କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ଦେଶର ୬୦ ବର୍ଷ ନଷ୍ଟ କରିଛନ୍ତି: ବିହାରର ଚମ୍ପାରଣରେ ପ୍ରଧାନମନ୍ତ୍ରୀ ମୋଦୀ
May 21st, 11:30 am
ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଚମ୍ପାରଣଠାରେ ଏକ ଉତ୍ସାହଜନକ ଜନସଭାକୁ ସମ୍ବୋଧିତ କରି ତାଙ୍କ ନେତୃତ୍ୱରେ ଭାରତ ଗ୍ରହଣ କରିଥିବା ପରିବର୍ତନଶୀଳ ଯାତ୍ରା ଏବଂ ଏହି ଗତିଜାରି ରଖିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ, ବିଶେଷ କରି ଇଣ୍ଡି ମେଣ୍ଟର ବିଫଳତାକୁ ପଦାରେ ପକାଇବା ସହିତ ତାଙ୍କ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ।ବିହାରର ଚମ୍ପାରଣ ଓ ମହାରାଜଗଞ୍ଜରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 21st, 11:00 am
ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଚମ୍ପାରଣ ଏବଂ ମହାରାଜଗଞ୍ଜରେ ଉତ୍ସାହଜନକ ଜନସଭାକୁ ସମ୍ବୋଧିତ କରି ତାଙ୍କ ନେତୃତ୍ୱରେ ଭାରତ ଗ୍ରହଣ କରିଥିବା ପରିବର୍ତନଶୀଳ ଯାତ୍ରା ଏବଂ ଏହି ଗତିଜାରି ରଖିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ, ବିଶେଷ କରି ଇଣ୍ଡି ମେଣ୍ଟର ବିଫଳତାକୁ ପଦାରେ ପକାଇବା ସହିତ ତାଙ୍କ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ।ରାଜସ୍ଥାନର ମାନଗଡ଼ ହିଲ୍ସରେ ‘ମାନଗଡ଼ ଧାମର ଗୌରବ ଗାଥା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 01st, 11:20 am
କାର୍ଯ୍ୟକ୍ରମରେ ଉପସ୍ଥିତ ରାଜସ୍ଥାନର ଆଦରଣୀୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶ୍ରୀ ଅଶୋକ ଗେହଲଟ ଜୀ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଏବଂ ଆଦିବାସୀ ସମାଜର ବରିଷ୍ଠ ନେତା ଶ୍ରୀ ମଙ୍ଗୁଭାଇ ପଟେଲ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଶିବରାଜ ସିଂ ଚୌହାନ ଜୀ, ମନ୍ତ୍ରୀ ପରିଷଦର ମୋର ସହକର୍ମୀ ଶ୍ରୀ ଫଗନ ସିଂହ କୁଲସ୍ତେ ଜୀ, ସାଂସଦଗଣ, ବିଧାୟକଗଣ ଏବଂ ମୋର ପୁରୁଣା ମିତ୍ର ଆଦିବାସୀ ସମାଜର ସେବାରେ ଯେଉଁମାନେ ନିଜର ଜୀବନ ସମର୍ପିତ କରିଛନ୍ତି ଏମିତି ଭାଇ ମହେଶ ଜୀ ଏବଂ ବିଶାଳ ସଂଖ୍ୟାରେ ଆସିଥିବା, ଦୂର-ଦୂରାନ୍ତରୁ ମାନଗଡ଼ ଧାମ ଆସିଥିବା ମୋର ପ୍ରିୟ ଆଦିବାସୀ ଭାଇ ଏବଂ ଭଉଣୀମାନେ ।ସର୍ବସାଧାରଣ କାର୍ଯ୍ୟକ୍ରମ "ମାନଗଡ ଧାମ କି ଗୌରବ ଗାଥା"ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
November 01st, 11:16 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସାଧାରଣ କାର୍ଯ୍ୟକ୍ରମ ‘ମାନଗଡ ଧାମ କି ଗୌରବ ଗାଥା'ରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମର ଅନାଲୋଚିତ ଆଦିବାସୀ ବୀର ତଥା ଶହୀଦମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଧୁନି ଦର୍ଶନ କରିଥିଲେ ଏବଂ ଗୋବିନ୍ଦ ଗୁରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ବିପ୍ଳବୀ ଭଗତ ଗ୍ୟାଲେରୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 23rd, 06:05 pm
ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ ମହାଶୟ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ମହାଶୟ, ଭିକ୍ଟୋରିଆ ମେମୋରିଆଲ ହଲ୍ ସହିତ ଯୋଡ଼ି ହୋଇଥିବା ସମସ୍ତ ମହାନୁଭବ, ବିଶ୍ୱବିଦ୍ୟାଳୟର ଉପ କୁଳପତି, କଳା ଏବଂ ସଂସ୍କୃତି ଜଗତର ପ୍ରତିଷ୍ଠିତ ବ୍ୟକ୍ତିଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ସହିଦ ଦିବସ ଅବସରରେ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ୍ ହଲ୍ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିପ୍ଲବୀ ଭାରତ ଗ୍ୟାଲେରୀ ଉଦ୍ଘାଟିତ
March 23rd, 06:00 pm
