Let us work together and create India of Mahatma Gandhi's dreams: PM Modi
June 29th, 06:43 pm
PM Narendra Modi attended centenary year celebrations of Sabarmati Ashram in Gujarat. Speaking at the event, he said Mahatma Gandhi’s thoughts inspired us even today to mitigate the challenges the world was facing.ଅହମ୍ମଦାବାଦ ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
June 29th, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ସମ୍ମୁଖିନ ହେଉଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାର ଶକ୍ତି ମହାତ୍ମାଗାନ୍ଧୀଙ୍କ ବିଚାରରେ ରହିଛି ।ସେ କହିଥିଲେ ଯେ ଇତିହାସ ସହିତ ଯୋଡ଼ି ହୋଇ ରହିବା ଏକ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ 150ତମ ଜନ୍ମବାର୍ଷିକୀରେ ତାଙ୍କ ଯୋଗଦାନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜୀବନୀ ଏବଂ ବିଚାରଧାରା ଉପରେ ଅଧିକ ଶୈକ୍ଷିକ ଅନୁସନ୍ଧାନ କରିବା ଲାଗି ଆହ୍ୱାନ କରିଥିଲେ ।ଗୁଜରାଟରେ ସାବରମତୀ ଆଶ୍ରମ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ
June 29th, 11:26 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି ଏବଂ ମହାତ୍ମାଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ।ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଗୁଜରାଟ ଗସ୍ତ
June 28th, 07:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 29 ଠାରୁ ଜୁନ 30, 2017 ପର୍ଯ୍ୟନ୍ତ ଗୁଜରାଟ ଗସ୍ତରେ ଯିବେ । ଏ ସମ୍ପର୍କରେ କ୍ରମାଗତ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାବନା ନିମ୍ନମତେ ବ୍ୟକ୍ତ କରିଛନ୍ତି । “ଆସନ୍ତା କାଲିଠାରୁ ଦୁଇ ଦିନ ପାଇଁ ମୁଁ ଗୁଜରାଟ ଗସ୍ତରେ ଯିବି । ଏହି ଅବସରରେ ମୁଁ ଅହମ୍ମଦାବାଦ, ରାଜକୋଟ, ମୋଦାସା ଏବଂ ଗାନ୍ଧୀନଗରଠାରେ ଆୟୋଜିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବି । ପ୍ରଥମ କାର୍ଯ୍ୟକ୍ରମ ସାବରମତୀ ଆଶ୍ରମରେ ଅନୁଷ୍ଠିତ ହେବ । ସାବରମତୀ ଆଶ୍ରମ ପ୍ରତିଷ୍ଠାର ଶତାବ୍ଦୀ ସମାରୋହ ଅଂଶବିଶେଷ ସ୍ୱରୂପ ସେ ଏଥିରେ ଯୋଗଦାନ କରିବେ ।