ସର୍ଦ୍ଦାର ଭବନର ଲୋକାର୍ପଣ ଏବଂ ସର୍ଦ୍ଦାରଧାମ ଫେଜ- IIର ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 11th, 11:01 am

କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ଭାଇ ରୂପାଣୀ ମହାଶୟ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀ ପୁରୁଷୋତମ ରୂପାଲା ମହାଶୟ, ଶ୍ରୀ ମନସୁଖଭାଇ ମାଣ୍ଡଭ୍ୟ ମହାଶୟ, ଭଉଣୀ ଅନୁପ୍ରିୟା ପଟେଲ ମହାଶୟା, ଲୋକସଭାରେ ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଜନତାପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସି. ଆର ପାଟିଲ ମହାଶୟ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ସମସ୍ତ ସହଯୋଗୀ ସାଂସଦ ସାଥୀ, ଗୁଜରାଟର ବିଧାୟକଗଣ, ସର୍ଦ୍ଦାର ଧାମର ସମସ୍ତ ଟ୍ରଷ୍ଟି, ମୋର ମିତ୍ର ଭାଇ ଶ୍ରୀ ଗାଗଜୀ ଭାଇ, ଟ୍ରଷ୍ଟ୍ରର ସମସ୍ତ ସମ୍ମାନିତ ସଦସ୍ୟଗଣ, ଏହି ପବିତ୍ର କାର୍ଯ୍ୟକୁ ଆଗେଇ ନେବାରେ ନିଜର ଯୋଗଦାନ ଦେଇଥିବା ସମସ୍ତ ସାଥୀ, ଭାଇ ଓ ଭଉଣୀମାନେ!

ପ୍ରଧାନମନ୍ତ୍ରୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୁମି ପୂଜନ କରିଛନ୍ତି

September 11th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୂମିପୂଜନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଥିଲେ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୧ରେ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଓ ସର୍ଦ୍ଦାରଧାମ ଫେଜ-୨ କନ୍ୟା ଛାତ୍ରାଳୟର ଭୂମିପୂଜନ କରିବେ

September 10th, 01:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୧, ୨୦୨୧ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ବସାଧାରଣ ଭବନର ଲୋକାର୍ପଣ ଓ ସର୍ବସାଧାରଣ ଫେଜ-୨ କନ୍ୟା ଛାତ୍ରାଳୟର ଭୂମିପୂଜନ କରିବେ ।