ଆଜି ସହିଦ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନସିଂ ଦ୍ୱାରା କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଠାରେ ବିପ୍ଲୋବୀ ଭାରତ ଗ୍ୟାଲେରୀକୁ ଉଦ୍ଘାଟନ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକର ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀ ମଧ୍ୟ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।ଜର୍ମାନ ଚାନ୍ସେଲରଙ୍କ ସହ ଗାନ୍ଧୀ ସ୍ମୃତି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
November 01st, 07:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜର୍ମାନ ଚାନ୍ସେଲର ଡ. ଆଞ୍ଜେଲା ମର୍କେଲଙ୍କ ସହିତ ଗାନ୍ଧୀ ସ୍ମୃତି ପରିର୍ଶନ କରିଥିଲେ ।ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶକୁ ସମ୍ମାନ
January 31st, 02:06 am
ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ, ନୀତି ଓ ଶିକ୍ଷାକୁ ଭାରତ ଏବଂ ଭାରତ ବାହାରେ ସର୍ବୋଚ୍ଚ ସ୍ଥାନ ଦେବା ଲାଗି, ନିଜର ଅଭିଭାଷଣ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ରୟାସ କରିଆସିଛନ୍ତି ।Swadeshi was a weapon in the freedom movement, today handloom has become a huge weapon to fight poverty: PM Modi
January 30th, 04:30 pm
PM Modi dedicated the National Salt Satyagraha Memorial to the nation in Dandi, Gujarat. PM Modi while addressing the programme, remembered Gandhi Ji’s invaluable contributions and said, “Bapu knew the value of salt. He opposed the British to make salt costly.” The PM also spoke about Mahatma Gandhi’s focus on cleanliness and said, “Gandhi Ji chose cleanliness over freedom. We are marching ahead on the path shown by Bapu.”ଦାଣ୍ଡିରେ ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ର
January 30th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଆଜି ଗୁଜରାଟର ନବସାରୀ ଜିଲ୍ଲାରେ ଦାଣ୍ଡିସ୍ଥିତ ରାଷ୍ଟ୍ରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।UDAN has immensely helped to boost air connectivity in India: PM Modi
January 30th, 01:30 pm
Inaugurating the new terminal building of Surat Airport, PM Narendra Modi reiterated the Centre’s commitment to enhance ease of living as well as ease of doing business in the country. Highlighting NDA government’s focus on strengthening infrastructure and connectivity, the PM said that due to the UDAN Yojana, citizens were being benefitted as several airports were either being upgraded or extended throughout the country.ସୁରଟରେ ପ୍ରଧାନମନ୍ତ୍ରୀ
January 30th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଗସ୍ତ କରିଛନ୍ତି । ସେ ସୁରଟ ବିମାନ ବନ୍ଦରର ନୂଆ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ସୁରଟ ଓ ଦକ୍ଷିଣ ଗୁଜରାଟ କ୍ଷେତ୍ରରେ ଯୋଗାଯୋଗ ଏବଂ ସମୃଦ୍ଧି ବୃଦ୍ଧି ପାଇବ ।ମନ୍ କି ବାତ୍ ର 51ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 30th, 11:30 am
2018ରେ, ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା “ଆୟୁଷ୍ମାନ ଭାରତ”ର ଶୁଭାରମ୍ଭ ହେଲା । ଦେଶର ପ୍ରତ୍ୟେକ ଗ୍ରାମକୁ ବିଜୁଳି ପହଂଚିଗଲା । ବିଶ୍ୱର ମାନ୍ୟଗଣ୍ୟ ସଂସ୍ଥା ଏହାକୁ ସ୍ୱୀକାର କରିଛନ୍ତି ଯେ, ଭାରତ ରେକର୍ଡ ଗତିରେ ଦାରିଦ୍ର୍ୟରୁ ମୁକ୍ତିଲାଭ କରୁଛି । ଦେଶବାସୀଙ୍କ ଦୃଢ଼ସଂକଳ୍ପ ଯୋଗୁଁ ସ୍ୱଚ୍ଛତା ଉକ୍ଟଙ୍ଖରକ୍ସବଶର 95 ପ୍ରତିଶତକୁ ପାର କରିବା ଦିଗରେ ଅଗ୍ରସର ହେଉଛି ।ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭାଷଣ 2018- ମୁଖ୍ୟାଂଶ
