People's hearts in Ayodhya as big as Prabhu Shri Ram, says PM as he holds a spectacular roadshow
May 05th, 07:45 pm
After praying to Prabhu Shri Ram at the Ramjanmabhoomi Teerth Kshetra in Ayodhya, Prime Minister Narendra Modi held a spectacular roadshow in the iconic city of Uttar Pradesh. People's hearts in Ayodhya as big as Prabhu Shri Ram, PM Modi wrote on social media platform 'X'.ଶ୍ରୀରାମ ମନ୍ଦିର ଉପରେ ସ୍ବତନ୍ତ୍ର ଡାକଟିକଟ ଏବଂ ଏକ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
January 18th, 02:10 pm
ଆଜି ଶ୍ରୀରାମ ମନ୍ଦିର ପ୍ରାଣ-ପ୍ରତିଷ୍ଠା ସମାରୋହ ସହ ଜଡ଼ିତ ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମରେ ଯୋଡ଼ି ହେବାର ସୌଭାଗ୍ୟ ମିଳିଛି। ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ସମର୍ପିତ ୬ଟି ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରାଯିବା ସହ ବିଶ୍ୱର ଭଗବାନ ଶ୍ରୀରାମଙ୍କୁ ସମର୍ପିତ ଡାକ ଟିକଟର ଏକ ଆଲବମ୍ ଉନ୍ମୋଚନ କରାଯାଇଛି । ମୁଁ ଦେଶ ବିଦେଶରେ ଥିବା ଭଗବାନ ଶ୍ରୀରାମଙ୍କ ସମସ୍ତ ଭକ୍ତତଥା ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଛଅଟି ଡାକଟିକଟ ଉନ୍ମୋଚିତ
January 18th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮.୦୧.୨୦୨୪) ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ଉତ୍ସର୍ଗ କରାଯାଇଥିବା ଛଅଟି ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟର ଉନ୍ମୋଚନ କରିଛନ୍ତି । ଏଥିସହ ଶ୍ରୀ ମୋଦୀ ପ୍ରଭୁ ରାମଙ୍କ ଉପରେ ବିଶ୍ୱର ଅନ୍ୟାନ୍ୟ ଦେଶରେ ପୂର୍ବରୁ ଉନ୍ମୋଚିତ ଡାକିଟକଟ ଉପରେ ଆଧାରିତ ଏକ ଆଲବମ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଭାରତ ଓ ଭାରତ ବାହାରେ ରହୁଥିବା ସମସ୍ତ ରାମଭକ୍ତଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 25th, 08:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ଭେଟିଛନ୍ତି । ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା (ପ୍ରାଣ ପ୍ରତିଷ୍ଠା) ପାଇଁ ସେମାନେ ଶ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ।ହର ଘର ତ୍ରିରଙ୍ଗା ଅଭିଯାନ ପ୍ରତି ଆଗ୍ରହର ବହୁ ଦୃଷ୍ଟାନ୍ତ ଶେୟାର କଲେ ପ୍ରଧାନମନ୍ତ୍ରୀ
August 14th, 02:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ପାଳନର ବହୁ ଉଦାହରଣ ଶେୟାର କରିଛନ୍ତି ।ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଜନ୍ମ ଶତବାର୍ଷିକୀ ପୂରଣ ଅବସରରେ ସ୍ୱତନ୍ତ୍ର 100 ଟଙ୍କିଆ ମୁଦ୍ରା ଉନ୍ମୋଚନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 12th, 11:01 am
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀଗଣ, ଭିନ୍ନ-ଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଗଣ, ଦେଶ-ବିଦେଶରୁ ରାଜମାତା ବିଜୟାରାଜେ ସିନ୍ଧିଆ ମହାଶୟାଙ୍କ ସହିତ ଜଡିତ ପ୍ରଶଂସକ ଏବଂ ପରିବାରର ସଦସ୍ୟଗଣ, ସେମାନଙ୍କର ସ୍ନେହୀ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ଅବସରରେ 100 ଟଙ୍କିଆ ସ୍ଵତନ୍ତ୍ର ସ୍ମାରକୀ ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ
October 12th, 11:00 am
ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ରାଜମାତାଙ୍କୁ ଏହି ଅବସରରେ ଶ୍ରୀ ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି । ରାଜମାତାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର 100 ଟଙ୍କିଆ ସ୍ମାରକୀ ଉନ୍ମୋଚନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।Ram Temple will unify the entire nation, says PM Modi in Ayodhya
August 05th, 01:21 pm
Prime Minister Narendra Modi said the process of construction of Ram Temple will unify the entire nation. He said the historic moment is a proof of the resolve of crores of devotees of Ram.In Ayodhya, PM Modi remembers untiring efforts of everyone associated with Ram Mandir movement
August 05th, 01:18 pm
After the Bhoomi Pujan of the Ram Janmabhoomi Temple in Ayodhya, PM Narendra Modi remembered the sacrifices and untiring efforts of each and everyone associated with the Ram Mandir movement. He bowed to them and remarked, “This day is a symbol of their resolve, their sacrifices and determination. During the Ram Mandir movement, there was dedication, there were challenges but also there was resolution.”ଆସନ୍ତାକାଲି ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ
August 04th, 07:07 pm
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ ।