ଦୁର୍ବଳ କଂଗ୍ରେସ ସରକାର ସାରା ବିଶ୍ୱରେ ଅନୁରୋଧ କରୁଥିଲା: ହିମାଚଳ ପ୍ରଦେଶର ଶିମଲାରେ ପ୍ରଧାନମନ୍ତ୍ରୀ ମୋଦୀ

May 24th, 10:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଶିମଲାଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ହିମାଚଳ ପ୍ରଦେଶ ପାଇଁ ଏକ ଅଭିନବ ଦୃଷ୍ଟିକୋଣ ଏବଂ ଏକ ଆଗଧାଡ଼ିର ଦୃଷ୍ଟିକୋଣ ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କ ବିକାଶ ଏବଂ କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ହିମାଚଳ ପ୍ରଦେଶର ଶିମଲା ଓ ମଣ୍ଡିରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 24th, 09:30 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଶିମଲା ଏବଂ ମଣ୍ଡିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ହିମାଚଳ ପ୍ରଦେଶ ପାଇଁ ଏକ ଆଗଧାଡ଼ିର ଦୃଷ୍ଟିକୋଣ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟ ଏବଂ ରାଜ୍ୟବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କ ବିକାଶ ଏବଂ କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ମୋଦି କୀ ଗ୍ୟାରେଣ୍ଟି ଆଣିଲା କୁଶଲ ଦେବୀଙ୍କ ଜୀବନରେ ପରିବର୍ତ୍ତନ

December 16th, 06:10 pm

ହିମାଚଳ ପ୍ରଦେଶ ସିମ୍‌ଲାର ରୋହୁରଠାରେ ଏକ ପ୍ରାଥମିକ ବିଦ୍ୟାଳୟରେ କୁଶଲ ଦେବୀ ପାଣି ଯୋଗାଣକାରୀ ହେବା ସହ ଛୋଟ ମୋଟ କାମ ୨୦୨୨ ମସିହାଠାରୁ କରି ଆସୁଛନ୍ତି । ଦୁଇଟି ପିଲାର ଏକୁଟିଆ ମାଆ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍‌କା ଘର ତିଆରି ପାଇଁ ୧ଲକ୍ଷ ୮୫ହଜାର ଟଙ୍କାର ସହାୟତା ପାଇଲେ । ତାଙ୍କ ଜମାଖାତାରେ ମାତ୍ର ଦୁଇ ହଜାର ଟଙ୍କା ଥିବାବେଳେ କିଛି ଜମି ମଧ୍ୟ ଥିଲା ।

ସିମଲାରେ ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ଉପକ୍ରମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

April 22nd, 09:22 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସିମଲାରେ ସାନିଟାରୀ ନ୍ୟାପକିନ ପ୍ଲାଣ୍ଟ ମହିଳା ସଶକ୍ତିକରଣ ସହ ସ୍ୱାସ୍ଥ୍ୟ ଓ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ।

ସିମଲା ଠାରେ ଗରିବ କଲ୍ୟାଣ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 31st, 11:01 am

ହିମାଚଳ ପ୍ରଦେଶ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଜୀ, ଏଠିକାର ଲୋକପ୍ରିୟ ତଥା କର୍ମଠ ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀ ଜୟରାମ ଠାକୁର ଜୀ, ରାଜ୍ୟ ସଭାପତି, ଆମର ପୁରୁଣା ସହକର୍ମୀ ଶ୍ରୀ ସୁରେଶ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସହକର୍ମୀ, ସାଂସଦ ଗଣ, ବିଧାୟକ ଗଣ, ହିମାଚଳର ସମସ୍ତ ଲୋକ ପ୍ରତିନିଧି ଗଣ । ଆଜି ମୋ ଜୀବନରେ ଏକ ବିଶେଷ ଦିନ ଏବଂ ଏହି ବିଶେଷ ଦିନରେ ମୁଁ ଏହି ଦେବଭୂମିକୁ ପ୍ରଣାମ କରିବାର ସୁଯୋଗ ପାଇଛି । ଜୀବନରେ ଏହା ଠାରୁ ବଡ଼ ସୌଭାଗ୍ୟ କ’ଣ ହୋଇପାରେ । ଆପଣ ଆଜି ଏତେ ସଂଖ୍ୟାରେ ଏଠାକୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

PM addresses ‘Garib Kalyan Sammelan’ in Shimla

May 31st, 11:00 am

Prime Minister Narendra Modi addressed ‘Garib Kalyan Sammelan’ in Shimla, Himachal Pradesh. The Prime Minister said that the welfare schemes, good governance, and welfare of the poor (Seva Sushasan aur Gareeb Kalyan) have changed the meaning of government for the people. Now the government is working for the people, he added.

Prime Minister Narendra Modi to interact with beneficiaries of government schemes in Shimla, Himachal Pradesh

May 30th, 12:49 pm

Prime Minister Narendra Modi will interact with the beneficiaries of about sixteen schemes and progammes spanning nine Ministries and Departments of the Government of India as part of Azadi Ka Amrit Mahotsav celebrations. The national level event, named “Garib Kalyan Sammelan”, will be held at Shimla on 31st May.

Prime Minister to interact with beneficiaries of government schemes on 31st May, 2022 at Shimla, Himachal Pradesh

May 29th, 09:19 am

Prime Minister Shri Narendra Modi will interact with the beneficiaries of about sixteen schemes and progammes spanning nine Ministries and Departments of the Government of India as part of Azadi Ka Amrit Mahotsav celebrations. The national level event, named “Garib Kalyan Sammelan”, will be held at Shimla on 31st May, 2022 where the Prime Minister will directly interact with the beneficiaries from across the country through videoconferencing.

ଏପ୍ରିଲ୍‍ ୧୬ ତାରିଖରେ ମୋରବିରେ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

April 15th, 04:00 pm

ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏପ୍ରିଲ୍‍ ୧୬ ତାରିଖ, ୨୦୨୨ ପୂର୍ବାହ୍ନ ୧୧ଟା ସମୟରେ ଗୁଜୁରାଟର ମୋରବିରେ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।

PM Modi attends swearing in ceremony of Council of Ministers of Himachal Pradesh Government

December 27th, 12:15 pm

Prime Minister Narendra Modi today attended the swearing in ceremony of Council of Ministers of Himachal Pradesh Government. Congratulating Shri Jairam Thakur and all those who took oath today, the PM expressed confidence that the team would work tirelessly and serve the people of Himachal Pradesh with exceptional diligence.

ମିଆଁମାର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର

September 06th, 02:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ’ଙ୍କୁ ସାକ୍ଷାତ କାଳରେ ଏକ ସ୍ଵତନ୍ତ୍ର ଉପହାର ଦେଇଛନ୍ତି । ଏହି ଉପହାରଟି ହେଉଛି – ମେ 1986ରେ ସିମଳାସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଏଡଭାନ୍ସଡ ଷ୍ଟଡିଜରେ ଫେଲୋସିପ ପାଇଁ ସୁ କୀ ଦାଖଲ କରିଥିବା ମୌଳିକ ଗବେଷଣା ପ୍ରସ୍ତାବର ସ୍ଵତନ୍ତ୍ର ପ୍ରତିଲିପି । ଏହାର ଶିରୋନାମା ରହିଛି “ଦି ଗ୍ରୋଥ ଏଣ୍ଡ ଡିଭଲାପମେଣ୍ଟ ଅଫ ବର୍ମୀଜ ଏଣ୍ଡ ଇଣ୍ଡିଆନ ଇଣ୍ଟେଲେକଚୁଏଲ ଟ୍ରେଡିସନ୍ସ ଅଣ୍ଡର କଲୋନୀଆଲିଜମ : ଏ କମ୍ପେରେଟିଭ ଷ୍ଟଡି” ।

ସୀମଲା ନଗର ନିଗମ ନିର୍ବାଚନରେ ବିଜେପିର ବିଜୟୀ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଲେ

June 17th, 08:11 pm

ପ୍ରଧାନମନ୍ତ୍ରୀ ମୋଦୀ ସୀମଲା ନଗର ନିଗମ ନିର୍ବାଚନରେ ବିଜେପିର ବିଜୟୀ ପରେ ବିଜେପି କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ମାଧ୍ୟମରେ କହିଲେ ,'' ସୀମଲା ନଗର ନିଗମ ନିର୍ବାଚନରେ ବିଜେପିର ବିଜୟୀ ଐତିହାସିକ ଏବଂ ଏହା ବିକାଶର ରାଜନୀତିରେ ଲୋକଙ୍କ ବିଶ୍ୱାସ ଦେଖାଯାଉଛି । ସୀମଲା ନଗର ନିଗମ ନିର୍ବାଚନରେ ବିଜେପିକୁ ସମର୍ଥନ କରିଥିବାରୁ ମୁଁ ସୀମଲାବାସୀଙ୍କୁ ଧନ୍ୟବାଦ ଦେଉଛି ଏବଂ ବିଜେପି ହିମାଚଳ ପ୍ରଦେଶର କର୍ମକର୍ତ୍ତା ଏବଂ ନେତାମାନଙ୍କ କଠିନ ପରିଶ୍ରମକୁ ଧନ୍ୟବାଦ ଦେଉଛି ।

After Uttar Pradesh, Uttarakhand & Delhi, now Himachal Pradesh awaits Imandari Ka Yug: PM Modi

April 27th, 11:57 am

While addressing a public meeting in Shimla, PM Narendra Modi said that the state offered immense potential for tourism and the Centre was keen to give impetus to infrastructure in the region. He spoke at length about air connectivity and highlighted Centre's UDAN scheme. He added, “After Uttar Pradesh, Uttarakhand and Delhi, now Himachal Pradesh awaits Imandari Ka Yug.”

"ପ୍ରଧାନମନ୍ତ୍ରୀ ମୋଦୀ ଶିମଲାରେ ଏକ ଜନସଭାକୁ ସମ୍ବୋଧନ କଲେ"

April 27th, 11:56 am

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶିମଲାରେ ଐତିହାସିକ ରିଜ ମୈଦାନରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ହିମାଂଚଳ ପ୍ରଦେଶକୁ ଦେବ ଭୂମି ଏବଂ ବୀର ଭୂମି ବୋଲି କହି ପ୍ରଧାନମନ୍ତ୍ରୀ ରାଜ୍ୟର ସାହାସୀକ ହୃଦୟକୁ ଏବଂ ସେଠାକାର ସମସ୍ତ ପରିବାରକୁ ସମ୍ମାନ ଦେଲେ ।

ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଉଡାଣ ଅଧିନରେ ସିମଳା-ଦିଲ୍ଲୀ ବିମାନ ଚଳାଚଳର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 27th, 10:37 am

ବେଶ୍ ଦ୍ରୁତ ଗତିରେ ଭାରତର ମଧ୍ୟମବର୍ଗୀୟ ଜୀବନରେ ଏକ ନୂଆ ଭାବାବେଗ, ନୂଆ ସ୍ୱପ୍ନ, ନୂଆ ସଂକଳ୍ପ ଏବଂ କିଛି କରିବାର ସାହସ ଦେଶ ଅନୁଭବ କରୁଅଛି । ଏକ ଏଭଳି ବର୍ଗ ଅଛନ୍ତି ଯେଉଁମାନଙ୍କୁ ଯଦି ସୁଯୋଗ ମିଳେ ତ, ଦେଶକୁ ବିକାଶର ନୂତନ ଶିଖରକୁ ନେଇଯିବାର କଳ୍ପନା କରି ଉତ୍ତମ ପରିଣାମ ଦେଇପାରନ୍ତି ।

ସିମଲାରୁ ଆଞ୍ଚଳିକ ବିମାନ ଯୋଗାଯୋଗ ବ୍ୟବସ୍ଥା – ଉଡାନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

April 27th, 10:36 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିମଲା ବିମାନବନ୍ଦରରୁ ଆଞ୍ଚଳିକ ବିମାନ ଚଳାଚଳ ସେବା-ଉଡାନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଆଜି ସିମଲା, ନାଡେଡ଼ ଏବଂ କଡ଼ପାରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି ।ପ୍ରଧାନମନ୍ତ୍ରୀ ଏହି ଅବସରରେ ହିମାଚଳ ପ୍ରଦେଶର ବିଳାସପୁର ଠାରେ ଏକ ହାଇଡ୍ରୋ ଇଞ୍ଜିନିୟରିଂ କଲେଜର ଭିତିପ୍ରସ୍ତର ସ୍ଥାପନ ନିମନ୍ତେ ଇ-ପ୍ଲାକ୍ ଉନ୍ମୋଚନ କରିଥିଲେ ।