‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 12th, 12:32 pm
ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।ପ୍ରଧାନମନ୍ତ୍ରୀ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ'ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କଥାବାର୍ତ୍ତା କରିଛନ୍ତି
August 12th, 12:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ' ରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍ଆରଏଲ୍ଏମ୍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ସହିତ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀର ଏକ ସଂକଳନ ଉନ୍ମୋଚନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୨ ତାରିଖରେ " ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ ” ରେ ଅଂଶଗ୍ରହଣ କରିବେ
August 11th, 01:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୧ ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ “ ରେ ଅଂଶଗ୍ରହଣ କରିବେ ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍ଆରଏଲ୍ଏମ୍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀ ସହିତ ସାର୍ବଜନୀନ ଭାବେ ଚାଷ ଜମିରୁ ଉତ୍ପାଦିତ ଜୀବିକା ଉପରେ ଏକ ଏକ ପୁସ୍ତିକା ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ।ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 6, 2018
July 06th, 07:08 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଟୋକିଓରେ ଆୟୋଜିତ 'ସମ୍ବାଦ' ର ଚତୁର୍ଥ ସଂସ୍କରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା
July 05th, 09:43 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଟୋକିଓରେ ଆୟୋଜିତ 'ସମ୍ବାଦ' ର ଚତୁର୍ଥ ସଂସ୍କରଣ ପାଇଁ ନିଜର ବାର୍ତ୍ତା ସେୟାର କରିଛନ୍ତି । ଆଲୋଚନାଚକ୍ରର ବିଷୟ ରହିଛି 'ସେୟାର୍ଡ ଭେଲ୍ୟୁ ଆଣ୍ଡ ଡେମୋକ୍ରାସି ଇନ ଏସିଆ ।'The real essence of a democracy is Jan Bhagidari, says PM Narendra Modi
October 11th, 11:56 am
PM Modi attended birth centenary celebration of Nanaji Deshmukh. Paying tributes to Nanaji Deshmukh and Loknayak JP, the PM said that both devoted their lives towards the betterment of our nation. The PM also launched the Gram Samvad App and inaugurated a Plant Phenomics Facility of IARIନାନାଜୀ ଦେଶମୁଖଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
October 11th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାଠାରେ ଭାରତୀୟ କୃଷି ଗବେଷଣା ପରିଷଦ ପରିସରରେ ଆୟୋଜିତ ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ।Social Media Corner 5 August 2017
August 05th, 07:39 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!“ସମ୍ବାଦ”- ସଂଘର୍ଷ ଏଡ଼ାଇବା ଏବଂ ପରିବେଶ ସଚେତନତା ପାଇଁ ଏକ ଜାଗତିକ ଉପକ୍ରମର ଦ୍ୱିତୀୟ ସଂସ୍କରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
August 05th, 10:52 am
ଆଜି ଏବଂ ଆସନ୍ତାକାଲି ୟାଙ୍ଗୁନ୍ ଠାରେ “ସମ୍ବାଦ”- ସଂଘର୍ଷ ଏଡ଼ାଇବା ଏବଂ ପରିବେଶ ସଚେତନତା ପାଇଁ ଏକ ଜାଗତିକ ଉପକ୍ରମର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେଉଛି । ନୂଆଦିଲ୍ଲୀ ଠାରେ ସେପ୍ଟେମ୍ବର 2015ରେ ବିବେକାନନ୍ଦ କେନ୍ଦ୍ର ଏହି ଅଭିନବ ସମ୍ମିଳନୀର ପ୍ରଥମ ସଂସ୍କରଣ ଆୟୋଜନ କରିଥିଲା । ଏଥିରେ ବିଭିନ୍ନ ଧର୍ମ ଏବଂ ପରମ୍ପରାର ପ୍ରତିନିଧି ଯୋଗଦେଇଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇଥିଲେ ।Sabka Saath, Sabka Vikaas: In Pictures
December 31st, 05:39 pm
PM Modi attends Samvad, Global Hindu-Buddhist Initiative events at New Delhi & Bodh Gaya
September 05th, 08:00 pm
PM to visit Bodh Gaya on 5th September, 2015
September 04th, 06:50 pm
Excerpts from PM’s speech at Samvad, Global Hindu Buddhist Initiative
September 03rd, 04:17 pm