ମଧ୍ୟ ପ୍ରଦେଶର ଚିତ୍ରକୁଟ ତୁଲସୀ ପୀଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 27th, 03:55 pm

ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ପୂଜନୀୟ ଜଗତଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ଜୀ, ଏଠାକୁ ଆସିଥିବା ସମସ୍ତ ତପସ୍ୱୀ, ବରିଷ୍ଠ ସନ୍ଥଗଣ, ଋଷିଗଣ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

PM addresses programme at Tulsi Peeth in Chitrakoot, Madhya Pradesh

October 27th, 03:53 pm

PM Modi visited Tulsi Peeth in Chitrakoot and performed pooja and darshan at Kanch Mandir. Addressing the gathering, the Prime Minister expressed gratitude for performing puja and darshan of Shri Ram in multiple shrines and being blessed by saints, especially Jagadguru Rambhadracharya. He also mentioned releasing the three books namely ‘Ashtadhyayi Bhashya’, ‘Rambhadracharya Charitam’ and ‘Bhagwan Shri Krishna ki Rashtraleela’ and said that it will further strengthen the knowledge traditions of India. “I consider these books as a form of Jagadguru’s blessings”, he emphasized.

ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

April 25th, 04:12 pm

ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Indian freedom struggle blessed with energy of equality, humanity & spiritualism received from the Saints: PM

February 05th, 05:54 pm

Prime Minister Narendra Modi dedicated to the nation the ‘Statue of Equality’ in Hyderabad. The 216-feet tall Statue of Equality commemorates the 11th century Bhakti Saint Sri Ramanujacharya, who promoted the idea of equality in all aspects of living including faith, caste and creed.

PM dedicates to the nation 216-feet tall ‘Statue of Equality’ commemorating Sri Ramanujacharya

February 05th, 05:50 pm

Prime Minister Narendra Modi dedicated to the nation the ‘Statue of Equality’ in Hyderabad. The 216-feet tall Statue of Equality commemorates the 11th century Bhakti Saint Sri Ramanujacharya, who promoted the idea of equality in all aspects of living including faith, caste and creed.

ପ୍ରଧାନମନ୍ତ୍ରୀ ଫେବୃଆରୀ ୫ ତାରିଖରେ ହାଇଦ୍ରାବାଦ ଗସ୍ତରେ ଯିବେ

February 03rd, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜାନୁୟାରୀ ୨୦୨୨ ରେ ହାଇଦ୍ରାବାଦ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୨.୪୫ ସମୟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ପାଟାନଚେରୁ ସ୍ଥିତ ଇଣ୍ଟରନେସନାଲ କ୍ରପସ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଦି ସେମି-ଆରିଡ ଟ୍ରୋପିକ୍ସ (ଆଇସିଆରଆଇଏସ୍‍ଏଟି) ପରିସର ପରିଦର୍ଶନ କରିବେ ଏବଂ ଆଇସିଆରଆଇଏସ୍‍ଏଟିର ୫୦ତମ ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିବେ । ଅପରାହ୍ନ ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି “ ଦେଶକୁ ଉତ୍ସର୍ଗ କରିବେ ।