ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରରେ ସ୍ୱେଡାଗୋନ ପଗୋଡା ପରିଦର୍ଶନ କଲେ

September 07th, 09:53 am

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମିଆଁମାରରେ ସ୍ୱେଡାଗୋନ ପଗୋଡା ପରିଦର୍ଶନ କଲେ । 2500 ବର୍ଷ ପୁରୁଣା ପଗୋଡାକୁ ମିଆଁମାରର ସାଂସ୍କୃତିକ ଐତିହ୍ୟର ଶିଖର ବୋଲି ବିଚାର କରାଯାଏ ।