ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଛାଡ଼ିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 29th, 12:22 pm
ଆସାମର ରାଜ୍ୟପାଳ ଶ୍ରୀମାନ ଗୁଲାବ ଚାନ୍ଦ କଟାରିୟା ଜୀ, ମୁଖ୍ୟମନ୍ତ୍ରୀ ଭାଇ ହେମନ୍ତ ବିଶ୍ୱା ଶର୍ମା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସଦସ୍ୟ ଅଶ୍ୱିନୀ ବୈଷ୍ଣବ ଜୀ, ସର୍ବାନନ୍ଦ ସୋନୱାଲ ଜୀ, ରାମେଶ୍ୱର ତେଲି ଜୀ, ନିଶିଥ ପରମାଣିକ ଜୀ, ଜନ୍ ବାରଲା ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦ ଗଣ, ବିଧାୟକ ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ,ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ
May 29th, 12:21 pm
ପ୍ରଧାନମନ୍ତ୍ରୀ ଆଜି (୨୯-୦୫-୨୦୨୩) ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଗୌହାଟୀ ସହ ନ୍ୟୁ ଜଳପାଇଗୁଡ଼ିକୁ ଯୋଡ଼ିବ ଓ ଏହାର ଯାତ୍ରା ଅବଧି ସାଢ଼େ ପାଞ୍ଚ ଘଣ୍ଟା ରହିବ । ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ବିଦ୍ୟୁତକରଣ ହୋଇଥିବା ରେଳପଥ ସେକ୍ସନ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଆସାମର ଲାମଡିଙ୍ଗ ଠାରେ ନବନିର୍ମିତ ଡେମୁ/ମେମୁର ମଧ୍ୟ ଉଦଘାଟନ କରିଥିଲେ ।India is scaling new heights of success and Meghalaya is making a strong contribution to it: PM Modi in Shillong
February 24th, 01:50 pm
Ahead of the Assembly election at the end of this month Prime Minister Narendra Modi today visited Meghalaya. Addressing a public meeting in Shillong, he said, “Be it young or old, women or men, businessmen or government employees, farmers or laborers, all are saying in one voice- ‘Meghalaya Maange, BJP Sarkaar’. Meghalaya wants a stable government under the leadership of a strong party. That's why the lotus today has become a symbol of Meghalaya's strength, stability and peace.”PM Modi addresses public meetings in Meghalaya’s Shillong and Tura
February 24th, 01:30 pm
Ahead of the Assembly election at the end of this month Prime Minister Narendra Modi today visited Meghalaya. Addressing a public meeting in Shillong, he said, “Be it young or old, women or men, businessmen or government employees, farmers or laborers, all are saying in one voice- ‘Meghalaya Maange, BJP Sarkaar’. Meghalaya wants a stable government under the leadership of a strong party. That's why the lotus today has become a symbol of Meghalaya's strength, stability and peace.”ମେଘାଳୟର ଶିଲଂଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 18th, 04:22 pm
ଖୁବଲେଈ ଶିବୋନ ! (ଖାସି ଏବଂ ଜୟନ୍ତିୟାରେ ନମସ୍ତେ) ନମେଙ୍ଗ ଅମା !(ଗାରୋରେ ନମସ୍ତେ) । ମେଘାଳୟ ହେଉଛି ପ୍ରକୃତି ଏବଂ ସଂସ୍କୃତିରେ ସମୃଦ୍ଧ ପ୍ରଦେଶ । ଏହି ସମୃଦ୍ଧି ଆପଣମାନଙ୍କର ସ୍ୱାଗତ- ସତ୍କାରରେ ମଧ୍ୟ ଝଲସି ଉଠୁଛି । ଆଜି ପୁଣି ଥରେ ମେଘାଳୟର ବିକାଶ ଉତ୍ସବରେ ସହଭାଗୀ ହେବା ପାଇଁ ଆମକୁ ସୁଯୋଗ ମିଳିଛି । ମେଘାଳୟର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଯୋଗାଯୋଗ ଅବା ସଂଯୋଗୀକରଣ, ଶିକ୍ଷା, ଦକ୍ଷତା, ରୋଜଗାରର ଡଜନ- ଡଜନ ପ୍ରକଳ୍ପ ପାଇଁ ବହୁତ- ବହୁତ ଅଭିନନ୍ଦନ ।ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂ ଠାରେ ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
December 18th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟର ଶିଲଂ ଠାରେ ଆଜି ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶିଲଂରେ ଥିବା ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଉତ୍ତର ପୂର୍ବାଂଚଳ ପରିଷଦର ବୈଠକରେ ଯୋଗ ଦେଇ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।ଜନୌଷଧି ଦିବସ ଅବସରରେ ୭ ମାର୍ଚ୍ଚରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ
March 05th, 09:06 pm
ମାର୍ଚ୍ଚ ୭, ୨୦୨୧ରେ ଜନୌଷଧି ଦିବସ ଅବସରରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏନଇଆଇଜିଆରଆଇଏଚଏମଏସ, ଶିଲଂର ୭୫୦୦ତମ ଜନୌଷଧି କେନ୍ଦ୍ରକୁ ଜାତି ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ । ଭାରତୀୟ ଜନୌଷଧି ପରିଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହ ଶ୍ରେଷ୍ଠ ପ୍ରଦର୍ଶନକୁ ସ୍ୱୀକୃତି ସ୍ୱରୂପ ଅଂଶୀଦାରମାନଙ୍କୁ ପୁରସ୍କାର ପ୍ରଦାନ କରିବେ । କାର୍ଯ୍ୟକ୍ରମରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଉପସ୍ଥିତ ରହିବେ ।BJP’s agenda is speedy and all-round development: PM Modi in Meghalaya
December 16th, 02:30 pm
Prime Minister Narendra Modi today addressed a public meeting in Shillong Meghalaya after inaugurating 261 kilometre long 2-Laning of Shillong-Nongstoin Section of NH 106 and Nongstoin- Rongjeng Section of NH 127-B. He emphasized that the enhanced road network would boost economic activity and would establish a direct link between the important towns of the state- Shillong and Tura.ଆସନ୍ତାକାଲି ମିଜୋରାମ ଓ ମେଘାଳୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ଉଦ୍ଘାଟନ କରିବେ ବିଭିନ୍ନ ପ୍ରକଳ୍ପ
December 15th, 09:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମିଜୋରାମ ଓ ମେଘାଳୟ ଗସ୍ତରେ ଯିବେ ଏବଂ ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ ।ଭାରତ ସେବାଶ୍ରମ ସଂଘର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
May 07th, 01:15 pm
ଦିଲ୍ଲୀ ଏବଂ ଶିଲଂ ମଧ୍ୟରେ ଦୂରତା ପାଖାପାଖି ୨ ହଜାର କିଲୋମିଟର । କିନ୍ତୁ ବୈଷୟିକ ଜ୍ଞାନ ଏହି ଦୂରତାକୁ କମ୍ କରି ଦେଇଛି । ଗତ ବର୍ଷ ମେ’ମାସରେ ହିଁ ମୁଁ ଶିଲଂ ଯାଇଥିଲି । ଆଜି ଯେବେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆପଣ ସମସ୍ତଙ୍କ ସହିତ କଥାବର୍ତା ହେବାର ସୁଯୋଗ ମିଳିଛି, ତ କେତେ ଗୁଡିଏ ସ୍ମୃତି ତାଜା ହୋଇ ଯାଉଛି ।ଗୁଜୁରାଟରେ ମତେ ଭାରତ ସେବାଶ୍ରମ ସଂଘର ଅଧ୍ୟକ୍ଷ ଥିବା ସ୍ୱର୍ଗୀୟ ସ୍ୱାମୀ ଅକ୍ଷୟାନନ୍ଦଜୀ ମହାରାଜଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।It is my conviction to bring North-East at par with the other developed regions of the country: PM Modi
May 27th, 02:00 pm