ଆତ୍ମନିର୍ଭର ଭାରାତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ଲାଭାର୍ଥୀ ଏବଂ ହିତଧାରକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ ଓ ସମ୍ବୋଧନ

October 23rd, 11:01 am

ଆତ୍ମନିର୍ଭର ଭାରତାଚେ ସମନ, ସ୍ୱୟଂପୂର୍ଣ୍ଣ ଗୋଆ ଜେବ ଜଣେ-ଜଲ୍ପେନ, ସାକାର ପରପୀ ଗୋୟାକରଂକ ୟେବକାର । ତୁମଚା ସାରଖ୍ୟା, ଧଡ଼- ପଡ଼- ପରପୀ, ଲୋକାଂକ ଲାଗୁନ, ଗୌୟ ରାଜ୍ୟାଚୋ ଗରଜୋ, ଗୋୟାଂତଚ ଗୋୟାଂପାକ ସୁରୁ ଜାଲ୍ପାତ, ହି ଖୋସୟେଚି ଗଜାଲ ଆସା ।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିଛନ୍ତି

October 23rd, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ ।

PM Modi launches e-GramSwaraj portal and mobile app on Panchayati Raj Divas

April 24th, 11:07 pm

Interacting with the Sarpanchs from across the country via video conferencing, PM Narendra Modi launched the e-GramSwaraj portal and mobile app.

PM Modi launches Swamitva scheme on Panchayati Raj Divas

April 24th, 11:07 pm

While interacting with Sarpanchs from across the country via video conferencing, PM Narendra Modi launched the Swamitva scheme. The scheme is already being run in pilot mode across 6 states.

To become self-reliant and self-sufficient is the biggest lesson learnt from Corona pandemic: PM

April 24th, 11:05 am

PM Modi interacted with village sarpanchs across the country via video conferencing on the occasion of the National Panchayati Raj Divas. He said the biggest lesson learnt from Coronavirus pandemic is that we have to become self-reliant. He added that the villages have given the mantra of - 'Do gaj doori' to define social distancing in simpler terms amid the battle against COVID-19 virus.

PM Modi interacts with Sarpanchs from across India via video conferencing on Panchayati Raj Divas

April 24th, 11:04 am

PM Modi interacted with village sarpanchs across the country via video conferencing on the occasion of the National Panchayati Raj Divas. He said the biggest lesson learnt from Coronavirus pandemic is that we have to become self-reliant. He added that the villages have given the mantra of - 'Do gaj doori' to define social distancing in simpler terms amid the battle against COVID-19 virus.

ଅଟଳ ଜଳ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 25th, 12:21 pm

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାଜନାଥ ସିଂହ ମହାଶୟ, ଶ୍ରୀ ଗଜେନ୍ଦ୍ର ଶେଖାୱତ ମହାଶୟ, ଅନ୍ୟ ମହାନୁଭବ ଏବଂ ଏଠାରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଏବଂ ଭଦ୍ର ମହିଳାଗଣ!

ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

December 25th, 12:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଅଟଳ ଭୂଜଳ ଯୋଜନା (ଅଟଳ ଜଳ)ର ଶୁଭାରମ୍ଭ କରିଛନ୍ତି ଏବଂ ବାଜପେୟୀଙ୍କ ନାମରେ ରୋହତଙ୍ଗ ରଣନୈତିକ ସୁଡ଼ଙ୍ଗର ନାମକରଣ କରିଛନ୍ତି ।

ସ୍ୱଚ୍ଛଭାରତ ଦିବସ-2019ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 02nd, 08:04 pm

