ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆଇଟିଆଇର କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳପାଠ
September 17th, 04:54 pm
ଏକବିଂଶ ଶତାଦ୍ଦୀରେ ଆଗକୁ ବଢୁଥିବା ଆମ ଦେଶରେ ଆଜି ଏକ ନୂତନ ଇତିହାସ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ଆଇଟିଆଇର ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ କୌଶଳ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଛି । ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭର୍ଚୁଆଲ ମାଧ୍ୟମରେ ଆମ ସହ ଯୋଡି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ କୌଶଳ ଦୀକ୍ଷାନ୍ତ ସମାରୋହ ଅବସରରେ ଅନେକ ଅନେକ ଶୁଭକାମନା ଜଣାଉଛି ଏବଂ ଆଜି ଏକ ଖୁବ ଭଲ ସମୟ । ଆଜି ଭଗବାନ ବିଶ୍ୱକର୍ମାଙ୍କର ମଧ୍ୟ ଜୟନ୍ତୀ ଅଟେ । ଏହି କୌଶଳ ଦୀକ୍ଷାନ୍ତ ସମାରୋହ, ନିଜର କୌଶଳର ନବ ନିର୍ମାଣ ପଥରେ ଆପଣମାନଙ୍କର ପ୍ରଥମ ପଦକ୍ଷେପ, ଏବଂ ବିଶ୍ୱକର୍ମା ଜୟନ୍ତୀର ପୁଣ୍ୟ ଅବସର! କେତେ ଅଦ୍ଭୁତ ସଂଯୋଗ ଅଟେ । ମୁଁ ବିଶ୍ୱାସର ସହ କହିପାରିବି ଯେ ଆପଣମାନଙ୍କର ଏହି ପ୍ରାରମ୍ଭ ଯେତିକି ସୁଖଦ ଅଟେ, ଆପଣମାନଙ୍କର ଆଗାମୀ କାଲିର ଯାତ୍ରା ମଧ୍ୟ ସେତିକି ହିଁ ସୃଜନାତ୍ମକ ହେବ । ଆପଣମାନଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।ବିଶ୍ୱକର୍ମା ଜୟନ୍ତୀ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ କୌଶଳ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
September 17th, 03:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ ବାର୍ତ୍ତା ଜରିଆରେ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ନୂଆଦିଲ୍ଲୀରେ କର୍ତବ୍ୟ ପଥର ଉଦଘାଟନତ୍ତଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
September 08th, 10:41 pm
ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶର ଦୃଷ୍ଟି ନିବିଦ୍ଧ ରହିଛି, ସମସ୍ତ ଦେଶବାସୀ ଏବେ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଏହି ଐତିହାସିକ ମୁହୂର୍ତର ସାକ୍ଷୀ ପାଲଟୁଥିବା ସମସ୍ତ ଦେଶବାସୀଙ୍କୁ ମୁଁ ହୃଦୟରୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏହି ଐତିହାସିକ ମୁହୂର୍ତରେ ମୋ ସହ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ହରଦୀପ ପୁରୀ ଜୀ, ଶ୍ରୀ ଜୀ କିଶନ ରେଡ୍ଡୀ ଜୀ, ଶ୍ରୀ ଅର୍ଜୁନ ରାମ ମେଘୱାଲ ଜୀ, ଶ୍ରୀମତି ମିନାକ୍ଷୀ ଲେଖି ଜୀ, ଶ୍ରୀ କୌଶଲ କିଶୋର ଜୀ, ଆଜି ମୋ ସହ ମଧ୍ୟ ମଂଚ ଉପରେ ଉପସ୍ଥିତ ଅଛନ୍ତି । ଦେଶର ଅନେକ ମାନ୍ୟଗଣ୍ୟ ଅତିଥି ଗଣ, ସେମାନେ ମଧ୍ୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି ।PM inaugurates 'Kartavya Path' and unveils the statue of Netaji Subhas Chandra Bose at India Gate
September 08th, 07:00 pm
PM Modi inaugurated Kartavya Path and unveiled the statue of Netaji Subhas Chandra Bose. Kingsway i.e. Rajpath, the symbol of colonialism, has become a matter of history from today and has been erased forever. Today a new history has been created in the form of Kartavya Path, he said.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କଲେ ଟେକ୍ସଟାଇଲ ଇଣ୍ଡିଆ 2017 ପ୍ରଦର୍ଶନୀ
June 30th, 02:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ପ୍ରଥମ ବୈଶ୍ଵିକ ବସ୍ତ୍ର ପ୍ରଦର୍ଶନୀ-ଟେକ୍ସଟାଇଲ ଇଣ୍ଡିଆ 2017 ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ,ଭାରତୀୟ ବସ୍ତ୍ର ବିଶ୍ୱ ସ୍ତରରେ ଦେଶର କ୍ଷମତାକୁ ପ୍ରଦର୍ଶନ କରିଛି । ଶ୍ରୀ ମୋଦୀ କହିଲେ ଯେ , ବୟନ କ୍ଷେତ୍ର ରୋଜଗାରର ସୁଯୋଗ ଦେଇଛି ଏବଂ ଏପରିକି କୃଷି କ୍ଷେତ୍ର ପରେ ଏହା ଦ୍ୱିତୀୟ ସବୁଠୁ ବଡ ନିୟୋଜକ ।ସୋସିଆଲ ମିଡିଆ କର୍ଣ୍ଣର ମେ 28 2017
May 28th, 07:43 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Babasaheb’s Vision, Our Governance Mission
April 13th, 07:24 pm
Our nation is privileged to have been graced by the presence of many great men. Babasaheb Dr. B R Ambedkar stands tall as one of the greatest and most influential leaders. Babasaheb Dr. Amebdkar devoted his life and efforts towards bringing a positive difference in the lives of the poor, marginalised and lesser privileged.PM's Letter to Industrial Workers
April 07th, 07:16 pm
PM's Letter to Industrial WorkersText of Prime Minister Shri Narendra Modi’s Address during the launch of Pt. Deendayal Upadhyay Shramev Jayate Karyakram
October 16th, 04:17 pm
Text of Prime Minister Shri Narendra Modi’s Address during the launch of Pt. Deendayal Upadhyay Shramev Jayate KaryakramPM's remarks at the Pandit Deendayal Upadhyay Shramev Jayate Karyakram
October 16th, 01:30 pm
PM's remarks at the Pandit Deendayal Upadhyay Shramev Jayate Karyakram