ଶିଳ୍ପ ଜଗତର ଅଂଶୀଦାରମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
March 23rd, 07:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର 18ଟି ସହରରୁ ଆସୋଚାମ, ଫିକ୍କି, ସିଆଇଆଇ ଏବଂ ବିଭିନ୍ନ ସ୍ଥାନୀୟ ଚାମ୍ବରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।ବିଭିନ୍ନ ମନ୍ତ୍ରଣାଳୟର ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
June 10th, 08:56 pm
ଏହି ଭାବ ବିନିମୟ କାର୍ଯ୍ୟକ୍ରମ ବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଶ୍ରୀ ଅମିତ ଶାହା, ଶ୍ରମତୀ ନିର୍ମଳା ସୀତାରମଣ ଏବଂ ଡ଼କ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।ସହାୟକ ସଚିବମାନଙ୍କ ଉଦଯାପନୀ ଅଧିବେଶନ: ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ 2016 ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ଉପସ୍ଥାପନା
September 27th, 06:56 pm
ଭାରତୀୟ ପ୍ରଶାସନିକ ସେବା 2016 ବ୍ୟାଚର ଅଧିକାରୀମାନେ ସହାୟକ ସଚିବ ଭାବେ ସେମାନଙ୍କ କାର୍ଯ୍ୟକାଳର ଅନ୍ତିମ ଅଧିବେଶନରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଉପସ୍ଥାପନା କରିଛନ୍ତି ।ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ
April 21st, 11:01 pm
ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀପ୍ରଶାସନିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସେବାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 21st, 05:45 pm
ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ କହିଥିଲେ ଯେ ଏହା ହେଉଛି ପ୍ରଶଂସା, ସମୀକ୍ଷା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ସମୟ । ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି ।ସହାୟକ ସଚିବମାନଙ୍କ ଉଦଯାପନୀ ଅଧିବେଶନ :ପ୍ରଧାନମନ୍ତ୍ରୀଙ୍କ ଆଗରେ ପ୍ରଶାସନ ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କଲେ 2015 ବ୍ୟାଚର ଆଇଏଏସ ଅଧିକାରୀ
September 26th, 02:36 pm
ସହାୟକ ସଚିବମାନଙ୍କର ଉଦଯାପନୀ ଅଧିବେଶନର ଅଂଶବିଶେଷ ଭାବେ 2015ବ୍ୟାଚର ଆଇଏଏସ ଅଧିକାରୀମାନେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ପ୍ରଶାସନ ସଂକ୍ରାନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି ।ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ତୃତୀୟ ବାର୍ତ୍ତାଳାପ
August 27th, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ 80 ଜଣ ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବଙ୍କ ସହ ଶନିବାର ଦିନ ବାର୍ତ୍ତାଳାପ କରିଥିଲେ । ମୋଟ 5ଟି ବାର୍ତ୍ତାଳାପ ଶୃଙ୍ଖଳା ମଧ୍ୟରୁ ଏହା ଥିଲା ତୃତୀୟ ।ଅତିରିକ୍ତ ଓ ଯୁଗ୍ମ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
August 24th, 09:24 am
ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ 70 ଜଣ ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟିବା ସହ ମତ ଆଦାନପ୍ରଦାନ କରିଥିଲେ । ଏହା ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମତ ବିନିମୟ କାର୍ଯ୍ୟକ୍ରମ ।କେନ୍ଦ୍ର ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଅନୌପଚାରିକ ବୈଠକ
June 05th, 09:25 pm
ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ସଚିବମାନଙ୍କ ସହିତ ସୋମବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।ପୁରୁଣାକାଳିଆ ପ୍ରଶାସନିକ ବ୍ୟବସ୍ଥା ଠାରୁ ଊଦ୍ଧ୍ୱର୍କୁ ଆସିବା ଲାଗି ସେମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଚିବମାନଙ୍କ ନିକଟରେ ମାନବଜଗତର ଏକ ଷଷ୍ଠାଂଶ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସୁଯୋଗ ରହିଛି । 2022 - ଦେଶ ସ୍ୱାଧୀନ ହେବାର 75ତମ ବର୍ଷ ପୂର୍ତ୍ତି ସୁଦ୍ଧା ହାସଲ କରିବାକୁ ଥିବା ଦୃଢ଼ ଲକ୍ଷ୍ୟ ଚିହ୍ନଟ କରି ସେ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଜଣାଇଥିଲେ ।ପ୍ରଗତି : ଓଡିଶା ସମେତ 14 ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
February 22nd, 05:36 pm
PM Narendra Modi chaired 17th PRAGATI meeting & reviewed progress made in host of key sectors. PM emphasized the need for improving efficiency & fixing accountability at all levels in telecom sector. During a review of the progress of the PMAY-Urban, the PM underlined the Government’s commitment to provide Housing for All by 2022. He urged all Secretaries and Chief Secretaries to review the situation with regard to “Ease of Doing Business.”ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷା ଓ ସଙ୍କଟ ପରିଚାଳନା ସମ୍ପର୍କରେ ଅଭିମତ ଉପସ୍ଥାପନ କଲେ ଦୁଇ ସଚିବ ଗୋଷ୍ଠୀ
January 13th, 09:51 pm
Two Groups of Secretaries to the Government of India, today presented ideas on Education and Crisis Management, to Prime Minister Narendra Modi. The PM emphasized that the Union Government is open to new ideas. He urged all Secretaries to continue thinking holistically and give top priority to concrete outcomes.ସ୍ୱାସ୍ଥ୍ୟ, ପରିମଳ, ନଗର ଉନ୍ନୟନ, ବାଣିଜ୍ୟ ଓ ଶିଳ୍ପ ସମ୍ପର୍କୀତ ପ୍ରସଙ୍ଗ ଉପରେ ଚିନ୍ତନ ଉପସ୍ଥାପନ କଲେ ଦୁଇ ସଚିବସ୍ତରୀୟ ଗୋଷ୍ଠୀ
January 08th, 09:11 pm
ଭାରତ ସରକାରଙ୍କର ଦୁଇଟି ପ୍ରମୁଖ ସଚିବସ୍ତରୀୟ ଗୋଷ୍ଠୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟ, ପରିମଳ, ନଗର ଉନ୍ନୟନ, ବାଣିଜ୍ୟ ଓ ଶିଳ୍ପ ଉଦ୍ୟୋଗ ସମ୍ପର୍କରେ ସୁଚିନ୍ତିତ ମତାମତ ଆଧାରିତ ଉପସ୍ଥାପନାମୂଳକ ରିପୋର୍ଟ ପ୍ରଦାନ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କୁ କୃଷି, ଆନୁଷଙ୍ଗିକ କ୍ଷେତ୍ର ସମ୍ପର୍କରେ ଅଭିମତ ଉପସ୍ଥାପନ କଲେ ସଚିବଗୋଷ୍ଠୀ
January 05th, 07:57 pm
A Group of Secretaries to the Government of India, today presented ideas on agriculture and allied sectors to PM Modi.ପ୍ରଧାନମନ୍ତ୍ରୀଙ୍କୁ ପ୍ରଶାସନ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଶକ୍ତି, ପର୍ଯ୍ୟାବରଣ ଉପରେ ଅଭିମତ ପ୍ରଦାନ କଲେ ତିନି ସଚିବ ଗୋଷ୍ଠୀ
January 04th, 07:14 pm
Three Groups of Secretaries to the Government of India, today presented ideas for transformative change in different areas of governance, to PM Modi. Discussions were held on governance, science and technology and energy and environment.ସୋସିଆଲ ମିଡିଆ କର୍ଣ୍ଣର 4 ଜାନୁୟାରୀ 2017
January 04th, 07:12 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ “ପରିବହନ ଓ ଦୂରସଞ୍ଚାର” ବିଷୟ ଉପରେ ଉପସ୍ଥାପନା ରଖିଲେ ସଚିବ ଗୋଷ୍ଠୀ
January 03rd, 10:11 pm
As a follow-up to PM Modi’s exhortation, Groups of Secretaries to the Government of India, today began the second of round of presentations on ideas for transformative change in various areas of governance. Today, the first group presented their ideas on the “transport and communications” sectors.କେନ୍ଦ୍ର ସଚିବ ଗୋଷ୍ଠୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା
October 27th, 08:46 pm
PM Narendra Modi met all Secretaries to the Government of India. Cabinet Ministers and Ministers of State for Independent Charge were also present at the meeting. PM was briefed on the work done so far, as a follow up to the reports presented by the eight Groups of Secretaries to the Prime Minister in January this year.PM’s interaction through PRAGATI
January 27th, 06:01 pm
Two Groups of Secretaries present ideas and suggestions to PM
January 21st, 05:40 pm
Two Groups of Secretaries present ideas and suggestions to PM
January 20th, 10:54 pm