ଗୁଜରାଟରେ ଏକାଦଶ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 12th, 06:40 pm
ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମହାଶୟ, ସଂସଦରେ ମୋର ସାଥୀ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସି. ଆର. ପାଟିଲ ମହାଶୟ, ଗୁଜରାଟ ସରକାରଙ୍କର କ୍ରୀଡ଼ା ରାଜ୍ୟମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭୀ ମହାଶୟ, ସଂସଦରେ ମୋର ସହଯୋଗୀ ଶ୍ରୀ ହଂସମୁଖ ଭାଇ ପଟେଲ, ଶ୍ରୀ ନରହରୀ ଅମିନ ଏବଂ ଅହମ୍ମଦାବାଦର ମେୟର ଭାଇ ଶ୍ରୀ କିରିଟ କୁମାର ପରମାର ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଆସିଥିବା ମୋର ଯୁବ ବନ୍ଧୁଗଣ!ଏକାଦଶ କ୍ରୀଡା ମହାକୁମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 12th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (୧୨.୦୩.୨୦୨୨) ଦିନ ଗୁଜରାଟର ଅହମ୍ମଦବାଦରେ ଏକାଦଶ ଖେଳ ମହାକୁମ୍ଭ ଉଦ୍ଘାଟନ କରିଛନ୍ତି । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।ଜାନୁୟାରୀ ୨୨ତାରିଖ ଦିନ ପ୍ରଧାନମନ୍ତ୍ରୀ ବିଭିନ୍ନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କରିବେ ମତବିନିମୟ
January 21st, 07:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୨.୦୧.୨୦୨୨ଦିନ ପୂର୍ବାହ୍ନ ୧୧ଟାବେଳେ ବିଭିନ୍ନ ଜିଲ୍ଳାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମତ ବିନିମୟ କରିବେ ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୭ ତମ ପ୍ରଗତି ବୈଠକ
August 25th, 07:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତିର ୩୭ ତମ ସଂସ୍କରଣ ବୈଠକରେ ଅଧ୍ୟକ୍ଷତା କରିଥିଲେ, ଯାହାକି ସକ୍ରିୟ ପ୍ରଶାସନ ଏବଂ ସଠିକ୍ ସମୟରେ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜଡିତ ଆଇସିଟି ଆଧାରିତ ମଲ୍ଟି ମୋଡାଲ ପ୍ଲାଟଫର୍ମ ।ଗୁଜରାଟର ସୋମନାଥଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 20th, 11:01 am
ଜୟ ସୋମନାଥ ! କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ଶ୍ରଧେୟ ଲାଲକୃଷ୍ଣ ଆଡୱାଣୀ ମହାଶୟ, ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ଶ୍ରୀପଦ ନାଇକ ମହାଶୟ, ଅଜୟ ଭଟ୍ଟ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ, ଗୁଜରାଟ ସରକାର ପର୍ଯ୍ୟଟନ ମନ୍ତ୍ରୀ ଜବାହର ମହାଶୟ, ୱାସନ ଭାଇ, ଲୋକସଭାରେ ମୋର ସାଥୀ ରାଜେଶ ଭାଇ, ସୋମନାଥ ମନ୍ଦିରର ଟ୍ରଷ୍ଟର ଷ୍ଟଟ୍ରି ଶ୍ରୀ ପ୍ରବୀଣ ଲାହିରୀ ମହାଶୟ, ସମସ୍ତ ଶ୍ରଦ୍ଧାଳୁ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୋମନାଥର ବହୁମୁଖୀ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ
August 20th, 11:00 am
ଗୁଜରାଟର ସୋମନାଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକର ଉଦ୍ଘାଟନ ମଧ୍ୟ କରିଛନ୍ତି । ଉଦ୍ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ସୋମନାଥ ପ୍ରମୋଦ ସ୍ଥଳୀ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପ୍ରାଚୀନ ସୋମନାଥ ପରିସର ମଧ୍ୟରେ ପୁର୍ନଗଠିତ ମନ୍ଦିର । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଜାତୀୟ ଆୟୁଷ ମିଶନ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ
July 14th, 08:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ଆୟୁଷ ମିଶନ (ଏନଏଏମ)କୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପରେ 1 ଏପ୍ରିଲ 2021 ଠାରୁ ମାର୍ଚ୍ଚ 2026 ପର୍ଯ୍ୟନ୍ତ ଜାରି ରଖିବାକୁ ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ମୋଟ୍ 4607.30 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ କେନ୍ଦ୍ର ଭାଗ ଆକାରରେ 3000 କୋଟି ଟଙ୍କା ଏବଂ ରାଜ୍ୟ ଭାଗ ରୂପରେ 1607 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆୟୁଷ ମିଶନ 15 ସେପ୍ଟେମ୍ବର 2014ରେ ଆରମ୍ଭ କରାଯାଇଥିଲା।PM reviews implementation of PM-SVANidhi Scheme
July 25th, 06:21 pm
PM Modi reviewed implementation of PM-SVANidhi Scheme. The scheme is aimed at facilitating collateral free working capital loan upto Rs.10,000/- of one-year tenure, to approximately, 50 lakh street vendors, to resume their businesses. More than 2.6 lakh applications have been received and over 64,000 have been sanctioned.କିର୍ଲୋସ୍କର ଗ୍ରୁପର ଶତାବ୍ଦୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 06th, 06:33 pm
ଆପଣମାନଙ୍କୁ ସମସ୍ତଙ୍କୁ ନବ ବର୍ଷର ଅନେକ ଅନେକ ଶୁଭକାମନା । କିର୍ଲୋସ୍କର ଗ୍ରୁପ ପାଇଁ ଏହା ହେଉଛି ଦୁଇଟି ଉତ୍ସବ ପାଳନ କଲାଭଳି । ରାଷ୍ଟ୍ରନିର୍ମାଣରେ ଯୋଗଦାନର ଶହେ ବର୍ଷ ପୂରଣ ହେଉଛି ଏବଂ କିର୍ଲୋସ୍କର ଗ୍ରୁପଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।କିର୍ଲୋସ୍କର ବ୍ରଦର୍ସ ଲିଃର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
January 06th, 06:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ କିର୍ଲୋସ୍କର ବ୍ରଦର୍ସ ଲିଃ (କେବିଏଲ)ର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । କେବିଏଲକୁ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କିର୍ଲୋସ୍କର ବ୍ରଦର୍ସର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀ ଲକ୍ଷ୍ମଣରାଓ କିର୍ଲୋସ୍କରଙ୍କ ଜୀବନୀ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଯାନ୍ତ୍ରିକ କୀ ଯାତ୍ରା-ଯନ୍ତ୍ର ନିର୍ମାଣ କରିଥିବା ବ୍ୟକ୍ତି’କୁ ଉନ୍ମୋଚନ କରିଥିଲେ ।Cabinet clears pension scheme for traders
May 31st, 09:02 pm
India has a rich tradition of trade and commerce. Our traders continue to make a strong contribution to India’s economic growth.BJP forms a government to serve each and every Indian in whatever way we can: PM Modi
May 05th, 11:39 am
Prime Minister Narendra Modi addressed a huge rally of supporters in Bhadohi, Uttar Pradesh today. PM Modi touched upon several crucial issues related to national security, terrorism, political culture in the country and how the country has seen immense transformation under the BJP government since 2014.PM Modi addresses public meeting in Bhadohi, Uttar Pradesh
May 05th, 11:38 am
Prime Minister Narendra Modi addressed a huge rally of supporters in Bhadohi, Uttar Pradesh today. PM Modi touched upon several crucial issues related to national security, terrorism, political culture in the country and how the country has seen immense transformation under the BJP government since 2014."ଆତଙ୍କବାଦ ବିରୋଧରେ ଭାରତର ପ୍ରୟାସର ପ୍ରଦର୍ଶନ ହୋଇଛି , ମସୁଦ ଅଜହରଙ୍କୁ ସଂଯୁକ୍ତ ରାଷ୍ଟ୍ରରେ ବିଶ୍ୱ ଆତଙ୍କବାଦୀ ଭାବେ ସୂଚୀଭୁକ୍ତ କରାଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ "
May 01st, 08:01 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ନିଜର ଚତୁର୍ଥ ,ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,ଏହି ଚୌକିଦାର (ପ୍ରଧାନମନ୍ତ୍ରୀ ମୋଦୀ ) ବିଶ୍ୱ ମଞ୍ଚରେ ଭାରତର ବିଶ୍ୱ ସ୍ଥିତିକୁ ବଢ଼ାଇବା ପାଇଁ ପାଞ୍ଚ ବର୍ଷରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ଆମର ପ୍ରୟାସ ବର୍ତ୍ତମାନ ସ୍ପଷ୍ଟ ଭାବେ ଫଳ ଦେଉଛି ।"ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଜନସଭାକୁ ସମ୍ବୋଧିତ କରିଛନ୍ତି "
May 01st, 08:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ନିଜର ଚତୁର୍ଥ ,ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ,ଏହି ଚୌକିଦାର (ପ୍ରଧାନମନ୍ତ୍ରୀ ମୋଦୀ) ବିଶ୍ୱ ମଞ୍ଚ ଉପରେ ଭାରତକୁ ବିଶ୍ୱ ସ୍ଥିତକୁ ବଢ଼ାଇବା ପାଇଁ ଗତ ପାଞ୍ଚ ବର୍ଷରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ଆମର ପ୍ରୟାସ ଏବେ ସ୍ପଷ୍ଟ ଭାବେ ଫଳ ଦେଉଛି ।PM Modi addresses huge public rally at Jalpaiguri, West Bengal
February 08th, 04:06 pm
Prime Minister Narendra Modi addressed a huge public rally at Jalpaiguri, West Bengal during his visit to the state today. Reminding everyone about the common bond of tea, PM Modi said, “Tea also makes me wonder why Didi is so frustrated with this Chaiwala (PM Modi)? Everyone knows how the Siliguri Municipal Corporation is being treated by the state government these days.ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 26th, 06:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 27, 2018ରେ ହିମାଚଳ ପ୍ରଦେଶ ଗସ୍ତ କରିବେ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହରେ ସେ ଯୋଗଦେବେ । ସରକାରଙ୍କ ସଫଳତାର ମୁଖ୍ୟାଂଶ ସମ୍ବଳିତ ଦସ୍ତାବିଜକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ କାଙ୍ଗ୍ରା ଜିଲ୍ଲାର ଧରମଶାଳାଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।Prime Minister interacts with BJP Karyakartas from five Lok Sabha seats
November 03rd, 06:53 pm
The Prime Minister Narendra Modi, today interacted with BJP booth workers from Bulandshahr, Kota, Korba, Sikar and Tikamgarh Lok Sabha constituencies, through video conferencing. The interaction was sixth in the series of ‘Mera Booth Sabse Mazboot’ program.ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2018
July 07th, 06:42 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ମୋଦୀ ସରକାରଙ୍କ 48 ମାସ : ଜାଣନ୍ତୁ ସରକାରଙ୍କ ଉପଲବ୍ଧିଗୁଡିକ !
May 25th, 06:57 pm
ମୋଦୀ ସରକାରଙ୍କ 4ର୍ଥ ବର୍ଷ ପୂର୍ତ୍ତି ହୋଇଛି । ଏଠାରେ ଭାରତରେ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଆପଣଙ୍କ ପାଇଁ ଉପଲବ୍ଧ ରହିଛି ।