ୟୁଏଇ ଏବଂ କତାର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
February 13th, 10:46 am
ଗତ ୯ ବର୍ଷ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ଖାଦ୍ୟ ଓ ଶକ୍ତି ନିରାପତ୍ତା ଏବଂ ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଆମର ସହଯୋଗ ବହୁଗୁଣିତ ହୋଇଛି। ଆମର ସାଂସ୍କୃତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଦୃଢ଼ ହୋଇଛି ।ବିଶ୍ୱ ଜଳବାୟୁ ଆକ୍ସନ୍ ସମ୍ମିଳନୀ ପାଇଁ ୟୁଏଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
November 30th, 05:44 pm
ୟୁଏଇର ପ୍ରେସିଡେଣ୍ଟ ତଥା ଆବୁଧାବିର ଶାସକ ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନଙ୍କ ନିମନ୍ତ୍ରଣ କ୍ରମେ ସିଓପି- 28 ର ବିଶ୍ବ ଜଳବାୟୁ ଆକ୍ସନ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ମୁଁ ଦୁବାଇ ଯାତ୍ରା କରୁଛି। ୟୁଏଇର ଅଧ୍ୟକ୍ଷତାରେ ଏହି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ଯିଏକି ଜଳବାୟୁ କାର୍ଯ୍ୟ କ୍ଷେତ୍ରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ହୋଇଛି।