PM Modi addresses public meetings in Telangana’s Kamareddy & Maheshwaram

November 25th, 02:15 pm

Ahead of the Telangana assembly election, PM Modi addressed emphatic public meetings in Kamareddy and Maheshwaram today. He said, “Whenever I come to Telangana, I see a wave of hope among the people here. This wave is the wave of expectation. It is the wave of change. It is the wave of the sentiment that Telangana should achieve the height of development that it deserves.”

Only BJP can guarantee social justice to people of Telangana and take the state on golden path of development: PM Modi

November 11th, 05:30 pm

Election fervour intensified in Telangana as Prime Minister Narendra Modi addressed the huge crowd in Secunderabad today ahead of the state assembly election. At the event, PM Modi said, “After independence, you have seen many governments in the country. Our government is such that its top priority is the welfare of the poor and the underprivileged have to be given priority. The mantra on which BJP works is ‘Sabka Saath, Sabka Vikas, Sabka Vishwas aur Sabka Prayas’. We are committed to ensuring social justice.”

PM Modi’s election campaign electrifies Telangana’s Secunderabad

November 11th, 05:00 pm

Election fervour intensified in Telangana as Prime Minister Narendra Modi addressed the huge crowd in Secunderabad today ahead of the state assembly election. At the event, PM Modi said, “After independence, you have seen many governments in the country. Our government is such that its top priority is the welfare of the poor and the underprivileged have to be given priority. The mantra on which BJP works is ‘Sabka Saath, Sabka Vikas, Sabka Vishwas aur Sabka Prayas’. We are committed to ensuring social justice.”

ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଗଙ୍ଗା ପୁଷ୍କରାଲା ଯାତ୍ରା ଦେଶରେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ : ପ୍ରଧାନମନ୍ତ୍ରୀ

May 01st, 03:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଗୌରବ ପର୍ଯ୍ୟଟନ ଟ୍ରେନରେ ଆରମ୍ଭ କରାଯାଇଥିବା ‘‘ଗଙ୍ଗା ପୁଷ୍କରାଲା ଯାତ୍ରା’’ ଦେଶରେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । ଏହି ଟ୍ରେନ ସିକନ୍ଦରାବାଦ ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ବେଳେ ପୁରୀ, କାଶୀ ଏବଂ ଅଯୋଧ୍ୟା ଭଳି ଦେଶର ବିଭିନ୍ନ ଧାର୍ମିକ ସହରକୁ ଯାତ୍ରା କରିବ ।

ହାଇଦ୍ରାବାଦ ଓ ସିକନ୍ଦରାବାଦରେ ଏମଏମଟିଏସ ରେଳ ନେଟୱର୍କ ୯୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

April 21st, 10:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ହାଇଦ୍ରାବାଦ ଓ ସିକନ୍ଦରାବାଦରେ ଏମଏମଟିଏସ ରେଳ ନେଟୱର୍କ ୯୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରକୁ ପ୍ରଶଂସା କରିଛନ୍ତି ।

ଆଜମେର ଏବଂ ଦିଲ୍ଲୀ ଛାଉଣୀକୁ ସଂଯୋଗ କରୁଥିବା ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 12th, 11:01 am

ନମସ୍କାର, ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ଜୀ, ରାଜସ୍ଥାନର ମୋର ମିତ୍ର ଶ୍ରୀମାନ ଅଶୋକ ଗେହଲଟ୍ ଜୀ, ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ରାଜସ୍ଥାନ ସରକାରଙ୍କ ମନ୍ତ୍ରୀଗଣ, ବିଧାନସଭା ଏବଂ ବିଧାନ ପରିଷଦର ବିରୋଧୀ ଦଳର ନେତା, ମଞ୍ଚ ଉପରେ ଉପସ୍ଥିତ ସମସ୍ତ ସାଂସଦ ଗଣ, ବିଧାୟକ ଗଣ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ରାଜସ୍ଥାନର ପ୍ରିୟ ଭାଇ ଓ ଭଉଣୀମାନେ,

ଆଜମେର ଓ ଦିଲ୍ଲୀ ଛାଉଣୀ ମଧ୍ୟରେ ରାଜସ୍ଥାନର ପ୍ରଥମ ବଂଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

April 12th, 11:00 am

ସମବେତ ଜନତାଙ୍କୁ ଉଦବୋଧନ ଦେଇ ଶୌର୍ଯ୍ୟଭୂମି ରାଜସ୍ଥାନର ପ୍ରଥମ ବଂଦେ ଭାରତ ଟ୍ରେନର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହା ଜୟପୁର ଓ ଦିଲ୍ଲୀ ମଧ୍ୟରେ ଯାତ୍ରାକୁ ସୁଗମ କରିବା ସହ ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବ । ଏହା ବିଶ୍ୱାସର ସ୍ଥଳ ତୀର୍ଥରାଜ ପୁସ୍କର ଓ ଆଜମେର ସରିଫକୁ ଯାତ୍ରା କରିବାର ବାଟ ଖୋଲିବ ।

ହାଇଦ୍ରାବାଦରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 08th, 12:30 pm

ତେଲେଙ୍ଗାନାର ରାଜ୍ୟପାଳ ତାମିଲ ସାଇ ସୌନ୍ଦର୍ଯ୍ୟ ରାଜନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ଅଶ୍ୱିନ ବୈଷ୍ଣବ ଜୀ, ଏହି ତେଲେଙ୍ଗାନାର ମାଟିର ପୁଅ ଏବଂ ମନ୍ତ୍ରି ପରିଷଦରେ ମୋର ସାଥୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ବହୁ ସଂଖ୍ୟାରେ ଆସିଥିବା ତେଲେଙ୍ଗାନାର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ତେଲେଙ୍ଗାନାର ହାଇଦ୍ରାବାଦରେ ଟ.11,300 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପକୁ ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

April 08th, 12:10 pm

ଆଜି ତେଲେଙ୍ଗାନାର ହାଇଦ୍ରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ.11,300 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଏମ୍‌ସ ବିବିନଗର, ହାଇଦ୍ରାବାଦ, ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ସେ ରେଳ ସମ୍ବନ୍ଧୀୟ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନରେ ସିକନ୍ଦରାବାଦ -ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ସିକନ୍ଦରାବାଦ ଓ ତିରୁପତି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଦ୍ୱାରା ବିଶେଷ କରି ଆଧ୍ୟାତ୍ମିକ ପର୍ଯ୍ୟଟନ ଲାଭାନ୍ୱିତ ହେବ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ: ପ୍ରଧାନମନ୍ତ୍ରୀ

April 07th, 11:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ଗର୍ବ, ଆରାମ ଓ କନେକ୍ଟିଭିଟିର ଅନ୍ୟ ନାମ ।

ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ: ପ୍ରଧାନମନ୍ତ୍ରୀ

April 07th, 11:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଯାହାଦ୍ୱାରା ଅସଂଖ୍ୟ ଲୋକ ଲାଭାନ୍ୱିତ ହେବେ ।

ଏପ୍ରିଲ ୮ ଓ ୯ରେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକ ଗସ୍ତ

April 05th, 07:19 pm

ପ୍ରଧାନମନ୍ତ୍ରୀ ୮ ଏପ୍ରିଲ ୨୦୨୩ ଦିନ ସିକନ୍ଦରାବାଦ ରେଳ ଷ୍ଟେସନରେ ପାଖାପାଖି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ପହଂଚି ସିକନ୍ଦରାବାଦ-ତିରୁପତି ବଂଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବେ । ପ୍ରାୟ ପୂର୍ବାହ୍ନ ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ପରେଡ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ହାଇଦ୍ରାବାଦ ସ୍ଥିତ ବିବିନଗର ଏମ୍ସର ଶିଳାନ୍ୟାସ କରିବେ । ସେ ମଧ୍ୟ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ମଧ୍ୟ ସିକନ୍ଦରାବାଦ ରେଳ ଷ୍ଟେସନର ପୁନର୍ବିନ୍ୟାସ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରେଳବାଇ ସଂକ୍ରାନ୍ତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ।

