ଗ୍ଲାସଗୋଠାରେ ସିଓପି୨୬ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ରାଷ୍ଟ୍ରୀୟ ବିବୃତ୍ତି
November 01st, 11:25 pm
ମୁଁ ସମଗ୍ର ମାନବତା ନିମନ୍ତେ ଏକ ଭାବନାର ସହିତ ଆସିଥିଲି । ମୁଁ ଏହି ସଂସ୍କୃତିର ପ୍ରତିନିଧି ଭାବେ ସେଠାକୁ ଯାଇଥିଲି ଯେଉଁଥିରେ “ସର୍ବେ ଭବକ୍ତୁ ସୁଖିନଃ: ଅର୍ଥାତ୍ ସମସ୍ତେ ସୁଖଶାନ୍ତିରେ ସହାବସ୍ଥାନ କରନ୍ତୁ ଭଳି ବାର୍ତ୍ତା ଥିଲା । ସେଇଥିପାଇଁ ମୋ ପାଇଁ ପ୍ୟାରିସ୍ରେ ହୋଇଥିବା ଆୟୋଜନ, କେବଳ ଗୋଟିଏ ଶିଖର ବୈଠକ ନଥିଲା, ବିବୃତ୍ତି ଥିଲା, ଏକ ପ୍ରତିଶ୍ରୁତି ଥିଲା ।ଗ୍ଲାସଗୋରେ ସିଓପି୨୬ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ
November 01st, 11:18 pm
ଗ୍ଲାସଗୋରେ ସିଓପି୨୬ ବିଶ୍ୱ ନେତୃବୃନ୍ଦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ନଭେମ୍ବର ୧ରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏମପିଙ୍କ ସହ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ସିଓପି୨୬ ଗ୍ଲାସଗୋଠାରେ ଅଭିଭାଷଣ
November 01st, 09:48 pm
ମୋ ବନ୍ଧୁ ବୋରିସ ମୋତେ ଉପଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମୋର ମତ ରଖିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ।