Today, every effort being made in New India is creating a legacy for the future generations: PM Modi

February 22nd, 02:00 pm

Prime Minister Narendra Modi dedicated to the nation and laid the foundation stone for multiple development projects worth more than Rs 13,500 crores in Tarabh, Mahesana, Gujarat. The projects encompass a wide range of sectors such as internet connectivity, rail, road, education, health, connectivity, research and tourism. Addressing the gathering, the Prime Minister underscored the importance of the present moment in the development journey of India as both the ‘Dev Kaaj’ (pine works) and ‘Desh kaaj’ (national tasks) are going on at a rapid pace.

ପ୍ରଧାନମନ୍ତ୍ରୀ ଗୁଜରାଟର ତରଭ, ମହେସାନାରେ ୧୩,୫୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି

February 22nd, 01:22 pm

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଠିକ୍ ଏକ ମାସ ପୂର୍ବେ ଜାନୁଆରୀ ୨୨ ତାରିଖକୁ ମନେ ପକାଇଥିଲେ ଯେତେବେଳେ ତାଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ କରିବାର ସୁଯୋଗ ମିଳିଥିଲା । ଫେବୃଆରି ୧୪ ତାରିଖରେ ବସନ୍ତ ପଞ୍ଚମୀରେ ଆବୁଧାବିରେ ଉପସାଗରୀୟ ଦେଶ ଗୁଡ଼ିକର ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବା ଅବସରକୁ ସେ ମନେ ପକାଇଥିଲେ । ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କଳ୍‌କୀ ଧାମର ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରିଥିଲେ । ଆଜି ତରଭସ୍ଥିତ ବାଲିନାଥ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବା ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ।

ଗ୍ରାମୀରେ ‘ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍‌’ ପୁରସ୍କାର ପାଇଁ ଉସ୍ତାଦ ଜାକିର ହୁସେନ ଏବଂ ଅନ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

February 05th, 02:51 pm

ଗ୍ରାମୀରେ ‘ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍‌’ ପୁରସ୍କାର ପାଇଁ ସଙ୍ଗୀତଜ୍ଞ ଉସ୍ତାଦ ଜାକିର ହୁସେନ, ରାକେଶ ଚୌରାସିଆ, ଶଙ୍କର ମହାଦେବନ, ସେଲଭାଗଣେଶ ଭି ଏବଂ ଗଣେଶ ରାଜାଗୋପାଳନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।