August 15th, 09:33 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15 ରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ 72ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ।72ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।72 ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
August 15th, 09:30 am
72ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଲାଲକିଲ୍ଲା ଦୁର୍ଗ ଉପରୁ ସମ୍ବୋଧନ କରିଛନ୍ତି । ଭାରତ ସମ୍ପ୍ରତି ଆତ୍ମବିଶ୍ୱାସରେ ଭରି ରହିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ 6 ଜଣ ଯୁବ ମହିଳା ନୌସେନା ପଦାଧିକାରୀଙ୍କ ସଫଳତା ଏବଂ ଗରିବ ପରିବାରରୁ ଆସିଥିବା ଭାରତୀୟ କ୍ରୀଡାବିତମାନଙ୍କ ସଫଳତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ ନୀଳଗିରି ପର୍ବତରେ ଫୁଟୁଥିବା ନୀଳକୁରୁଞ୍ଜି ଫୁଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ଯାହାକି ଏପରି ଏକ ପ୍ରକ୍ରିୟା ଯାହା ପ୍ରତି 12 ବର୍ଷରେ ଥରେ ଘଟିଥାଏ । ସେ କହିଲେ ଯେ ସଂସଦର ସଦ୍ୟ ସମାପ୍ତ ଅଧିବେଶନ ସାମାଜିକ ନ୍ୟାୟ ପ୍ରତି ସମର୍ପିତ । ସେ କହିଲେ ଯେ ଭାରତ ହେଉଛି ସମ୍ପ୍ରତି ବିଶ୍ୱର ଷଷ୍ଠ ସର୍ବବୃହତ୍ ଗଣତନ୍ତ୍ର ।ବିହାରର ମୋତିହାରୀରେ ଚମ୍ପାରଣ ସତ୍ୟାଗ୍ରହ ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 10th, 01:32 pm
ଚମ୍ପାରଣର ଏହି ପରମ-ପବିତ୍ର ମାଟିରେ ଦେଶର କୋଣଅନୁକୋଣରୁ ଆସିଥିବା ସ୍ୱଚ୍ଛାଗ୍ରହୀ ଭାଇ-ଭଉଣୀ, ସମସ୍ତ ସ୍ନେହୀ, ଉପସ୍ଥିତ ସମ୍ମାନିତ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ ଏହି ପବିତ୍ର ମାଟିରୁ ବାପୁ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ । ଇଂରେଜମାନଙ୍କ ଗୋଲାମୀରୁ ମୁକ୍ତି ପାଇଁ ଏକ ମଜବୁତ ଅହିଂସା ଅସ୍ତ୍ର ସତ୍ୟାଗ୍ରହ ରୂପରେ ଆମକୁ ମିଳିଥିଲା । ସତ୍ୟାଗ୍ରହକୁ 100 ବର୍ଷ ପୂରଣ ହୋଇଛି । ତାହା କେତେ ପ୍ରଭାବଶାଳୀ ଥିଲା, ତାହା ସବୁ ସମୟରେ ପ୍ରଭାବଶାଳୀ ରହିଛି । ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ଆଜିର ସମୟର ଆବଶ୍ୟକତା ।ଜାତୀୟ ସ୍ୱଚ୍ଛାଗ୍ରହୀ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ;
April 10th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀରେ ଅନୁଷ୍ଠିତ ସ୍ୱଚ୍ଛାଗ୍ରହୀମାନଙ୍କ ଜାତୀୟ ସମ୍ମେଳନରେ ଉଦ୍ବୋଧନ ଦେଇଛନ୍ତି । ଚମ୍ପାରଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହର ଉପଲକ୍ଷେ ଆୟୋଜିତ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ଏହି ଉତ୍ସବ ଆୟୋଜନ କରାଯାଇଛି ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଚମ୍ପାରଣରେ ସ୍ୱେଚ୍ଛାଗ୍ରହୀମାନଙ୍କୁ କରିବେ ସମ୍ବୋଧନ
April 09th, 02:57 pm
ବିହାର ଚମ୍ପାରଣ ସତ୍ୟାଗ୍ରହର ଶତ ବାର୍ଷିକୀ ସମାରୋହ ଆସନ୍ତାକାଲି ଉଦ୍ଯାପିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାରା ରାଷ୍ଟ୍ର ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।ପ୍ରଥମ ପ୍ରବାସୀ ସାଂସଦ ସମ୍ମେଳନର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 09th, 11:33 am
ପ୍ରବାସୀ ଭାରତୀୟ ଦିବସର ଏହି ପରମ୍ପରାରେ ଆଜି ପ୍ରଥମ ‘ପ୍ରବାସୀ ସାଂସଦ ସମ୍ମେଳନ’ ଏକ ନୂତନ ଅଧ୍ୟାୟ ଯୋଡି ହେଉଛି । ମୁଁ ଉତ୍ତର ଆମେରିକା, ଦକ୍ଷିଣ ଆଫ୍ରିକା, ଆଫ୍ରିକା, ୟୁରୋପ, ଏସିଆ, ଉପସାଗରୀୟ ଅଂଚଳ, ଆଦି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରୁ ଏଠାକୁ ଆସିଥିବା ସମସ୍ତ ପ୍ରବାସୀ ବନ୍ଧୁଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି ।