ପ୍ରଧାନମନ୍ତ୍ରୀ ଶଶାଙ୍କଆସନର ଭିଡିଓ ସେୟାର କଲେ

June 19th, 08:36 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶଶାଙ୍କଆସନ (ଠେକୁଆ ଭଙ୍ଗୀ)ର ଏକ ଭିଡିଓ ସେୟାର କରିଛନ୍ତି । ଏହି ଯୋଗାସନ ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶିଖନ୍ତୁ 'ଶଶାଙ୍କାସନ ' !

April 30th, 08:52 am

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ 'ଶଶାଙ୍କାସନ' ର ଅଭ୍ୟାସ କରିବା ଦେଖାଯାଉଛନ୍ତି ।