ଚନ୍ଦୋସି ଏବଂ ସିକନ୍ଦରାବାଦର ପୀଡିତ ମାନଙ୍କ ନିମନ୍ତେ ପିଏମଏନଆରଏଫରୁ ପ୍ରଧାନମନ୍ତ୍ରୀ ଅନୁଦାନ ରାଶି ଘୋଷଣା କରିଛନ୍ତି

March 17th, 09:27 pm

ଚନ୍ଦୋସି ଏବଂ ସିକନ୍ଦରାବାଦର ପୀଡିତ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମ୍‌ଏନ୍‌ଆରଏଫ୍‌) ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁଦାନ ରାଶି ଘୋଷଣା କରିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିକନ୍ଦରାବାଦ-ବିଶାଖାପାଟଣା ସହିତ ସଂଯୋଗ କରୁଥିବା ବଂଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 15th, 10:30 am

ତେଲେଙ୍ଗାନାର ରାଜ୍ୟପାଳ ଡକ୍ଟର ତମିଲିସେ ସୌନ୍ଦର୍ଯ୍ୟରାଜନ ଜୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ. କିଶନ ରେଡ୍ଡି ଜୀ, ତେଲେଙ୍ଗାନାର ମନ୍ତ୍ରୀ ମହମ୍ମଦ ମହମୁଦ ଅଲୀ ଗାରୁ, କେ. ଲକ୍ଷ୍ମଣ ଗାରୁ, ଅନ୍ୟ ସମସ୍ତ ମହାନୁଭବ, ମହିଳାମାନେ ଏବଂ ଭଦ୍ରଲୋକମାନେ ।

ଭିଡିଓ କନଫରେନ୍ସିଂ ଜରିଆରେ ସିକନ୍ଦରାବାଦକୁ ବିଶାଖାପାଟଣା ସହିତ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

January 15th, 10:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସିକନ୍ଦରାବାଦକୁ ବିଶାଖାପାଟଣା ସହିତ ସଂଯୋଗ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଚାଲୁ କରିଛନ୍ତି । ଏହି ରେଳ ଭାରତୀୟ ରେଳ ଦ୍ୱାରା ଆରମ୍ଭ କରାଯାଇଥିବା ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ ଏବଂ ଏହା ପ୍ରାୟ ୭୦୦ କିଲୋମିଟର ଦୂରତାକୁ ଅତିକ୍ରମ କରି ଦୁଇ ତେଲୁଗୁ ଭାଷାଭାଷୀ ରାଜ୍ୟ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ପ୍ରଥମ ଟ୍ରେନ ହେବ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରି ଏବଂ ବିଜୟୱାଡା ରେଳ ଷ୍ଟେସନରେ ଏବଂ ତେଲଙ୍ଗାନାର ଖମମ୍‌, ୱାରଙ୍ଗଲ୍ ଏବଂ ସିକନ୍ଦରାବାଦ ରେଳ ଷ୍ଟେସନରେ ଏହା ଅଟକିବ ।

ପ୍ରଧାନମନ୍ତ୍ରୀ ଜାନୁୟାରୀ ୧୫ରେ ସିକନ୍ଦରାବାଦକୁ ବିଶାଖାପଟ୍ଟନମ ସହ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ

January 13th, 05:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୫ ପୂର୍ବାହ୍ନ ୧୦.୩୦ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିକନ୍ଦରାବାଦକୁ ବିଶାଖାପଟ୍ଟନମ ସହ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ହଲାଇ ଶୁଭାରମ୍ଭ କରିବେ ।

ତେଲେଙ୍ଗାନାର ସିକନ୍ଦରାବାଦରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

September 13th, 09:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ସିକନ୍ଦରାବାଦ ଠାରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।