"ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବର ଗୁରଦାସପୁରରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି "
January 03rd, 03:05 pm
ପଞ୍ଜାବର ଗୁରଦାସପୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଗୁରଦାସପୁରର ଏହି ଭୂମି ସର୍ବଦା ଦେଶ ,ସମାଜ ,ମାନବତା ପାଇଁ ପ୍ରେରଣା ହୋଇ ରହିଆସିଛି । '' ଗୁରଦାସପୁର ହେଉଛି ଗୁରୁ ନାନକ ଦେବ ଜୀଙ୍କ ଜନ୍ମଭୂମି । ଆଗାମୀ ବର୍ଷ ଗୁରୁ ନାନକ ଦେବ ଜୀଙ୍କ 550ତମ ଜନ୍ମ ଜୟନ୍ତୀ ,ପ୍ରତ୍ୟେକ ରାଜ୍ୟ ଏବଂ ବିଶ୍ଵବ୍ୟାପୀ ଉତ୍ସବ ଆୟୋଜିତ କରାଯିବ । ଆମେ ଏହା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରୁଛନ୍ତି ଯେ ନାନକ ଦେବ ଜୀଙ୍କ ତୀର୍ଥଯାତ୍ରା କେନ୍ଦ୍ର ପର୍ଯ୍ୟନ୍ତ ପହଂଚିବାରେ କୌଣସି ବାଧା ସୃଷ୍ଟି ନହେଉ । ''ପ୍ରଧାନମନ୍ତ୍ରୀ ଆନନ୍ଦରେ ଆଧୁନିକ ଖାଦ୍ୟ ପ୍ରକ୍ରିୟାକରଣ ପ୍ଳାଣ୍ଟର କଲେ ଉଦଘାଟନ
September 30th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ଆନନ୍ଦଠାରେ ଅମୂଲର ଅତ୍ୟାଧୂନିକ ଚକୋଲେଟ ପ୍ରକଳ୍ପ ସହିତ ଆଧୂନିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ଉଦଘାଟନ କରିଥିଲେ । ସେ ଚକୋଲେଟ ପ୍ରକଳ୍ପକୁ ବୁଲି ଦେଖିଥିଲେ ଏବଂ ଏହି ଅବସରରେ ସେଠାରେ ଉପଯୋଗ କରାଯାଇଥିବା ବିଭିନ୍ନ ଜ୍ଞାନ କୌଶଳ ଏବଂ ପ୍ରସ୍ତୁତ ହେଉଥିବା ବିଭିନ୍ନ ଉତ୍ପାଦ ବିଷୟରେ ତାଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।ଗୁଜରାଟର ଆନନ୍ଦଠାରେ ଅମୂଲ ଚକୋଲେଟ କାରଖାନା, ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 30th, 01:00 pm
ମଂଚ ଉପରେ ବିରାଜମାନ ସମସ୍ତ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
September 22nd, 04:55 pm
ମଞ୍ଚରେ ଉପସ୍ଥିତ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହାଶୟ, ରାଜ୍ୟର ମୁଖ୍ୟମନ୍ତ୍ରୀ, ମୋର ବନ୍ଧୁ ଶ୍ରୀମାନ ନବୀନ ପଟ୍ଟନାୟକ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀମାନ ଜୁଏଲ ଓରାମ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀ ସତପଥୀ ମହାଶୟ, ଏଠାକାର ବିଧାୟକ ବ୍ରଜକିଶୋର ପ୍ରଧାନ ମହାଶୟ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ; ଜାଞ୍ଜଗୀର-ଚମ୍ପାଠାରେ କିସାନ ସମ୍ମେଳନକୁ କଲେ ସମ୍ବୋଧନ; ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପସମୂହର ଶିଳାନ୍ୟାସ
September 22nd, 04:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି । ଜାଞ୍ଜଗୀର-ଚମ୍ପାଠାରେ ସେ ଏକ ପାରମ୍ପରିକ ହସ୍ତତନ୍ତ ଏବଂ କୃଷି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ବଣ୍ଟନ କରିଥିଲେ ।ସର୍ବନିମ୍ନ ସମର୍ଥନ ମୂଲ୍ୟ ସମ୍ପର୍କରେ କଂଗ୍ରେସ ମିଛ ଏବଂ ମିଥ୍ୟା ପ୍ରଚାର କରୁଛି :ପ୍ରଧାନମନ୍ତ୍ରୀ ମୋଦୀ
July 11th, 02:21 pm
ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବରେ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିଛନ୍ତି
July 11th, 02:20 pm
ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।ଉତ୍ତରପ୍ରଦେଶର ବାଗପତଠାରେ ‘ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ’ ରାଷ୍ଟ୍ରକୁ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 27th, 06:50 pm
ଚାରି ବର୍ଷ ପୂର୍ବେ ଆପଣମାନେ ଅପାର ସମର୍ଥନ ସହିତ ମୋତେ ସମଗ୍ର ଦେଶର ସେବା କରିବାର ସୁଯୋଗ ଦେଇଥିଲେ । ମଇ ମାସର ଏହି ଗରମରେ ଆଉ ଦ୍ୱିପ୍ରହରରେ ଯେତେବେଳେ ସୂର୍ଯ୍ୟ ଏତେ ପରିମାଣରେ ତାତି ଉଠୁଛି ।ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ ଏବଂ ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେ ଫେଜ-1 ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
May 27th, 01:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଏନସିଆର କ୍ଷେତ୍ରଠାରେ ଦୁଇଟି ନବନିର୍ମିତ ଏକପ୍ରେସ-ୱେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏଥି ମଧ୍ୟରେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଫେଜ-1, ନିଜାମୁଦ୍ଦିନ ସେତୁ ଠାରୁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ପର୍ଯ୍ୟନ୍ତ 14 ଲେନ ବିଶିଷ୍ଟ ସଡକ ବିସ୍ତୃତ । ସେହିପରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଦ୍ୱିତୀୟ ପ୍ରକଳ୍ପ 135 କି.ମି ଦୈଘ୍ୟର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ (ଇପିଇ) ରାଷ୍ଟ୍ରୀୟ ରାଜମାର୍ଗ 1 ର କୁନ୍ଦଲି ଠାରୁ ରାଷ୍ଟ୍ରୀୟ ରାଜମାର୍ଗ 2 ର ପଲୱାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ।For Congress, EVM, Army, Courts, are wrong, only they are right: PM Modi
May 09th, 12:06 pm
Addressing a massive rally at Chikmagalur, PM Modi said these elections were not about who would win or lose, but, fulfilling aspirations of people. He accused the Karnataka Congress leaders for patronising courtiers who only bowed to Congress leaders in Delhi not the aspirations of the people.ଡିଲ କରିବା କ୍ଷେତ୍ରରେ କଂଗ୍ରେସ ବହୁମାତ୍ରାରେ ସାମିଲ ରହିଛି :ପ୍ରଧାନମନ୍ତ୍ରୀ ମୋଦୀ
May 09th, 12:05 pm
ବାଙ୍ଗରାପେଟରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଏହି ନିର୍ବାଚନ କିଏ ଜିତିବ,କିଏ ପରାଜୟ ହେବ ତାହାନୁହେଁ ,କିନ୍ତୁ ଲୋକମାନଙ୍କ ଆକାଂକ୍ଷାଗୁଡିକ ପୁରା କରିବାର । ସେ କର୍ଣ୍ଣାଟକ କଂଗ୍ରେସ ନେତାମାନଙ୍କ ଉପରେ ଆରୋପ ଲଗେଇ କହିଲେ ,କଂଗ୍ରେସ ସର୍ବଦା ଡିଲ କରିବାରେ ସାମିଲ ରୁହେ ,ଲୋକମାନଙ୍କ ଆକାଂକ୍ଷାକୁ କିପରି ପୁରୁଣ କରିବ ।Congress Government in Karnataka is working only for 'Naamdaars' and not for 'Kaamgaars': PM Modi
May 05th, 12:26 pm
Continuing his campaign trail across Karnataka, PM Narendra Modi today addressed public meetings at Tumakuru, Gadag and Shivamogga. The PM said that Tumakuru was the land to several greats and Saints, Seers and Mutts here played a strong role in the development of our nation.ଆଧୁନିକ ,ପ୍ରଗତିଶୀଳ ଏବଂ ବିକଶିତ କର୍ଣ୍ଣାଟକ ବିଜେପିର ଭିଜନ :ପ୍ରଧାନମନ୍ତ୍ରୀ ମୋଦୀ
May 05th, 12:15 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କର୍ଣ୍ଣାଟକରେ ଚାରୋଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ତୁମକୁରୁ ,ଗଡଙ୍ଗ ଏବଂ ଶିବମୋଗା ଏବଂ ମାଙ୍ଗାଲୁରୁରେ ହୋଇଥିବା ଏହି ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଭାରି ଭିଡ଼ ଜମିଥିଲା ଯେଉଁଥିରେ ମହିଳା ଏବଂ ଯୁବାଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା ।କର୍ଣ୍ଣାଟକ ବିଜେପି କୃଷକ ମୋର୍ଚ୍ଚାର କର୍ମକର୍ତ୍ତାମାନଙ୍କୁ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଛନ୍ତି
