ୟୁଏଇ ଏବଂ କତାର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

February 13th, 10:46 am

ଗତ ୯ ବର୍ଷ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ଖାଦ୍ୟ ଓ ଶକ୍ତି ନିରାପତ୍ତା ଏବଂ ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଆମର ସହଯୋଗ ବହୁଗୁଣିତ ହୋଇଛି। ଆମର ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଛି ।