ସେପ୍ଟେମ୍ବର ୨୫ରେ ‘ଗ୍ଲୋବାଲ ସିଟିଜେନ୍ ଲାଇଭ’କୁ ଭିଡ଼ିଓ ଯୋଗେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
September 24th, 05:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟାରେ ଗ୍ଲୋବାଲ ସିଟିଜେନ ଲାଇଭ୍ କାର୍ଯ୍ୟକ୍ରମକୁ ଭିଡିଓ ଯୋଗେ ଉଦ୍ବୋଧନ ଦେବେ । ଗ୍ଲୋବାଲ ସିଟିଜେନ ଏକ ବୈଶ୍ୱିକ ମାନବୀୟ ଅଧିକାର ସଂଗଠନ, ଯାହା ବିଶ୍ୱରୁ ଉତ୍କଟ ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରି ଆସୁଛି । ଏହା ଏକ ୨୪ ଘଣ୍ଟିଆ କାର୍ଯ୍ୟକ୍ରମ । ଯାହା ସେପ୍ଟମ୍ବର ୨୫ ଓ ୨୬ ତାରିଖ ରାତିରେ ଆୟୋଜିତ ହୋଇଛି । ମୁମ୍ବାଇ, ନ୍ୟୁୟର୍କ, ପ୍ୟାରିସ୍, ରିଓ-ଡି-ଜେନିରୋ, ସିଡନୀ, ଲସ୍ଆଞ୍ଜେଲ୍ସ, ଲାଗୋସ ଓ ସିଓଲ ଭଳି ପ୍ରମୁଖ ନଗରୀରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ବିଭିନ୍ନ ସାମାଜିକ ଗଣମାଧ୍ୟମ ଚାନେଲରେ ବିଶ୍ୱର ୧୨୦ଟି ଦେଶରେ ଏହାର ପ୍ରସାରଣ ହେବ ।ସିଓଲ ଶାନ୍ତି ପୁରସ୍କାର ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
February 22nd, 10:55 am
ସିଓଲ ଶାନ୍ତି ପୁରସ୍କାର ପାଇ ମୁଁ ନିଜକୁ ଗଭୀର ଭାବେ ଗୌରବାନ୍ୱିତ ମନେ କରୁଛି । ମୋର ବିଶ୍ୱାସ ଯେ ଏହି ପୁରସ୍କାର ବ୍ୟକ୍ତିଗତ ଭାବେ କେବଳ ମୋର ନୁହେଁ, ବରଂ ଭାରତର ଜନସାଧାରଣଙ୍କର । ଏହି ପୁରସ୍କାରର ଶ୍ରେୟ 130 କୋଟି ଭାରତୀୟଙ୍କ ଶକ୍ତି ଏବଂ ଦକ୍ଷତା ଦ୍ୱାରା ଶକ୍ତିଶାଳୀ ହୋଇ ଗତ ପାଞ୍ଚବର୍ଷରୁ କମ ସମୟ ମଧ୍ୟରେ ଭାରତ ହାସଲ କରିଥିବା ଉପଲବ୍ଧିକୁ ଯାଉଛି ଏବଂ ତେଣୁ, ସେମାନଙ୍କ ପକ୍ଷରୁ, ମୁଁ ଉଦାରତାର ସହ ଏହି ପୁରସ୍କାର ଗ୍ରହଣ କରୁଛି ଏବଂ ମୋର କୃତଜ୍ଞତା ବ୍ୟକ୍ତ କରୁଛି ।କୋରିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
February 22nd, 08:42 am
କୋରିଆ ଆସିବା ପାଇଁ ନିମନ୍ତ୍ରଣ କରିଥିବାରୁ ଏବଂ ବହୁ ଆଡମ୍ବର ସହ ସ୍ୱାଗତ କରିଥିବାରୁ ମୁଁ ରାଷ୍ଟ୍ରପତି ମୁନଙ୍କୁ ହୃଦୟରୁ ଜ୍ଞୃତଜ୍ଞତା ଜଣାଉଛି । ମୁଁ ପୂର୍ବରୁ ମଧ୍ୟ ଅନେକ ବାର କହିଛି ଏବଂ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇନଥିଲି, ସେତେବେଳେ ମୁଁ ଭାବୁଥିଲି ଯେ ଭାରତର ବିକାଶ ପାଇଁ, କୋରିଆର ମଡେଲ ବୋଧହୁଏ ସବୁଠାରୁ ଅଧିକ ଅନୁକରଣୀୟ । କୋରିଆର ପ୍ରଗତି ଭାରତ ପାଇଁ ପ୍ରେରଣାର ଉତ୍ସ ଏବଂ ଏଥିପାଇଁ, କୋରିଆ ଯାତ୍ରା କରିବା ମୋ ପାଇଁ ସର୍ବଦା ଖୁସିର ବିଷୟ ।Text of PM’s remarks at the Asian Leadership Forum at Seoul
May 19th, 07:08 am
India - Republic of Korea Joint Statement For Special Strategic Partnership
May 18th, 02:37 pm
PM Modi's gift to President Park Geun-Hye
May 18th, 02:27 pm