ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

January 21st, 09:20 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୩ ଶ୍ରୀ ରାମ ଭଜନ ସେୟାର କରିଛନ୍ତି ।

ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତି ଭଜନ ଏବଂ କଥାକୁ ସେୟାର କଲେ ପ୍ରଧାନମନ୍ତ୍ରୀ

January 20th, 09:27 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତିର ଭଜନ ଏବଂ କଥା ସେୟାର କରିଛନ୍ତି ।

ପ୍ରଭୁ ଶ୍ରୀରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି: ପ୍ରଧାନମନ୍ତ୍ରୀ

January 20th, 09:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି ।

ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

January 20th, 09:22 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମାୟଣର ଭାବୁକ ସବରୀ ଅଧ୍ୟାୟ ଉପରେ ମୈଥିଲି ଠାକୁର ଗାଇଥିବା ଗୀତ ସେୟାର କରିଛନ୍ତି ।

ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

January 19th, 01:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାରୁ ଶ୍ରୀ ରାମ ଭଜନ ସେୟାର କରିଛନ୍ତି ।

ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଭଜନ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

January 19th, 09:51 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋର ଭଜନ ସେୟାର କରିଛନ୍ତି । ଭଜନରେ ରାମାୟଣର ଚିରନ୍ତନ ବାର୍ତ୍ତା ରହିଛି ।

ସୁରେଶ ୱାଡେକରଙ୍କ ଏକ ଭକ୍ତି ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

January 19th, 09:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରେଶ ୱାଡେକର ଏବଂ ଆର୍ଯ୍ୟ ଆମ୍ବେଦକରଙ୍କ ଏକ ଭକ୍ତିଗୀତକୁ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ପୂରା ଦେଶ ରାମ ଭକ୍ତିରେ

ପ୍ରଧାନମନ୍ତ୍ରୀ ଭଗବାନ ଶ୍ରୀରାମଙ୍କ ଓଡ଼ିଆ ଭକ୍ତି ଭଜନ "ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ" ପୋଷ୍ଟ କରିଛନ୍ତି

January 18th, 11:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରୋଜ ରଥଙ୍କ ସଙ୍ଗୀତ ରଚନାରେ ନମିତା ଅଗ୍ରୱାଲ ଗାଇଥିବା ପ୍ରଭୁ ଶ୍ରୀରାମଙ୍କ ଉପରେ ଆଧାରିତ ଓଡ଼ିଆ ଭକ୍ତି ଭଜନ ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ ପୋଷ୍ଟ କରିଛନ୍ତି ।

ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ସଙ୍ଗୀତର ଶ୍ଲୋକ ସେୟାର କଲେ ପ୍ରଧାନମନ୍ତ୍ରୀ

January 17th, 08:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲତା ମଙ୍ଗେସକର ଗାଇଥିବା ଶ୍ରୀ ରାମ ରକ୍ଷା ଗୀତର ଶ୍ଲୋକ ‘ମାତା ରାମୋ ମାତାପିତା ରାମଚନ୍ଦ୍ର’ ସେୟାର କରିଛନ୍ତି ।

କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ଉଜାଗର କରିଥାଏ: ପ୍ରଧାନମନ୍ତ୍ରୀ

January 16th, 09:29 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କନଡ଼ରେ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ପ୍ରସ୍ତୁତି ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ସମର୍ପଣ ଭାବନାକୁ ସୁନ୍ଦରତାର ସହ ଉଜାଗର କରିଥାଏ । ଶ୍ରୀ ମୋଦୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ଦ୍ୱାରା କନଡ଼ରେ ଗାନ କାଯାଇଥିବା ପ୍ରଭୁ ଶ୍ରୀ ରାମଙ୍କ ଭଜନ ଭିଡିଓକୁ ସେୟାର କରିଛନ୍ତି ଏବଂ କହିଛନ୍ତି ଏପରି ପ୍ରୟାସ ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ କରିବାରେ ବେଶ୍ ସହାୟକ ହେବ ।

ଦିବ୍ୟା କୁମାର ଗାଇଥିବା ଭକ୍ତି ଭଜନ "ହର ଘର ମନ୍ଦିର ହର ଘର ଉତ୍ସବ" ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

January 13th, 11:12 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା କୁମାର ଗାଇଥିବା , ସିଦ୍ଧାର୍ଥ ଅମିତ ଭବସାର ରଚନା କରିଥିବା ଭକ୍ତି ଭଜନ ହର ଘର ମନ୍ଦିର ହର ଘର ଉତ୍ସବ କୁ ପୋଷ୍ଟ କରିଛନ୍ତି । ଶହ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟା ଧାମରେ ଶୁଭ ମୁହୂର୍ତ୍ତ ପାଖେଇ ଆସିଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଏହି ପବିତ୍ର ଅବସରରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସବୁଠି ଭଗବାନ ରାମଙ୍କ ନାମ ଗୁଞ୍ଜରିତ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଓସମାନ ମୀର ଗାଇଥିବା ଭକ୍ତି ଭଜନ "ଶ୍ରୀ ରାମଜୀ ପଧାରେ" କୁ ସେୟାର କରିଛନ୍ତି

January 10th, 09:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓସମାନ ମୀର ଗାଇଥିବା, ଓମ୍ ଦାବେ ଏବଂ ଗୌରାଙ୍ଗ ପାଳଙ୍କ ଦ୍ୱାରା ରଚିତ ସଙ୍ଗୀତ ଭକ୍ତି ଭଜନ ଶ୍ରୀ ରାମଜୀ ପଧାରେ କୁ ଶେୟାର କରିଛନ୍ତି ।

ହରିହରନ୍ ଗାଇଥିବା ଭକ୍ତି ଭଜନ "ସବନେ ତୁମ୍‌ହେଁ ପୁକରା ଶ୍ରୀରାମ ଜୀ" କୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

January 09th, 09:18 am

ଉଦୟ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହରିହରନ ଗାଇଥିବା ଭକ୍ତି ଭଜନ ସବନେ ତୁମ୍‌ହେଁ ପୁକାରା ଶ୍ରୀରାମ ଜୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି ।

ବିକାଶ ଗାଇଥିବା ଭକ୍ତି ଭଜନ "ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ" ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

January 08th, 10:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକାଶ ଗାଇଥିବା ଏବଂ ମହେଶ କୁକ୍ରେଜାଙ୍କ ଦ୍ୱାରା ପ୍ରସ୍ତୁତ ଭକ୍ତି ଭଜନ ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ ସେୟାର କରିଛନ୍ତି।

ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କଲେ ପ୍ରଧାନମନ୍ତ୍ରୀ

January 07th, 09:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା, ମୌଲିକ ମେହତାଙ୍କ ଦ୍ୱାରା ରଚିତ ଏବଂ ସୁନୀତା ଯୋଶୀ(ପାଣ୍ଡ୍ୟା)ଙ୍କ ଦ୍ୱାରା ସଂଯୋଜିତ ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କରିଛନ୍ତି ।

ସ୍ୱସ୍ତିଙ୍କ ଭଜନ ହୃଦୟକୁ ଭାବନାରେ ଭରିଦେବ: ପ୍ରଧାନମନ୍ତ୍ରୀ

January 06th, 09:59 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱସ୍ତି ମେହୁଲଙ୍କ ଏକ ଭଜନ ‘ରାମ ଆଏଙ୍ଗେ’କୁ ସେୟାର କରିଛନ୍ତି ।

ଭଗବାନ ରାମଙ୍କ ଭକ୍ତି ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

January 05th, 01:09 pm

ପାୟଲ ଦେବଙ୍କ ଦ୍ୱାରା ରଚିତ, ମନୋଜ ମୁନ୍ତାଶିରଙ୍କ ଦ୍ୱାରା ଲିଖିତଏବଂ ଜୁବିନ ନୌଟିଅଲ ଗାଇଥିବା ଭଗବାନ ରାମଙ୍କ ଭକ୍ତି ଭଜନକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ସ୍ୱାଗତକୁ ନେଇ ସମଗ୍ର ଦେଶ ଖୁସି: ପ୍ରଧାନମନ୍ତ୍ରୀ

January 04th, 12:09 pm

ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କୁ ସ୍ୱାଗତ କରିବା ଲାଗି ସଭିଏଁ ବିଭିନ୍ନ ଉପାୟରେ ନିଜର ଭାବନା ପ୍ରକାଶ କରୁଛନ୍ତି । ସମଗ୍ର ଦେଶ ଉତ୍ସାହିତ ଏବଂ ଶ୍ରଦ୍ଧାଳୁମାନେ ଏହି ଶୁଭଦିନ ଉପଲକ୍ଷେ ରାମଲାଲାଙ୍କ ଭକ୍ତିରେ ବୁଡ଼ି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଶ୍ରୀ ରାମଲଲାଙ୍କୁ ସ୍ୱାଗତ କରିବା ପାଇଁ ସ୍ୱାତୀ ମିଶ୍ରଙ୍କ ଭକ୍ତି ଭଜନ ବେଶ୍ ମନ୍ତ୍ରମୁଗ୍ଧକର: ପ୍ରଧାନମନ୍ତ୍ରୀ

January 03rd, 08:07 am

ଶ୍ରୀ ରାମ ଲଲାଙ୍କ ସ୍ୱାଗତ ପାଇଁ ସ୍ୱାତୀ ମିଶ୍ର କଣ୍ଠଦାନ କରିଥିବା ଭକ୍ତି ଭଜନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି । ଏହି ଭଜନ ବେଶ୍ ମନ୍ତ୍ରମୁଗ୍ଧକର ବୋଲି ଶ୍ରୀ ମୋଦୀ କହିଛନ୍ତି ।

#ShriRamBhajan ବ୍ୟବହାର କରି ନିଜର ରଚନା, କବିତା ଓ ଭଜନ ସେୟାର କରନ୍ତୁ

December 31st, 02:52 pm

ଡିସେମ୍ବର 31 ରେ 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ଦେଶରେ ଦେଖାଦେଇଥିବା ଉତ୍ସାହ ଓ ଉଦ୍ଦୀପନା ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀରାମ ଓ ଅଯୋଧ୍ୟାକୁ ସମର୍ପିତ ନୂଆ ନୂଆ ଗୀତ, ଭଜନ ଓ କବିତା ରଚନା ସହ ବିଭିନ୍ନ ଉପାୟରେ ଲୋକେ ନିଜ ଭାବନା ଓ ଭକ୍ତିକୁ ପ୍ରକାଶ କରୁଛନ୍ତି। ପ୍ରଧାନମନ୍ତ୍ରୀ #ShriRamBhajan ବ୍ୟବହାର କରି ସୋସିଆଲ ମିଡିଆରେ ନିଜର କଳାତ୍ମକ ଅବଦାନକୁ ସେୟାର କରିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।