ଉତ୍ତରାଖଣ୍ଡରେ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଛଅଟି ମେଗା ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 29th, 11:11 am
ସାଥୀଗଣ, ଏବେ କିଛି ସମୟ ପୂର୍ବରୁ ଜଳ ଜୀବନ ମିଶନର ଏକ ସୁନ୍ଦର ଲୋଗୋ ଏବଂ ମାର୍ଗ ଦର୍ଶିକାର ଉନ୍ମୋଚନ କରାଯାଇଛି । ଜଳ ଜୀବନ ମିଶନ- ଭାରତର ଗ୍ରାମମାନଙ୍କରେ, ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଶୁଦ୍ଧ ଜଳ, ପାଇପ ଯୋଗେ ପହଞ୍ଚାଇବା ସକାଶେ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଏହି ମିଶନର ଲୋଗୋ, ନିରନନ୍ତର ଏହି କଥାର ପ୍ରେରଣା ଦେବ ଯେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଞ୍ଚୟ କରିବା ଏକାନ୍ତ ଜରୁରି । ଏହା ହେଉଛି ସେହି ମାର୍ଗଦର୍ଶିକା । ଗାଁର ଲୋକମାନଙ୍କୁ, ଗ୍ରାମ ପଞ୍ଚାୟତ ମାନଙ୍କ ସକାଶେ ଏହା ସେତିକି ଜରୁରି ଯେତିକି ସରକାରୀ କଳ ପାଇଁ ଅତ୍ୟାବଶ୍ୟକ ।ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ଓ ଅବିରଳ କରିବା ଲାଗି ଉତ୍ତରାଖଣ୍ଡରେ 6ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
September 29th, 11:10 am
ଶ୍ରୀ ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ।ବିହାରର ମୋକାମାଠାରେ ନମାମି ଗଙ୍ଗେ ଓ ଜାତୀୟ ରାଜପଥ ପ୍ରକଳ୍ପସମୂହର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 14th, 02:17 pm
ସାରା ଦେଶ ଦିପାବଳୀ ପାଳନ ପାଇଁ ପ୍ରସ୍ତୁତି କରୁଛି । ଛଠ୍ ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲୁ ରହିଛି । ଆପଣ ସମସ୍ତଙ୍କୁ ଦିପାବଳୀ ଆଉ ଛଠ୍ ପୂଜା ପାଇଁ ମୋ ତରଫରୁ ଆଗୁଆ ଶୁଭକାମନା ଦେଉଛି ଆଉ ଏହି ପବିତ୍ର ପର୍ବ ଅବସରରେ ପାଖାପାଖି ତିନି ଲକ୍ଷ ପଚସ୍ତରୀ ହଜାର କୋଟି କୋଟି ଟଙ୍କାର ବିକାଶର ଉପହାର ଆଜି ଏହି ବିହାର ମାଟିକୁ ମିଳୁଛି ।ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ମୋକାମାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ
October 14th, 02:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋକାମାଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 4ଟି ସ୍ୱେରେଜ ପ୍ରକଳ୍ପ ଏବଂ 4ଟି ରାଜପଥ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ 3700 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 13th, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 14, 2017ରେ ବିହାର ଗସ୍ତରେ ଯିବେ ।