ମୁଁ ଆଜି ମୋ କଥା ଆରମ୍ଭ କରିବା ପୂର୍ବରୁ ସାବରମତୀର ଏହି କୂଳରେ, ଏଠାରେ ଉପସ୍ଥିତ ସମସ୍ତ ସରପଞ୍ଚମାନଙ୍କ ମାଧ୍ୟମରେ ଦେଶର ସମସ୍ତ ସରପଞ୍ଚମାନଙ୍କୁ, ନଗରପାଳିକା, ମହାନଗର ପାଳିକାର ସମସ୍ତ ପରିଚାଳକ ବନ୍ଧୁଗଣ, ଭଉଣୀମାନେ; ଆପଣ ସମସ୍ତେ ଲଗାତର ପାଞ୍ଚ ବର୍ଷ ଧରି ଯେଉଁ ନିରନ୍ତର ପୁରୁଷାର୍ଥର କାର୍ଯ୍ୟ କରିଛନ୍ତି, ଯେଉଁ ସମର୍ପଣ ଭାବନା ସହ ପରିଶ୍ରମ କରିଛନ୍ତି, ଯେଉଁ ତ୍ୟାଗ ଭାବନାରେ ପୂଜ୍ୟ ବାପୁଙ୍କ ସ୍ୱପ୍ନ ସାକାର କରିଛନ୍ତି, ଏଥିପାଇଁ ମୁଁ ଆଜି ମୋ କଥା ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଆଦର ପୂର୍ବକ ପ୍ରଣାମ କରିବାକୁ ଚାହୁଁଛି ।

ସ୍ୱଚ୍ଛ ଭାରତ ଦିବସ 2019ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 02nd, 08:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦଠାରେ ସ୍ୱଚ୍ଛ ଭାରତ ଦିବସ 2019ର ଉଦଘାଟନ କରିଛନ୍ତି । ସେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଡାକ ଟିକଟ ଓ ରୌପ୍ୟ ମୁଦ୍ରା ଜାରି କରିଥିଲେ । ସେ ବିଜେତାମାନଙ୍କୁ ସ୍ୱଚ୍ଛ ଭାରତ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ । ଏହାପୂର୍ବରୁ ସେ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସେ ମଗନ ନିବାସ ଗସ୍ତ କରିଥିଲେ ଓ ସେଠାରେ ପିଲାମାନଙ୍କୁ ଭେଟିଥିଲେ ।

"ସ୍ୱଚ୍ଛତା ଭଳି ,ଆମେ ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନ କରିବା : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ "

June 30th, 11:30 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡ଼ିଓ କାର୍ଯ୍ୟକ୍ରମ 'ମନ କି ବାତ' ଜରିଆରେ ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ଗ୍ରହଣ କରିବା ପରେ ଏହା 'ମନ କି ବାତ' ର ପ୍ରଥମ ସଂସ୍କରଣ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ସମ୍ପ୍ରତି ସମ୍ପନ୍ନ ହୋଇଥିବା ଲୋକସଭା ନିର୍ବାଚନ ଏବଂ ଯୋଗ ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଥିଲେ । ସେ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ,ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତାନ୍ତ୍ରିକ ଅଧିକାର ଛଡ଼େଇ ନିଆଯାଇଥିଲା ।

ସ୍ୱଚ୍ଛ ଶକ୍ତି 2019: ସ୍ୱଚ୍ଛ ଭାରତରେ ଗ୍ରାମୀଣ ମହିଳା ଚାମ୍ପିଅନ

February 11th, 06:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 12, 2019 ତାରିଖ ଦିନ ହରିୟାଣାର କୁରୁକ୍ଷେତ୍ର ଗସ୍ତରେ ଯିବେ । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ସ୍ୱଚ୍ଛ ଶକ୍ତି 2019 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ଦେଶର ମହିଳା ସରପଞ୍ଚମାନଙ୍କ ଏକ ଜାତୀୟ ସମାବେଶ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ୱଚ୍ଛ ଶକ୍ତି 2019 ପୁରସ୍କାର ପ୍ରଦାନ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ଆୟୋଜିତ ଏକ ସ୍ୱଚ୍ଛ ସୌଚାଳୟ ପ୍ରଦର୍ଶନୀ ସ୍ଥଳ ପ୍ରଦର୍ଶନ କରିବ ଏବଂ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ହରିୟାଣା ଗସ୍ତ କାଳରେ ରାଜ୍ୟର କେତେକ ଉନ୍ନୟନମୂଳକ ଯୋଜନାର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ସହ ଅନ୍ୟ କେତେକର ଶିଳାନ୍ୟାସ କରିବେ ।