No power can stop the country whose youth is moving ahead with the resolve of Nation First: PM Modi

January 28th, 01:37 pm

Prime Minister Narendra Modi addressed the National Cadet Corps Rally at Cariappa Ground in New Delhi. The PM talked about the steps being taken to strengthen the NCC in the country in a period when the country is moving forward with new resolutions. He elaborated on the steps being taken to open the doors of the defence establishments for girls and women.

କ୍ୟାରିଅପ୍ପା ଗ୍ରାଉଣ୍ଡ ଏନସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 28th, 01:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୧.୨୨) କ୍ୟାରିଅପ୍ପା ଗ୍ରାଉଣ୍ଡରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର‌୍ୟାଲିକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗାର୍ଡ ଅଫ ଅନର ନିରୀକ୍ଷଣ କରିବା ସହ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ଆୟୋଜିତ ମାର୍ଚ୍ଚଫାଷ୍ଟର ମଧ୍ୟ ସମୀକ୍ଷା କରିଥିଲେ । ଏହାଛଡା ଶ୍ରୀ ମୋଦୀ ସମର ଶିକ୍ଷାର୍ଥୀମାନେ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ସେବା କୌଶଳ, ମାଇକ୍ରୋଲାଇଟ୍ ଫ୍ଲାଇଂ,ଖସଡିବା, ପାରାସେଲିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଅବଲୋକନ କରିଥିଲେ । ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ପଦକ ଓ ବ୍ୟାଟନ ଗ୍ରହଣ କରିଥିଲେ ।

ନୂଆଦିଲ୍ଲୀରେ ଏମ୍ସର ଝାଜ୍ଜର କ୍ୟାମ୍ପସରେ ଜାତୀୟ କର୍କଟ ପ୍ରତିଷ୍ଠାନଠାରେ ଇନଫୋସିସ୍ ଫାଉଣ୍ଡେସନ ବିଶ୍ରାମ ସଦନର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 21st, 10:31 am

ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପାୱାର ମହାଶୟା, ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଅନିଲ ବୀଜ ମହାଶୟ, ଇନଫେସେିସ ଫାଉଣ୍ଡେସନର ସଭାପତି ଶ୍ରୀମତୀ ସୁଧା ମୂର୍ତ୍ତି ମହାଶୟା, ସଂସଦରେ ମୋର ସହଯୋଗୀଗଣ, ବିଧାୟକଗଣ, ଅନ୍ୟ ମହାନୁଭବ, ମୋର ଭାଇ ଓ ଭଉଣୀମାନେ।

ପ୍ରଧାନମନ୍ତ୍ରୀ ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା, ନୂଆଦିଲ୍ଲୀର ଝାଜ୍ଜର ପରିସରରେ ଥିବା ରାଷ୍ଟ୍ରୀୟ କ୍ୟାନସର ସଂସ୍ଥାନରେ ଇନଫୋସିସ ଫାଉଣ୍ଡେସନ ବିଶ୍ରାମ ଗୃହର ଉଦଘାଟନ କରିଛନ୍ତି

October 21st, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା (ଏମ୍ସ) ନୂଆଦିଲ୍ଲୀର ଝାଜ୍ଜର ପରିସରରେ ରାଷ୍ଟ୍ରୀୟ କ୍ୟାନସର ସଂସ୍ଥାନରେ ଇନଫୋସିସ ଫାଉଣ୍ଡେସନ ବିଶ୍ରାମ ଗୃହର ଉଦଘାଟନ କରିଛନ୍ତି ।

ମନର କଥା 2.0(ଦ୍ଵିତୀୟ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର

August 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ ଦୀପାବଳୀ ପର୍ଯ୍ୟନ୍ତ ଚାଲିବ । ହୁଏତ ଆମ ପୂର୍ବପୁରୁଷମାନେ ଋତୁ ଚକ୍ର, ଅର୍ଥ ଚକ୍ର ଏବଂ ସାମାଜିକ ଜୀବନର ବ୍ୟବସ୍ଥାକୁ ଏତେ ସୁନ୍ଦର ଭାବେ ଗଢ଼ିଛନ୍ତି ଯେମିତି, କୌଣସି ପରିସ୍ଥିତିରେ ସମାଜରେ ମାନ୍ଦାପଣ ସୃଷ୍ଟି ନ ହୁଏ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବୃନ୍ଦାବନରେ ପିଲାମାନଙ୍କୁ 3ଶହ କୋଟିତମ ଭୋଜନ ପ୍ରଦାନ କରିବେ

February 10th, 12:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଫେବୃଆରୀ 11, 2019 ତାରିଖରେ ଉତ୍ତରପ୍ରଦେଶର ବୃନ୍ଦାବନ ଗସ୍ତ କରିବେ ।

PM Modi interacts with party workers from Kanyakumari, Coimbatore, Nilgiris, Namakkal and Salem

December 15th, 04:30 pm

Prime Minister Narendra Modi interacted with booth-level Karyakartas of BJP in Tamil Nadu today. The video interaction is one of the many such interactions of PM Modi with the booth level Karyakartas.

“ମେଁ ନହିଁ ହମ୍” ପୋର୍ଟାଲ ଓ ଆପର ଶୁଭାରମ୍ଭ; ସେଲ୍ଫ4ସୋସାଇଟି ମାଧ୍ୟମରେ ଆଇଟି ପେଶାଦାରଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 24th, 03:15 pm

ମନ୍ତ୍ରୀ ପରିଷଦର ମୋର ସାଥୀଗଣ, ଭାରତର ଔଦ୍ୟୋଗିକ ଜୀବନକୁ ଗତି ପ୍ରଦାନ କରିଥିବା ଆଇଟି ପ୍ରଫେସନକୁ ବଳ ଦେଇଥିବା ସମସ୍ତ ଅନୁଭବୀ ମହାନୁଭବଗଣ ଏବଂ ଆଇଟି କ୍ଷେତ୍ରରେ ଯୋଡ଼ିହୋଇ ରହିଥିବା ଆମର ଯୁବପିଢ଼ି, ଗ୍ରାମାଞ୍ଚଳରେ ସିଏସସି ସେଣ୍ଟରରେ ବସିରହି ଢ଼େର ଆଶାର ସହ ନିଜର ସ୍ୱପ୍ନକୁ ସଜାଉଥିବା ଆମର ସ୍କୁଲ କଲେଜର ଛାତ୍ରଛାତ୍ରୀଗଣ, ଆଇଆଇଟି ସମେତ ଅନେକ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଗଣ, ମୋ ପାଇଁ ଏହା ଖୁସିର କଥା ଯେ ଏହା ମୋର ସବୁଠାରୁ ପ୍ରିୟ କାର୍ଯ୍ୟ ଓ ଏହିଭଳି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଏବଂ ଆପଣମାନଙ୍କ ଗହଣରେ ସାମିଲ ହେବା ସକାଶେ ମୋତେ ଆଜି ସୁଯୋଗ ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ; ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ

October 24th, 03:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ “ମୈଁ ନେହିଁ ହମ” ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍‌ ବିନିର୍ମାଣକାରୀ ପେଶାଦାରଙ୍କ ସହ ଭାବ ବିନିମୟ କରିଛନ୍ତି ।

‘ମେ ନହିଁ ହମ’ ପୋର୍ଟାଲ ଓ ଆପ ଶୁଭାରମ୍ଭ ଅବସରରେ ଆଇଟି, ଇଲେକ୍ଟ୍ରୋନିକ ବିନିର୍ମାଣ ପେଶାଦାରଙ୍କ ସହ ମତବିନିମୟ କରିବେ ପ୍ରଧାନମନ୍ତ୍ରୀ

October 23rd, 07:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ମେ ନହିଁ ହମ’ ‘ମୁଁ ନୁହେଁ ଆମେ’ ପୋର୍ଟାଲ ଏବଂ ଆପର ଶୁଭାରମ୍ଭ ଅବସରରେ 24 ଅକ୍ଟୋବର, 2018ରେ ସମଗ୍ର ଭାରତର ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣ ବୃତ୍ତିଧାରୀମାନଙ୍କ ସହ ମତ ବିନିମୟ କରିବେ ।