May 02nd, 10:08 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।କର୍ଣ୍ଣାଟକରେ ଆଜି ନିର୍ବାଚନ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳର କଡ଼ା ସମାଲୋଚନା କରି କହିଲେ ଯେ ବିଜେପି ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଏହି ନିର୍ବାଚନ ବିଜେପିର ଲୋକମାନଙ୍କ ବିକାଶର ରାଜନୀତି ବନାମ କଂଗ୍ରେସର ପାରିବାରିକ ରାଜନୀତିକୁ ନେଇ ହେବ ।
May 02nd, 10:07 am
'ନରେନ୍ଦ୍ର ମୋଦୀ ଆପ ' ଜରିଆରେ ଆଜି ବିଜେପିର କୃଷକ ମୋର୍ଚ୍ଚା କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷକ ଅନୁକୂଳ ପଦକ୍ଷେପ ଏବଂ କିପରି କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ପ୍ରୟାସରୁ ବ୍ୟାପକ ମାତ୍ରାରେ କୃଷକମାନେ ଲାଭାନ୍ଵିତ ହୋଇଛନ୍ତି ସେ ଉପରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ।‘କୃଷି 2022 : କୃଷକଙ୍କ ଦ୍ୱିଗୁଣ ଉପାର୍ଜନ’ ସଂକ୍ରାନ୍ତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (20.02.2018)
February 21st, 01:04 pm
ସମଗ୍ର ଦେଶରୁ ଆସିଥିବା ବୈଜ୍ଞାନିକଗଣ, ଚାଷୀ ଭାଇ ଓ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ । ଆମେ ସମସ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଅତି ଗମ୍ଭୀର ଓ ବହୁତ ଜରୁରୀ ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଠି ଏକଜୁଟ ହୋଇଛେ ।ଉତ୍ତରପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 21st, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ ଉତ୍ତର ପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ଉଦ୍ଘାଟନ ପୂର୍ବକ ସମ୍ବୋଧିତ କରିଥିଲେ ।‘କୃଷି 2022 : କୃଷକଙ୍କ ଦ୍ୱିଗୁଣ ଉପାର୍ଜନ’ ସଂକ୍ରାନ୍ତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (20.02.2018)
February 20th, 05:47 pm
ସମଗ୍ର ଦେଶରୁ ଆସିଥିବା ବୈଜ୍ଞାନିକଗଣ, ଚାଷୀ ଭାଇ ଓ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ । ଆମେ ସମସ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଅତି ଗମ୍ଭୀର ଓ ବହୁତ ଜରୁରୀ ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଠି ଏକଜୁଟ ହୋଇଛେ ।“କୃଷି-2022: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ଶୀର୍ଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 20th, 05:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାସ୍ଥିତ ଏନଏଏସି କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହୋଇଥିବା “କୃଷି-2022 : କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ସମ୍ମିଳନୀରେ ଯୋଗ ଦେଇଥିଲେ ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:01 pm
ଆଦରଣୀୟ ସଭାପତି ମହାଶୟ, ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ବିସ୍ତୃତ ଆଲୋଚନା ଏହି ସଦନ କରିଛି । ପାଖାପାଖି 38 ଜଣ ମାନ୍ୟବର ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।