ଜାମ୍ମୁର ଶେର-ଇ-କାଶ୍ମୀର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 19th, 06:16 pm

ସାଥୀଗଣ, ଆଜି ସକାଳେ ଜାମ୍ମୁ-କାଶ୍ମୀରର ଭିନ୍ନ-ଭିନ୍ନ ଭାଗକୁ ଯିବାର ମୋତେ ସୁଯୋଗ ମିଳିଥିଲା । ମୋର ଏଠାକୁ ଆସିବାରେ ବିଳମ୍ବ ହେଲା, ଆମ୍ଭେମାନେ ପ୍ରାୟ ଏକ ଘଂଟା ବିଳମ୍ବରେ ପହଂଚିଲୁ, ଆଉ ସର୍ବ ପ୍ରଥମେ ତ ମୁଁ ଆପଣ ମାନଙ୍କଠାରୁ କ୍ଷମା ମାଗିବାକୁ ଚାହିଁବି କାରଣ ଆମ୍ଭମାନଙ୍କର ଆସିବାରେ ବିଳମ୍ବ ହୋଇଗଲା ।

ଜାମ୍ମୁରେ ପ୍ରଧାନମନ୍ତ୍ରୀ: ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦାନ; ଭିତ୍ତିଭୂମି ପ୍ରକଳ୍ପସମୂହର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

May 19th, 06:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁଠାରେ ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । ଆଉ ଏକ ସମାରୋହରେ ସେ ପାକଲଦୁଲ ଶକ୍ତି ପ୍ରକଳ୍ପ, ଜାମ୍ମୁ ରିଙ୍ଗ ରୋଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗସ୍ତ କାଳରେ ସେ ତାରାକୋଟ ମାର୍ଗ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ରୋପୱେ ମଧ୍ୟ ଉଦ୍ଘାଟନ କରିଥିଲେ ।