ଶ୍ରୀ ରାମ ଚନ୍ଦ୍ର ମିଶନର ୭୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ
February 16th, 05:01 pm
ଶ୍ରୀରାମଚନ୍ଦ୍ର ମିଶନର 75ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସୁସ୍ଥତା, ନିରାମୟତା, ଆଧ୍ୟାତ୍ମିକତାର ଯଥାର୍ଥ ଭାବନା ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି । ଯୋଗକୁ ଲୋକପ୍ରିୟ କରିବା ଦିଗରେ ମିଶନ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦ୍ରୁତ ଗତିଶୀଳ ଏବଂ ମାନସିକ ଚାପଗ୍ରସ୍ତ ଜୀବନ ଯୋଗୁଁ ମଣିଷ ନାନାପ୍ରକାର ଜୀବନ ଶୈଳୀଗତ ବ୍ୟାଧିର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ଏସବୁରୁ ରକ୍ଷା ପାଇବା ପାଇଁ ଯୋଗ ଏକ ସହଜ ମାର୍ଗ ଏବଂ ଏହାକୁ ମାଧ୍ୟମ କରି ସମଗ୍ର ବିଶ୍ୱ ସୁସ୍ଥ ଓ ନିରାମୟ ରହିପାରିବ ।ଶ୍ରୀରାମଚନ୍ଦ୍ର ମିଶନର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 16th, 05:00 pm
ଶ୍ରୀରାମଚନ୍ଦ୍ର ମିଶନର 75ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସୁସ୍ଥତା, ନିରାମୟତା, ଆଧ୍ୟାତ୍ମିକତାର ଯଥାର୍ଥ ଭାବନା ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି । ଯୋଗକୁ ଲୋକପ୍ରିୟ କରିବା ଦିଗରେ ମିଶନ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦ୍ରୁତ ଗତିଶୀଳ ଏବଂ ମାନସିକ ଚାପଗ୍ରସ୍ତ ଜୀବନ ଯୋଗୁଁ ମଣିଷ ନାନାପ୍ରକାର ଜୀବନ ଶୈଳୀଗତ ବ୍ୟାଧିର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ଏସବୁରୁ ରକ୍ଷା ପାଇବା ପାଇଁ ଯୋଗ ଏକ ସହଜ ମାର୍ଗ ଏବଂ ଏହାକୁ ମାଧ୍ୟମ କରି ସମଗ୍ର ବିଶ୍ୱ ସୁସ୍ଥ ଓ ନିରାମୟ ରହିପାରିବ ।