PM Modi welcomes Crown Prince of Abu Dhabi
September 09th, 08:40 pm
The Prime Minister, Shri Narendra Modi today welcomed His Highness Sheikh Khaled bin Mohamed bin Zayed Al Nahyan, Crown Prince of Abu Dhabi in New Delhi. Both leaders held fruitful talks on wide range of issues.List of Outcomes: Official Visit of HH Sheikh Khalid bin Mohamed bin Zayed Al Nahyan, the Crown Prince of Abu Dhabi to India
September 09th, 07:03 pm
During HH Sheikh Khaled bin Mohamed bin Zayed Al Nahyan's visit to India, key agreements were signed, including an MoU between ENEC and NPCIL for Barakah Nuclear Plant operations, a long-term LNG supply deal between ADNOC and Indian Oil, and an MoU between ADNOC and ISPRL. Urja Bharat and ADNOC also signed a concession agreement for Abu Dhabi Onshore Block Additionally, Gujarat and ADQ inked an MoU for food parks development in India.ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ୍ ଙ୍କ ଭାରତ ଗସ୍ତ (ସେପ୍ଟେମ୍ବର ୯-୧୦, ୨୦୨୪)
September 09th, 07:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହା ମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ୍ ୯-୧୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହି ପଦବୀରେ କ୍ରାଉନ୍ ପ୍ରିନ୍ସଙ୍କ ଏହା ହେଉଛି ପ୍ରଥମ ସରକାରୀ ଭାରତ ଗସ୍ତ। ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ତାଙ୍କ ସହ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଏକ ବିଶାଳ ବ୍ୟବସାୟିକ ପ୍ରତିନିଧି ଦଳ ମଧ୍ୟ ଅଛନ୍ତି।ଦୁବାଇ ଏକ୍ସପୋ ୨୦୨୦ର ଭାରତୀୟ ପାଭିଲିୟନଠାରେ ଉପସ୍ଥିତ ଜନସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
October 01st, 08:55 pm
ଆପଣମାନଙ୍କୁ ସମସ୍ତଙ୍କୁ ଦୁବାଇ ଏକ୍ସପୋ ୨୦୨୦ର ଭାରତୀୟ ମଞ୍ଚକୁ ସ୍ୱାଗତ । ଏହା ଏକ ଐତିହାସିକ ପ୍ରଦର୍ଶନୀ । ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଏବଂ ଦକ୍ଷିଣ ଏସିଆ କ୍ଷେତ୍ରରେ ଆୟୋଜିତ ହୋଇଥିବା ଏହା ପ୍ରଥମ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ଭାରତ ସର୍ବବୃହତ୍ ମଞ୍ଚ ଉପସ୍ଥାପନ କରିବା ସହ ଏଥିରେ ଅଂଶଗ୍ରହଣ କରୁଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ପ୍ରଦର୍ଶନୀ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଦୁବାଇ ସହିତ ଆମର ଥିବା ନିବିଡ଼ ତଥା ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଏହି ପ୍ରଦର୍ଶନୀ ସହାୟକ ହେବ । ମୁଁ ୟୁଏଇର ଶାସକ ତଥା ରାଷ୍ଟ୍ରପତି ମହାନୁଭବ ଶେଖା ଖଲିଫା ବିନ୍ ଜାୟେଦ୍ ବିନ୍ ଅଲ ନାହ୍ୟାନଙ୍କୂ ଭାରତ ଓ ଭାରତର ନାଗରିକମାନଙ୍କ ତରଫରୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରି ମୋର ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି।ଦୁବାଇ ଏକ୍ସପୋ ୨୦୨୦ ଭାରତ ମଣ୍ଡପରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
October 01st, 08:54 pm
ଦୁବାଇରେ ଆୟୋଜିତ ଏକ୍ସପୋ ୨୦୨୦ ଭାରତୀୟ ମଣ୍ଡପକୁ ଦେଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଏକ୍ସପୋକୁ ଐତିହାସିକ ବୋଲି କହିଛନ୍ତି ଏବଂ ସେ କହିଛନ୍ତି ଯେ ଏହା ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ଦକ୍ଷିଣ ଏସିଆ ଅଞ୍ଚଳରେ ଅନୁଷ୍ଠିତ ହେବ । ମୁଁ ନିଶ୍ଚିତ ଯେ ଏହି ଏକ୍ସପୋ ୟୁଏଇ ଏବଂ ଦୁବାଇ ସହିତ ଆମର ଗଭୀର ତଥା ଐତିହାସିକ ସମ୍ପର୍କକୁ ଆହୁରି ମଝବୁତ କରିବାରେ ବହୁ ଦୂର ଯିବ । ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ତଥା ମହାମହିମ ଶେଖ ମହମ୍ମଦ ବିନ୍ ରସିଦ ଅଲ ମାକଟୋମ, ୟୁଏଇର ପ୍ରଧାନମନ୍ତ୍ରୀ ତଥା ଉପରାଷ୍ଟ୍ରପତି ତଥା ଦୁବାଇର ଶାସକ ମହାମହିମ ଶେଖ ଖଲିଫା ବିନ୍ ଜାଏଦ ବିନ୍ ଅଲ ନାହାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଆବୁଧାବିର ଯୁବରାଜ ମହାମହିମ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଆମର ରଣନୀତିକ ଭାଗିଦାରୀରେ ଆମେ ଯେଉଁ ଅଗ୍ରଗତି କରିଛୁ ସେଥିରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଊଭୟ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ ଆମର କାର୍ଯ୍ୟ ଜାରି ରଖିବାକୁ ମୁଁ ଆଶା କରୁଛି ।