ଭିଡିଓ କନଫରେନ୍ସିଂ ଜରିଆରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 06th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି ।ଭିଡିଓ କନଫରେନ୍ସିଂ ଜରିଆରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 06th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି ।One has to keep up with the changing times and embrace global best practices: PM
December 15th, 02:40 pm
PM Modi unveiled various developmental projects in Gujarat. Speaking about the farm laws, PM Modi said, Farmers are being misled about the agriculture reforms. He pointed out that the agriculture reforms that have taken place is exactly what farmer bodies and even opposition parties have been asking over the years.PM unveils key projects in Gujarat
December 15th, 02:30 pm
Prime Minister Shri Narendra Modi today unveiled various developmental projects in Gujarat.These projects include a desalination plant, a hybrid renewable energy park, and a fully mated milk processing and packing plant. The Chief Minister of Gujarat was present on the occasion.ଡିସେମ୍ବର 15 ରେ କଚ୍ଛ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 13th, 06:47 pm
ଆସନ୍ତା ଡିସେମ୍ବର 15, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ କଚ୍ଛ ଜିଲ୍ଲାର ଧୋର୍ଡୋ ଅଞ୍ଚଳ ଗସ୍ତ କରି ସେଠାରେ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରକଳ୍ପଗୁଡିକ ମଧ୍ୟରେ ଏକ ଡିସାଲିନେସନ କାରଖାନା, ଏକ ଉନ୍ନତ ଅକ୍ଷୟ ଶକ୍ତି ପାର୍କ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ କାରଖାନା ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ରଣ ଗସ୍ତ କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ।"ନୂଆଦିଲ୍ଲୀରେ ଗରବୀ ଗୁଜୁରାଟ ଭବନ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ "
September 02nd, 07:35 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଆକବର ରୋଡ଼ରେ 'ଗରବୀ ଗୁଜୁରାଟ ଭବନ' ର ଉଦଘାଟନ କରିଛନ୍ତି । ଏହି ଅବସରରେ ଜନସମାଗମକୁ ସମ୍ବୋଧିତ କରି ,ପ୍ରଧାନମନ୍ତ୍ରୀ ସେହି ସମସ୍ତ ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଯେଉଁମାନେ ଧାର୍ଯ୍ୟ ସମୟ ପୂର୍ବରୁ ପୁରା କରିବା ପାଇଁ ସଂରଚନାର ନିର୍ମାଣ କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ପ୍ରଧାନମନ୍ତ୍ରୀ ଗୁଜରାଟରେ ଗତ କିଛି ବର୍ଷରେ ହୋଇଥିବା ପ୍ରଗତି ଉପରେ ମଧ୍ୟ ଉଲ୍ଲେଖ କରିଥିଲେ ।The entire nation agrees that the menace of terror has to be eliminated: PM Modi
March 04th, 12:31 pm
Launching several development works from Gujarat's Jamnagar, PM Modi appealed for water conservation. PM Modi said, Having seen the hardships we face due to water shortage, it becomes our responsibility to conserve every drop of water. This benefits our present and future generations.ପ୍ରଧାନମନ୍ତ୍ରୀଙ୍କ ଗୁଜରାଟର ଜାମନଗର ଗସ୍ତ
March 04th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଜାମନଗରଠାରେ ବାନ୍ଦ୍ରା-ଜାମନଗର ହମସଫର ଏକ୍ସପ୍ରେସ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେ ଗୁରୁ ଗୋବିନ୍ଦ ସିଂ ହସ୍ପିଟାଲର 750 ଶଯ୍ୟା ବିଶିଷ୍ଟ ନୂଆ କୋଠାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହିତ ସୌନୀ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଆଜି-3ଠାରୁ ଖିଜାଦିଆ ପର୍ଯ୍ୟନ୍ତ 51 କିଲୋମିଟର ଲମ୍ବ ପାଇପଲାଇନ ସମେତ ଜାମନଗରରେ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପର ମଧ୍ୟ ସେ ଶୁଭାରମ୍ଭ କରିଥିଲେ ।2019 ମାର୍ଚ୍ଚ 4 ଓ 5ରେ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 03rd, 10:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2019 ମାର୍ଚ୍ଚ 4 ଓ 5ରେ ଗୁଜରାଟ ଗସ୍ତ କରିବେ । ମାର୍ଚ୍ଚ 4ରେ ସେ ଜାମନଗର, ଜସପୁର ଓ ଅହମ୍ମଦାବାଦ ଗସ୍ତ କରିବାକୁ ଥିବା ବେଳେ ମାର୍ଚ୍ଚ 5ରେ ଅଦ୍ଲାଜ ଓ ବସ୍ତ୍ରାଲ ଗସ୍ତ କରିବେ ।125 crore Indians are our high command, says PM Narendra Modi
