44 pm
PM salutes Shyamji Krishna Varma, on his birth anniversary
October 04th, 02:00 pm
Shri Narendra Modi pays tributes to Shyamji Krishna Varma on his birth anniversary
October 04th, 07:35 pm
Shri Narendra Modi pays tributes to Shyamji Krishna Varma on his birth anniversaryHon'ble CM dedicates 'Kranti Teerth' as a memorial to Shyamji Krishna Verma
December 13th, 09:46 am
Hon'ble CM dedicates 'Kranti Teerth' as a memorial to Shyamji Krishna Verma