ଶ୍ରୀମତୀ ଆବେଙ୍କୁୂ ଭେଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 06th, 08:51 pm
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିଞ୍ଜେ ଆବେଙ୍କ ପତ୍ନୀ ଶ୍ରୀମତୀ ଆବେଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ସାକ୍ଷାତକାର ସମୟରେ ଶ୍ରୀ ମୋଦୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତାଙ୍କର ମଧୁର ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଭାରତ-ଜାପାନ ଦୃଢ଼ ସମ୍ପର୍କ ଉପରେ ଆବେ ସାନଙ୍କ ଆସ୍ଥା ବିଷୟ ଉଲ୍ଲେଖ କରିଥିଲେ ।ମନ୍ କୀ ବାତ୍ ଉପରେ ଜାପାନ ଦୂତାବାସର ବାର୍ତ୍ତାର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ
May 03rd, 08:40 pm
ଭାରତରେ ଜାପାନ ଦୂତାବାସ ପକ୍ଷରୁ ମନ୍ କୀ ବାତର ୧୦୦ ତମ ଅଧ୍ୟାୟ ଉପରେ ଟୁଇଟ କରାଯାଇଥିଲା । ଏହି ଅବସରରେ ଜାପାନ ଦୂତାବାସ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଏକ ସନ୍ଦେଶକୁ ‘ମନ୍ କୀ ବାତ: ଏ ସୋସିଆଲ ରିଭୋଲ୍ୟୁସନ ଅନ୍ ରେଡିଓ’ ପୁସ୍ତକର ପ୍ରସ୍ତାବନାରେ ମନେ ପକାଇଥିଲା ।ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ
September 27th, 04:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓର ନିପନ୍ ବୁଡୋକାନରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ । ୨୦ ରୁ ଅଧିକ ରାଷ୍ଟ୍ର / ସରକାର ମୁଖ୍ୟଙ୍କ ସମେତ ୧୦୦ ରୁ ଅଧିକ ଦେଶର ପ୍ରତିନିଧୀ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିଥିଲେ ।ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ
September 27th, 12:57 pm
ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି । ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି । କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି । ତା’ଛଡ଼ା ଫେରିଯିବା ପରେ ଏମିତି ଏକ ଦୁଃଖଦ ଖବର ଶୁଣିବାର ପରିସ୍ଥିତି ଉପୁଜିବ ବୋଲି କେବେ କଳ୍ପନା ସୁଦ୍ଧା କରିପାରିନଥିଲି ।ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
September 27th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ । ଭାରତ-ଜାପାନ ସହଭାଗିତାକୁ ସୁଦୃଢ଼ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିକଳ୍ପନାକୁ ପୂର୍ଣ୍ଣ ରୂପ ଦେବା ଦିଗରେ ପରଲୋକଗତ ପ୍ରଧାନମନ୍ତ୍ରୀ ଆବେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ମରଣ କରିଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ଟୋକିଓରେ ପହଞ୍ଚିଛନ୍ତି
September 27th, 03:49 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ଟୋକିଓରେ ପହଞ୍ଚିଛନ୍ତି । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାର ସମାରୋହରେ ଯୋଗଦେବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ
September 26th, 06:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାଉଛନ୍ତି ।Our policy-making is based on the pulse of the people: PM Modi
July 08th, 06:31 pm
PM Modi addressed the first ‘Arun Jaitley Memorial Lecture’ in New Delhi. In his remarks, PM Modi said, We adopted the way of growth through inclusivity and tried for everyone’s inclusion. The PM listed measures like providing gas connections to more than 9 crore women, more than 10 crore toilets for the poor, more than 45 crore Jan Dhan accounts, 3 crore pucca houses to the poor.PM Modi addresses the first "Arun Jaitley Memorial Lecture" in New Delhi
July 08th, 06:30 pm
PM Modi addressed the first ‘Arun Jaitley Memorial Lecture’ in New Delhi. In his remarks, PM Modi said, We adopted the way of growth through inclusivity and tried for everyone’s inclusion. The PM listed measures like providing gas connections to more than 9 crore women, more than 10 crore toilets for the poor, more than 45 crore Jan Dhan accounts, 3 crore pucca houses to the poor.ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଦୁଃଖଦ ମୃତ୍ୟୁରେ ଦୁଃଖ ଓ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
July 08th, 04:42 pm
ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଦୁଃଖଦ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ଓ ଦୁଃଖ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ଶ୍ରୀ ଆବେଙ୍କ ସହ ସମ୍ପର୍କ ଓ ବନ୍ଧୁତାକୁ ସୂଚାଇବା ସହ ଭାରତ- ଜାପାନ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ଓ ବୈଶ୍ୱିକ ଭାଗିଦାରୀ ସ୍ତରକୁ ଆଣିବାରେ ଶ୍ରୀ ଆବେଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଆଲୋଚନା କରିଛନ୍ତି । ଆବେ ସିଞ୍ଜୋଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ଶ୍ରୀ ମୋଦୀ ଜୁଲାଇ ୯, ୨୦୨୨ରେ ଦିନିକିଆ ଜାତୀୟ ଶୋକଦିବସ ଘୋଷଣା କରିଛନ୍ତି । ନିକଟରେ ଆବେ ସିଞ୍ଜୋଙ୍କ ସହ ଟୋକିଓରେ ହୋଇଥିବା ବୈଠକର ଏକ ଫଟୋ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି ।ମୋଦୀ-ଆବେ : ଏକ ସ୍ୱତନ୍ତ୍ର ବନ୍ଧୁତା
July 08th, 04:05 pm
ଶ୍ରୀ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବ୍ୟକ୍ତିଗତ କ୍ଷତି । ଏକାଧିକ ଟୁଇଟ୍ ଜରିଆରେ ସେ ଆବେଙ୍କ ପରଲୋକରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ।ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଉପରେ ହୋଇଥିବା ଆକ୍ରମଣରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ
July 08th, 11:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ଏଏମଏ ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 27th, 12:21 pm
ଜେନ୍ ଗାର୍ଡେନ୍ ଏବଂ କାଇଜେନ୍ ଏକାଡେମୀର ଲୋକାର୍ପଣର ଏହି ମୁହୁର୍ତ ଭାରତ ଜାପାନ ସମ୍ପର୍କର ସାବଲୀଳତା ଏବଂ ଆଧୁନିକତାର ପ୍ରତୀକ । ମୁଁ ବିଶ୍ୱାସ କରେ ଯେ ଜାପାନି ଜେନ୍ ଗାର୍ଡନ୍ ଏବଂ କାଇଜେନ ଏକାଡେମୀର ସ୍ଥାପନା ଭାରତ ଏବଂ ଜାପାନର ସମ୍ପର୍କକୁ ଅଧିକ ମଜବୁତ କରିବ, ଆମ ନାଗରିକଙ୍କୁ ଆହୁରି ଅଧିକ ନିକଟତର କରିବ । ମୁଁ ହ୍ୟୋଗୋ ପ୍ରି-ଫେକ୍ଚରର ନେତାମାନଙ୍କର, ମୋର ଘନିଷ୍ଠ ବନ୍ଧୁ ଗଭର୍ଣ୍ଣର ଶ୍ରୀ ଇଦୋ ତୋଶୀଜୋଙ୍କୁ ଏହି ସମୟରେ ବିଶେଷ ଭାବରେ ଅଭିନନ୍ଦନ କରୁଛି । ଗଭର୍ଣ୍ଣର ଇଦୋ ନିଜେ ୨୦୧୭ରେ ଅହମ୍ମଦାବାଦ ଆସିଥିଲେ । ଅହମ୍ମଦାବାଦରେ ଜେନ ଗାର୍ଡନ ଏବଂ କାଇଜେନ୍ ଏକାଡେମୀର ସ୍ଥାପନାରେ ତାଙ୍କର ଏବଂ ହ୍ୟୋଗୀ ଅନ୍ତର୍ଜାତୀୟ ସଂଗଠନର ବହୁମୁଲ୍ୟ ଯୋଗଦାନ ରହିଛି । ମୁଁ ଗୁଜରାଟର ଭାରତ-ଜାପାନ୍ ମୈତ୍ରୀ ସଂଘର ବନ୍ଧୁମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ସେମାନେ ଭାରତ-ଜାପାନ୍ ସମ୍ପର୍କକୁ ସୁଦୃଢ କରିବା ପାଇଁ ନିରନ୍ତର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛନ୍ତି । ଜାପାନ୍ ସୂଚନା ଓ ଶିକ୍ଷା କେନ୍ଦ୍ର ଏହାର ଏକ ଉଦାହରଣ ।ଏଏମଏ ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
June 27th, 12:20 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏଏମଏ, ଅହମ୍ମଦାବାଦ ଠାରେ ଜେନ୍ ଉଦ୍ୟାନ ଏବଂ କାଇଜେନ୍ ଏକାଡେମୀ ଉଦ୍ଘାଟନ କରିଛନ୍ତି ।PM Modi's message at India-Japan Samvad Conference
December 21st, 09:30 am
PM Narendra Modi addressed the India-Japan Samvad Conference. He said the governments must keep “humanism” at the core of its policies. “We had dialogues in past but they were aimed at pulling others down, now let us rise together,” he said.Telephone Conversation between PM and Prime Minister of Japan
April 10th, 03:44 pm
Prime Minister Shri Narendra Modi spoke on telephone today with H.E. Shinzo Abe, Prime Minister of Japan.ପ୍ରଧାନମନ୍ତ୍ରୀ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି
November 04th, 11:43 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ପୂର୍ବ ଏସୀୟ ଶିଖର ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି । ଚଳିତ ବର୍ଷ ଶେଷରେ ଭାରତ ଜାପାନ 2+2 ବାର୍ତ୍ତା ଏବଂ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଛନ୍ତି ।ଜାପାନରେ ହାଗିବିସ ଝଡ ଯୋଗୁ ପ୍ରାଣହାନୀ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ
October 13th, 09:13 pm
ଜାପାନରେ ହାଗିବିସ ଝଡ ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଜାପାନରେ ହାଗିବିସ ଝଡ ଯୋଗୁ ଘଟିଥିବା ପ୍ରାଣହାନୀ ପାଇଁ ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ଶୋକ ପ୍ରକାଶ କରୁଛି ।"ରୁଷିଆର ଭ୍ଲାଡିଭୋଷ୍ଟକରେ ବିଶ୍ୱ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପକ୍ଷୀୟ ବୈଠକ "
September 05th, 09:48 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଷ୍ଟର୍ନ ଇକୋନୋମିକ ଫୋରମରେ ଯୋଗଦେବା ପାଇଁ ରୁଷିଆର ଭ୍ଲାଡିଭୋଷ୍ଟକ ଗସ୍ତ କରିଛନ୍ତି । ଶିଖର ସମ୍ମିଳନୀ ଅବସରରେ ,ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିଶ୍ୱ ନେତାମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।"ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ "
June 27th, 12:26 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଆଜି ଓସାକରେ ଉତ୍ପାଦକ କଥାବାର୍ତ୍ତା କରିଛନ୍ତି । ଜାପାନର ରୀୱା ଯୁଗର ଆରମ୍ଭ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ବୈଠକ ।