December 04th, 08:05 pm
Prime Minister Narendra Modi today attacked the Congress party for defaming Gujarat. He said that Congress cannot tolerate or accept leaders from Gujarat and hence always displayed displeasure towards them and the people of the state.Development for us is not winning polls, but serving citizens: PM Modi
November 29th, 11:20 am
Prime Minister Narendra Modi addressed public meetings at Morbi, Prachi, Palitana and Navsari in Gujarat. He hit out at the Congress party for being heavily indulged in corruption and dynastic politics. He also spoke about the annoyance of Congress party when Dr. Rajendra Prasad had come to Gujarat for inaugurating the Somnath Temple.ସୋସିଆଲ ମିଡିଆ କର୍ଣ୍ଣର ଜୁନ 29 2017
June 29th, 09:34 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Let's embrace the latest technology in the sphere of water conservation: PM Modi
June 29th, 06:03 pm
PM Narendra Modi today dedicated several projects to the nation. He dedicated the third link of phase I of SAUNI project, remodeled Nyari Dam and an express feeder line for linking Aji Dam and Nyari dam. Shri Modi also launched Smart Rajkot Hackathon.ସୌନୀ ଯୋଜନା ଅନ୍ତର୍ଗତ ଅଯୀ ନଦୀବନ୍ଧରେ ଜଳ ପ୍ରବେଶ କାର୍ଯ୍ୟକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
June 29th, 06:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟଠାରେ ସୌନୀ ଯୋଜନା ଅନ୍ତର୍ଗତ ଅଯୀ ନଦୀବନ୍ଧରେ ଜଳ ପ୍ରବେଶ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକଦା ଗୁଜରାଟରେ ଉତ୍କଟ ଜଳ ସଂକଟ ଦେଖାଦେଇଥିଲା, ସେହିଦିନଠାରୁ ରାଜ୍ୟ ଅନେକ ବାଟ ଅଗ୍ରସର ହୋଇଛି ।ସୋସିଆଲ ମିଡିଆ କର୍ଣ୍ଣର 18 ଏପ୍ରିଲ 2017
April 18th, 07:24 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ବୋତାଡରେ ସାଉନି ଯୋଜନା ସଂଲଗ୍ନ ପ୍ରକଳ୍ପସମୂହକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
April 17th, 05:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଆଜି ବୋତାଡଠାରେ ସାଉନି ଯୋଜନା (ସୌରାଷ୍ଟ୍ର ନର୍ମଦା ଅବତରଣ ଜଳସେଚନ)ର ପ୍ରଥମ ପର୍ଯ୍ୟାୟ(ଲିଙ୍କ-2) ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସାଉନି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ (ଲିଙ୍କ-2) ନିର୍ମାଣ କାର୍ଯ୍ୟର ଆଧାରଶିଳା ମଧ୍ୟ ରଖିଥିଲେ ।PM Narendra Modi inaugurates SAUNI project in Jamnagar, Gujarat
August 30th, 11:59 pm
PM Modi unveiled a plaque to launch the Saurashtra Narmada Irrigation (SAUNI) Project in Gujarat. Addressing a gathering, the PM stated it had always been his firm belief that water was most important for the farmer. The PM emphasized the need for water conservation and spoke about various initiatives taken by the Union Govt for welfare of farmers, such as crop insurance.Social Media Corner 30th August
August 30th, 07:07 pm
Your daily does of governance updates from Social Media. Your tweets on governance get featured here daily. Keep reading and sharing!Ground breaking ceremony of SAUNI Yojana performed in Rajkot
February 17th, 06:54 pm
Ground breaking ceremony of SAUNI Yojana performed in RajkotWater was seen a reason behind Guj's problems, now it will be reason for Guj's progress: Shri Modi at Saurashtra Narmada Jal Avtaran Jan Jagruti Mahayagya
May 05th, 12:18 pm
Water was seen a reason behind Guj's problems, now it will be reason for Guj's progress: Shri Modi at Saurashtra Narmada Jal Avtaran Jan Jagruti Mahayagya