ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
August 03rd, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ରାଜ୍ୟରେ ଏକ ଜନ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏହି ଯୋଜନା ସମ୍ପର୍କରେ ଅଧିକ ଜନସଚେତନା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମତବିନିମୟ
August 03rd, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ରାଜ୍ୟରେ ଏକ ଜନ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏହି ଯୋଜନା ସମ୍ପର୍କରେ ଅଧିକ ଜନସଚେତନା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ଜାତୀୟ ମାନବିକ ଅଧିକାର ଆୟୋଗର ରୌପ୍ୟଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 12th, 05:16 pm
ମଞ୍ଚାସୀନ ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀମାନ ରାଜନାଥ ସିଂହ ଜୀ, ଶ୍ରୀ ମନୋଜ ସିହ୍ନା ଜୀ, ଜାତୀୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଏସ ଏଲ ଦତ୍ତୁ ଜୀ, ଆୟୋଗର ସଦସ୍ୟଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ, ଦେବୀ ଓ ସଜ୍ଜନମଣ୍ଡଳୀ !ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗଙ୍କ ରୌପ୍ୟଜୟନ୍ତୀ ସମାରୋହକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ;
October 12th, 05:15 pm
ବିଗତ ଅଢେଇ ଦଶନ୍ଧି ଧରି ଉପେକ୍ଷିତ ଏବଂ ନ୍ୟାଯ୍ୟ ଅଧୀକାରରୁ ବଂଚିତ ଲୋକମାନଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରି ରାଷ୍ଟ୍ରୀୟ ମାନବିକ ଅଧୀକାର ଆୟୋଗ (ଏନଏଚଆରସି) ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।"ଅଟଲଜୀ ଜଣେ ସଚ୍ଚା ଦେଶଭକ୍ତ ଥିଲେ : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ "
August 26th, 11:30 am
ମନ କି ବାତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଏବଂ ଜନ୍ମାଷ୍ଟମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳଜୀଙ୍କୁ ସ୍ମରଣ କରି ତାଙ୍କ ଜୀବନର ବିଭିନ୍ନ ପଦକ୍ଷେପର ଗୁରୁତ୍ୱାରୋପ କରି ତାଙ୍କୁ ସଚ୍ଚା ଦେଶଭକ୍ତ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ବିଶ୍ୱ ସଂସ୍କୃତ ଦିବସ ,ଗୁରୁଦିବସ ,ଏସୀୟ କ୍ରୀଡ଼ା ଏବଂ ସଂସଦର ମୌସୁମୀ ଅଧିବେଶନର ଉତ୍ପାଦକତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । କେରଳରେ ହୋଇଥିବା ପ୍ରବଳ ବନ୍ୟାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସଶସ୍ତ୍ର ବଳ ଏବଂ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଦ୍ୱାରା ସଂଚାଳିତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଅଭିଯାନର ପ୍ରଶଂସା କରିଥିଲେ ।ଗୁଜରାଟର ବାଲସାଦ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 23rd, 12:47 pm
ଗୁଜରାଟର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ, ଭାଇ ଶ୍ରୀ ବିଜୟ ଭାଇ ରୂପାନୀ, ମଂଚରେ ଉପସ୍ଥିତ ସୌଭାଗ୍ୟଜନମାନେ, ଏଠାରେ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଏବଂ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସାମୁହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ;
August 23rd, 12:45 pm
ଗୁଜରାଟର ବାଲସାଦ ଜିଲ୍ଲା ଅନ୍ତର୍ଗତ ଜୁଜୱା ଗ୍ରାମରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସାମଗ୍ରୀକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ । ରାଜ୍ୟର 26ଟି ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଆବାସ ଏହି ଅବସରରେ ହିତାଧିକାରୀମାନଙ୍କୁ ବଂଟନ କରାଯାଇଥିଲା । ବିଭିନ୍ନ ଜିଲ୍ଲାର ହିତାଧିକାରୀମାନେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆଲୋଚନା କରିଥିଲେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 05th, 09:12 am
ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଥିଲେ । ସରକାରୀ ଯୋଜନାର ବିଭିନ୍ନ ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ତୃତୀୟ ଆଲୋଚନା ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ ବ୍ରିଜ ଜରିଆରେ ମତବିନିମୟ କଲେ ପ୍ରଧାନମନ୍ତ୍ରୀ
June 05th, 09:02 am
ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଥିଲେ । ସରକାରୀ ଯୋଜନାର ବିଭିନ୍ନ ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ତୃତୀୟ ଆଲୋଚନା ।Pt. Deen Dayal Upadhyaya’s Antyodaya is the BJP’s guiding principle: PM Modi
May 10th, 10:03 am
In his interaction with the SC/ST, OBC, Minority and Slum Morcha of the Karnataka BJP through the ‘Narendra Modi Mobile App’, the Prime Minister said that they had a paramount role in connecting directly with people and furthering the party’s reach. Noting that the BJP had the maximum number of MPs from the SC, ST, OBC and minorities communities, he appreciated them for their efforts.ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ବିଜେପିର ବିଭିନ୍ନ ମୋର୍ଚ୍ଚା ସହ ମତ ବିନିମୟ କରିଛନ୍ତି
May 10th, 09:55 am
ନରେନ୍ଦ୍ର ମୋଦୀ ମୋବାଇଲ ଆପ ମାଧ୍ୟମରେ କର୍ଣ୍ଣାଟକର ଏସସି/ଏସଟି ,ଓବିସି ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ସହିତ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଲୋକମାନଙ୍କ ସହିତ ସିଧା ସଂଯୋଗ ଏବଂ ଦଳର ପହଂଚକୁ ଆଗକୁ ବଢ଼େଇବା ପାଇଁ ସମସ୍ତ କର୍ମକର୍ତ୍ତାମାନଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଲେ ଯେ ବିଜେପିର ଅଧିକ ସାଂସଦ ଏସସି/ଏସଟି ,ଓବିସି ଏବଂ ସଂଖ୍ୟାଲଘୁ ସମୁଦାୟର ଅଛନ୍ତି । ପ୍ରଧାନମନ୍ତ୍ରୀ ଏହି କଥା ପାଇଁ କର୍ମକର୍ତ୍ତାମାନଙ୍କ ପ୍ରୟାସକୁ ପ୍ରସଂଶା କରିଛନ୍ତି ।For Congress, EVM, Army, Courts, are wrong, only they are right: PM Modi
May 09th, 12:06 pm
Addressing a massive rally at Chikmagalur, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.ଡିଲ କରିବା କ୍ଷେତ୍ରରେ କଂଗ୍ରେସ ବହୁମାତ୍ରାରେ ସାମିଲ ରହିଛି :ପ୍ରଧାନମନ୍ତ୍ରୀ ମୋଦୀ
May 09th, 12:05 pm
ବାଙ୍ଗରାପେଟରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଏହି ନିର୍ବାଚନ କିଏ ଜିତିବ,କିଏ ପରାଜୟ ହେବ ତାହାନୁହେଁ ,କିନ୍ତୁ ଲୋକମାନଙ୍କ ଆକାଂକ୍ଷାଗୁଡିକ ପୁରା କରିବାର । ସେ କର୍ଣ୍ଣାଟକ କଂଗ୍ରେସ ନେତାମାନଙ୍କ ଉପରେ ଆରୋପ ଲଗେଇ କହିଲେ ,କଂଗ୍ରେସ ସର୍ବଦା ଡିଲ କରିବାରେ ସାମିଲ ରୁହେ ,ଲୋକମାନଙ୍କ ଆକାଂକ୍ଷାକୁ କିପରି ପୁରୁଣ କରିବ ।କଂଗ୍ରେସ ଆମର ବୀର ଯବାନଙ୍କ ଅପମାନ କରିଛନ୍ତି ,ସେମାନେ କୃଷକମାନଙ୍କ ପ୍ରତି ସମ୍ବେଦନଶୀଳ ନାହାନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
May 03rd, 01:17 pm
କର୍ଣ୍ଣାଟକର କଲବୁର୍ଗୀ ରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ରାଜ୍ୟରେ ନିର୍ବାଚନ କର୍ଣ୍ଣାଟକର ଭବିଷ୍ୟତ ନିର୍ଣ୍ଣୟ କରିବାକୁ ଯାଉଛି । '' ଏହା ମହିଳାଙ୍କ ସୁରକ୍ଷା ଏବଂ କୃଷକମାନଙ୍କ ହିତ ବିଷୟରେ । ମାନିନିଅନ୍ତୁ ,ଏହା କେବଳ ବିଧାୟମାନଙ୍କୁ ଚୟନ କରିବା ବିଷୟରେ ନାହିଁ ,ଏହା ତାହା ଉର୍ଦ୍ଧରେ ବୋଲି ପ୍ରଧାନମନ୍ତ୍ରୀ କହିଲେ ।Percentage of atrocity on SC and ST people in Gujarat less than national average
May 07th, 06:08 pm
Percentage of atrocity on SC and ST people in Gujarat less than national average