ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସୁଟର ରମିତା, ମେହୁଲି ଘୋଷ ଏବଂ ଆଶି ଚୋକ୍ସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
September 24th, 11:17 pm
ଏସୀୟ କ୍ରୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ମହିଳା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସୁଟର ରମିତା, ମେହୁଲି ଘୋଷ ଏବଂ ଆଶି ଚୌକ୍ସିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଁ ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
September 24th, 11:13 pm
ଏସୀୟ କୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ମହିଳା (ବ୍ୟକ୍ତିଗତ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।ପ୍ରଧାନମନ୍ତ୍ରୀ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ବିଜେତା ଅଂଶୁ ମଲିକ୍ ଏବଂ ସରିତା ମୋରଙ୍କୁ ଅଭିନନ୍ଦନ ଜଣାଇଛନ୍ତି
October 10th, 08:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ଅଂଶୁ ମଲିକଙ୍କୁ ରୌପ୍ୟ ଏବଂ ସରିତା ମୋରଙ୍କୁ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ଜୁନିଅର ବିଶ୍ୱ ଚମ୍ପିୟନଶିପରେ ପଦକ ତାଲିକାର ଶୀର୍ଷରେ ଥିବାରୁ ଭାରତୀୟ ବନ୍ଧୁକ ଚାଳନା ଦଳକୁ ପ୍ରଶଂସା କରିଛନ୍ତି
October 10th, 08:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଟି ସ୍ୱର୍ଣ୍ଣ ପଦକ ସମେତ ୪୦ ଟି ପଦକ ସହ ଜୁନିଅର ବିଶ୍ୱ ବନ୍ଧୁକ ଚାଳନା ଚମ୍ପିଅନସିପରେ ପଦକ ତାଲିକାର ଶୀର୍ଷରେ ଥିବାରୁ ଭାରତୀୟ ସୁଟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଆସନ୍ତୁ ,ଆମେ ଆମର ଅନ୍ତର୍ମନର ଶକ୍ତିକୁ ଦେଶର ସାମୁହିକ ଶକ୍ତିରେ ପରିବର୍ତ୍ତନ କରିବା :ପ୍ରଧାନମନ୍ତ୍ରୀ ମୋଦୀ
April 29th, 11:30 am
ନିଜର 'ମନ କି ବାତ' କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ 2018 ରାଜ୍ୟଗୋଷ୍ଟି କ୍ରୀଡ଼ାରେ ଭାରତୀୟ ଖେଳାଳୀମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ,ଜଳ ସଂରକ୍ଷଣ ,ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ,ପୋଖରାନ ପରୀକ୍ଷଣର 20 ବର୍ଷ ଏବଂ ସମାଜର ଦୁର୍ବଳ ଶ୍ରେଣୀଙ୍କ ଉତ୍ଥାନ ଲାଗି ଡକ୍ଟର ବାବାସାହେବ ଆମ୍ୱେଦକରଙ୍କ ପ୍ରତିବଦ୍ଧତା ସମେତ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛ ଭାରତ ଗ୍ରୀଷ୍ମଛୁଟି ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମଧ୍ୟ ଆହ୍ୱାନ କରିଛନ୍ତି ।ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
April 08th, 11:14 am
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ ଆଇଏସଏସଫ ଜୁନିୟର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବା ଭାରତୀୟ ଖେଳାଳୀମାନଙ୍କ ପ୍ରଶଂସା କଲେ
April 01st, 03:23 pm
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଅଷ୍ଟ୍ରେଲିଆର ସିଡନୀରେ ହୋଇଥିବା ଆଇଏସଏସଫ ଜୁନିୟର ବିଶ୍ୱ କପରେ ଉତ୍ତମ ପ୍ରଦର୍ଶନ କରିଥିବା ଯୁବା ଭାରତୀୟ ଖେଳାଳୀମାନଙ୍କ ପ୍ରଶଂସା କରିଛନ୍ତି ଏବଂ ସୁଟରମାନଙ୍କ ପ୍ରଶଂସା କରି କହିଲେ, ସେମାନଙ୍କର ଉପଲବ୍ଧି ଉପରେ ପ୍ରତ୍ୟୋକ ଭାରତୀୟଙ୍କୁ ଗର୍ବ ।